Tag Archives: syria

ସିରିଆ: ଡାମାସ୍କସ୍ ଚର୍ଚ୍ଚରେ ବଡ଼ ଆତ୍ମଘାତୀ ଆକ୍ରମଣ… ୧୫ ଜଣଙ୍କ ମୃତ୍ୟୁ, ଅନେକ ଆହତ

ନୂଆଦିଲ୍ଲୀ, ୨୨।୬: ସିରିଆର ରାଜଧାନୀ ଡାମାସ୍କସ୍‌ର ଦ୍ୱେଇଲା ଅଞ୍ଚଳରେ ଥିବା ମାର ଏଲିଆସ୍ ଚର୍ଚ୍ଚରେ ରବିବାର ଏକ ଭୟଙ୍କର ଆତ୍ମଘାତୀ ଆକ୍ରମଣରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଡଜନେ ଆହତ ହୋଇଛନ୍ତି। ସିରିଆର ରାଷ୍ଟ୍ରୀୟ ଗଣମାଧ୍ୟମ...

ପୂର୍ବତନ ଆତଙ୍କବାଦୀଙ୍କ ସହ ହାତ ମିଳାଇଲେ ଟ୍ରମ୍ପ: ସାରା ବିଶ୍ୱରେ ଖେଳିଗଲା ହଇଚଇ

ଓ୍ବାଶିଂଟନ,୧୫।୫: ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଆମେରିକୀୟ ରାଷ୍ଟ୍ରପତି ଭାବେ ପୂର୍ବରୁ ଘୋଷିତ ଆତଙ୍କବାଦୀ ନେତାଙ୍କୁ ସାର୍ବଜନୀନ ଭାବରେ ଭେଟିଛନ୍ତି। ସେ ସିରିଆର ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଅହମଦ ଅଲ-ଶାରାଙ୍କୁ ଭେଟିଥିଲେ। ସେ ପୂର୍ବରୁ ଆବୁ ମହମ୍ମଦ ଅଲ-ଜୋଲାନି ଭାବରେ ଜଣାଶୁଣା ଥିଲା।...

ଅସାଦ୍‌ଙ୍କ ପରେ ସିରିଆ

ସିରିଆ ରାଷ୍ଟ୍ରପତି ବଶର ଅଲ୍‌-ଅସାଦ୍‌ଙ୍କ ଦ୍ରୁତ ପତନ ଏକ ନାଟକୀୟ ପରିବର୍ତ୍ତନକୁ ପ୍ରତିଫଳିତ କରିଛି। ଏହା ଗତବର୍ଷର ମଧ୍ୟପ୍ରାଚ୍ୟ ରଣନୀତିକ ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ବଦଳାଇଦେଇଛି। ୨୦୧୧ ମସିହାରେ ସିରିଆରେ ଗୃହଯୁଦ୍ଧ ଆରମ୍ଭ ହେବା ପରେ ଆମେରିକା ଓ ତୁର୍କୀର ସମର୍ଥିତ...

ସିରିଆରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ, ଅନେକ ମୃତ: ରିପୋର୍ଟ

ନୂଆଦିଲ୍ଲୀ, ୩।୬: ସୋମବାର ସିରିଆର ଆଲେପ୍ପୋ ସହର ପରିସରରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି ବୋଲି ସିରିଆର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି। ଗୋଟିଏ ସପ୍ତାହ ମଧ୍ୟରେ ଦେଶ ଉପରେ ଏହା ଦ୍ୱିତୀୟ ଆକ୍ରମଣ ହୋଇଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri