ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟ୍କା
ନୂଆଦିଲ୍ଲୀ,୨୫।୧୦: ବିଶ୍ୱକପ୍ ୨୦୨୩ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ୍ରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଖେଳିବା ମୁସ୍କିଲ। ସମ୍ପୂର୍ଣ୍ଣ ଫିଟ୍ ହୋଇ ନ ଥିବା କାରଣରୁ ଇକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ତାଙ୍କ ଖେଳିବା ନେଇ ଆଶଙ୍କା ସୃଷ୍ଟି…
ଆଜି ଧର୍ମଶାଳାରେ ବଡ଼ ଲଢ଼େଇ: ୨ ପରିବର୍ତ୍ତନ ସହ ଓହ୍ଲାଇପାରେ ଟିମ୍ ଇଣ୍ଡିଆ, ଓ୍ବିଲିୟମସନଙ୍କ ବିନା ଖେଳିବ ନ୍ୟୁଜିଲାଣ୍ଡ…
ଧର୍ମଶାଳା,୨୨।୧୦: ବିଶ୍ୱକପ୍ ୨୦୨୩ର ୨୧ତମ ମୁକାବିଲାରେ ରବିବାର ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ। ଉଭୟ ଟିମ୍ର ଟୁର୍ନାମେଣ୍ଟରେ ଏହା ୫ମ ମ୍ୟାଚ୍। ପୂର୍ବରୁ ଖେଳିଥିବା ୪ ମ୍ୟାଚ୍କୁ ଭାରତ-ନ୍ୟୁଜିଲାଣ୍ଡ ଜିତିବାରେ ସଫଳ ହୋଇଥିବାରୁ ଏହି ମ୍ୟାଚ୍ର ଗୁରୁତ୍ୱ ଅଧିକ ରହିଛି।…
‘ଟିମ୍ ଇଣ୍ଡିଆକୁ କାହାର ନଜର ନ ଲାଗୁ’
ପୁଣେ,୨୦।୧୦: ଆଇସିସି କ୍ରିକେଟ ବିଶ୍ୱକପ୍ ୨୦୨୩ରେ ଟିମ୍ ଇଣ୍ଡିଆ ଗୁରୁବାର ଟୁର୍ନାମେଣ୍ଟରେ ଲଗାତାର ଚତୁର୍ଥ ବିଜୟ ହାସଲ କରିଥିଲା। ମ୍ୟାଚ୍କୁ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏବଂ ଉଇକେଟକିପର ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲ ଫିନିଶ କରିଥିଲେ। ବିଜୟ ପରେ ପାଭିଲିୟନ ଫେରିବା…

