Tag Archives: t 20 world cup

ଆମେରିକାଠାରୁ ଲଜ୍ଜାଜନକ ପରାଜୟ ପରେ ପାକିସ୍ତାନ ଉପରେ ଲାଗିଲା ବଲ୍ ଟାମ୍ପରିଂ ଅଭିଯୋଗ

ଟେକ୍ସାସ,୭।୬: ଚଳିତ ଟି-୨୦ ବିଶ୍ୱକପରେ ପାକିସ୍ତାନ ଆମେରିକା ଭଳି ନବାଗତ ଦଳଠାରୁ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ଏହାପରେ ପ୍ରଶଂସକମାନେ ଏବଂ ପୂର୍ବତନ ବରିଷ୍ଠ ଖେଳାଳିମାନେ ବାବର ଆଜମଙ୍କ ଦଳକୁ କଡ଼ା ସମାଲୋଚନ କରୁଛନ୍ତି। ତେବେ ଏତିକିରେ ପାକିସ୍ତାନ ପାଇଁ ସମସ୍ୟା…

ଟି ୨୦ ବିଶ୍ବକପ: ଉଦଘାଟନୀ ମ୍ୟାଚରେ ଆମେରିକାର ଐତିହାସିକ ବିଜୟୀ

ଟେକ୍ସସ,୨।୬: ଟି ୨୦ ବିଶ୍ବକପ ୨୦୨୪ଉଦଘାଟନୀ ମୁକାବିଲାରେ ଐତିହାସିକ ବିଜୟ ହାସଲ କରିଛି ସହ-ଆୟୋଜକ ଯୁକ୍ତରାଷ୍ଟ୍ର ଆମେରିକା। ପ୍ରଥମ ମ୍ୟାଚରେ ଆମେରିକା କାନାଡାକୁ ୭ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚରେ ଆମେରିକା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା,…

କାହିଁକି ଟି-୨୦ ବିଶ୍ୱକପ ଦଳରେ ରାହୁଲଙ୍କୁ ମିଳିଲାନି ସ୍ଥାନ, କାରଣ କହିଲେ ଅଜିତ ଅଗରକର

ମୁମ୍ବାଇ,୨ା୫: ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ ପାଇନଭର୍ଟ ୧୫ ଜଣିଆ ଦଳ ଘୋଷଣା କରିଛି। ଏଥିରେ ପ୍ରାରମ୍ଭିକ ବ୍ୟାଟର ତଥା ୱିକେଟ୍ କିପର କେଏଲ ରାହୁଲଙ୍କୁ ସ୍ଥାନ ମିଳିନାହିଁ। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଗୁରୁବାର…

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି ନ ମିଳିବାରୁ ଟି୨୦ ବିଶ୍ୱକପ ପାଇଁ ସେ ଚୟନ ହୋଇପାରନ୍ତି। ଯଦିଓ ଚେନ୍ନାଇ ସୁପର…

ଟି୨୦ ବିଶ୍ୱକପ୍‌ ପାଇଁ ମୁଁ ପ୍ରସ୍ତୁତ: କାର୍ତ୍ତିକ

କୋଲକାତା, ୨୧।୪: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଚମତ୍କାର ଫର୍ମରେ ଥିବା ଭେଟେରାନ ଉଇକେଟ କିପର ଦୀନେଶ କାର୍ତ୍ତିକ ପୁଣିଥରେ ବିଶ୍ୱକପ୍‌ରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବା ଆଶା ହରାଇ ନାହାନ୍ତି। ଆସନ୍ତା ମାସରେ ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ହେବାକୁଥିବା ଟି୨୦…

ଟି-୨୦ ବିଶ୍ୱକପ ପାଇଁ ଏହି ଦୁଇ ଭାରତୀୟ ବୋଲରଙ୍କ ମଧ୍ୟରେ କଡ଼ା ମୁକାବିଲା, କାହାକୁ ମିଳିବ ଦଳରେ ସ୍ଥାନ

ନୂଆଦିଲ୍ଲୀ,୧୩ା୪: ଗୋଟିଏ ପଟେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ ୨୦୨୪) ନିଜ ବେଗରେ ଅଗ୍ରଗତି କରୁଥିବାବେଳେ ଅନ୍ୟ ପଟେ କୋଟି କୋଟି ପ୍ରଶଂସକ ଏବଂ ବିଶେଷଜ୍ଞ ନିଜ ବିଶ୍ୱକପ୍ (ଟି -୨୦ ବିଶ୍ୱକପ୍) ଦଳ ଗଠନ କରିବାରେ ବ୍ୟସ୍ତ ଅଛନ୍ତି। ପ୍ରଶଂସକ…

ଅପରେଶନ ପରେ ଆଶାବାଡ଼ି ଧରି ଚାଲିଲେ ମହମ୍ମଦ ଶାମି, ପଡ଼ିଆକୁ ଫେରିବାକୁ ଜଣାଇଲେ ବ୍ୟଗ୍ରତା

ନୂଆଦିଲ୍ଲୀ,୭।୪: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ନିଜର ଆଘାତ ସମସ୍ୟା ବିଷୟରେ ଅପଡେଟ୍ ଶେୟାର କରିଛନ୍ତି। ତାଙ୍କର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଫଟୋ ପୋଷ୍ଟ କରିଛନ୍ତି ଯେଉଁଠାରେ ତାଙ୍କୁ ଆଶାବାଡି ସାହାଯ୍ୟରେ ଚାଲୁଥିବାର ଦେଖିବାକୁ ମିଳିଛି। ଗତ ନଭେମ୍ବର ୧୯…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?