ଟ୍ରମ୍ପଙ୍କୁ ପୁଣି ଧମକ ଦେଲେ ମସ୍କ: କହିଲେ, ଏଥର ହଟାଇଦେବି ଓ୍ବାଶିଂଟନ୍,୧।୭: ବିଶ୍ୱର ସବୁଠାରୁ ଧନୀ ଶିଳ୍ପପତି ଏଲନ ମସ୍କ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବିବାଦ ଚାଲିଛି। ମସ୍କ ରାଷ୍ଟ୍ରପତି ଟ୍ରମ୍ପଙ୍କ ସୁଇପିଂ ବଜେଟ ବିଲ୍(Sweeping Budget Bill)କୁ ସମର୍ଥନ କରୁଥିବା ସାଂସଦମାନଙ୍କୁ ହଟାଇବା ପାଇଁ ପ୍ରତିଶ୍ରୁତି...