ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଗିରଫଦାରୀର କାରଣ ଲିଖିତ ଭାବେ ନ ଦେଲେ ବ୍ୟକ୍ତି ହେବେ ମୁକ୍ତ
ନୂଆଦିଲ୍ଲୀ,୬।୧୧: ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଗୁରୁବାର ସୁପ୍ରିମକୋର୍ଟ କହିଛନ୍ତି ଯେ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ଗିରଫଦାରୀର ଲିଖିତ କାରଣ ପ୍ରଦାନ କରିବା ବାଧ୍ୟତାମୂଳକ ନୁହେଁ। ତଥାପି, ଏହା ଯଥାଶୀଘ୍ର କରାଯିବା ଉଚିତ। ଯଦି ପୋଲିସ ଏପରି କରିବାରେ ବିଫଳ ହୁଏ,...
ଟ୍ରମ୍ପଙ୍କୁ ଝଟକା ବିଶ୍ୱକୁ ମିଳିବ ବଡ଼ ଆଶ୍ୱସ୍ତି? ଟାରିଫ ପଲିସିକୁ ନେଇ ପ୍ରଶ୍ନ ଉଠାଇଲେ ଆମେରିକା ସୁପ୍ରିମକୋର୍ଟ
ଓ୍ବାଶିଂଟନ,୬।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଘୋଷଣା ଯୋଗୁ ବିଶ୍ୱ ବାଣିଜ୍ୟରେ ସୃଷ୍ଟି ହୋଇଥିବା ଅସ୍ଥିରତା ମଧ୍ୟରେ, ଆମେରିକା ସୁପ୍ରିମକୋର୍ଟ ଗୁରୁବାର (ନଭେମ୍ବର ୬, ୨୦୨୫) ରେ ତାଙ୍କର ରାୟ ପ୍ରଦାନ କରିବେ ବୋଲି ଆଶା କରାଯାଉଛି। ବୁଧବାରର...
ଏସ୍ଆଇଆର୍ ବିରୋଧରେ ସୁପ୍ରିମକୋର୍ଟ ଯିବ ତାମିଲନାଡୁ
ଚେନ୍ନାଇ,୩ା୧୧: ତାମିଲନାଡୁରେ ୨୦୨୬ରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏହା ପରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) କରାଇବା ପାଇଁ ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କୁ ନିବେଦନ କରି ରବିବାର ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ଙ୍କ ନେତୃତ୍ୱରେ ସର୍ବଦଳୀୟ ବୈଠକରେ...
୫୦ଟଙ୍କା ଲାଞ୍ଚନେଇ ନିଲମ୍ବିତ ହୋଇଥିଲେ ଟିଟିଇ, ୩୭ ବର୍ଷ ପରେ ମାମଲାର ହେଲା ସମାଧାନ
ନୂଆଦିଲ୍ଲୀ,୨୯।୧୦: ଏକ ଐତିହାସିକ ରାୟରେ, ସୁପ୍ରିମକୋର୍ଟ ଜଣେ ରେଳବାଇ ଟିକେଟ ପରୀକ୍ଷକ (TTE)ଙ୍କୁ ଦୋଷମୁକ୍ତ କରିଛନ୍ତି ଯାହାଙ୍କ ଉପରେ ତିନି ଦଶନ୍ଧି ପୂର୍ବେ ୫୦ ଟଙ୍କା ଲାଞ୍ଚ ଗ୍ରହଣ କରିବାର ଅଭିଯୋଗ ଥିଲା। ଏହି ନିଷ୍ପତ୍ତି ପ୍ରମାଣ କରେ ଯେ...
ଡାକ୍ତରଙ୍କ କୋଭିଡ୍ କ୍ଷତିପୂରଣ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ବୟାନ: “ସମାଜ ଆମକୁ କ୍ଷମା କରିବ ନାହିଁ”
ନୂଆଦିଲ୍ଲୀ,୨୮।୧୦: କୋଭିଡ୍ରେ ମୃତ ଘରୋଇ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ବୀମା ଦାବି ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ରାୟ ସଂରକ୍ଷଣ କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ଡାକ୍ତରଙ୍କ ପାଇଁ ଠିଆ ନହେଲେ ସମାଜ ବିଚାରବିଭାଗକୁ କ୍ଷମା କରିବ ନାହିଁ। ଘରୋଇ ଡାକ୍ତରଙ୍କୁ ଲାଭ...
ରାହୁଲଙ୍କୁ ବଡ଼ ଆଶ୍ୱସ୍ତି, ସେନା ଉପରେ ଦେଇଥିବା ମନ୍ତବ୍ୟ ମାମଲାରେ ଲକ୍ଷ୍ନୌ କୋର୍ଟର ଶୁଣାଣି ଉପରେ ରହିତାଦେଶ ବୃଦ୍ଧି କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୪।୧୦: ସେନା ବିରୋଧରେ ଅପମାନଜନକ ମନ୍ତବ୍ୟ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଚାଲିଥିବା ଶୁଣାଣି ଉପରେ ସୁପ୍ରିମକୋର୍ଟ ନଭେମ୍ବର ୨୦ ପର୍ଯ୍ୟନ୍ତ ସ୍ଥଗିତାଦେଶ ବୃଦ୍ଧି କରିଛନ୍ତି। ଏହି ମାମଲା ୨୦୨୨ ମସିହାରେ କଂଗ୍ରେସ ଦଳର ଭାରତ ଯୋଡୋ...
ସରୋଗେସିକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, କହିଲେ ମାତାପିତା କିଏ ହେବେ ତାହା ସରକାର…
ନୂଆଦିଲ୍ଲୀ,୯।୧୦: ସୁପ୍ରିମକୋର୍ଟ ସରୋଗେସି (ରେଗୁଲେଶନ) ଆଇନ, ୨୦୨୧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ୨୫ଜାନୁଆରୀ, ୨୦୨୨ରେ ଆଇନ କାର୍ଯ୍ୟକାରୀ ହେବା ପୂର୍ବରୁ ସରୋଗେସି ଆରମ୍ଭ କରିଥିବା ଦମ୍ପତିଙ୍କ ପାଇଁ ବୟସ ସୀମା ପ୍ରଯୁଜ୍ୟ ହେବ...
ବିବାହର ଏକ ବର୍ଷ ମଧ୍ୟରେ ୫ କୋଟି କ୍ଷତିପୂରଣ ଦାବି: ମହିଳାଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଚେତାବନୀ
ନୂଆଦିଲ୍ଲୀ,୨୨।୯: ସୁପ୍ରିମକୋର୍ଟ ଗୁରୁବାର ଏକ ବିବାହ ବିଚ୍ଛେଦ ମାମଲାର ଶୁଣାଣି ସମୟରେ ଜଣେ ମହିଳାଙ୍କୁ କଡ଼ା ଚେତାବନୀ ଦେଇଛନ୍ତି, ଯିଏ ମାତ୍ର ଏକ ବର୍ଷର ବିବାହକୁ ଶେଷ କରିବା ପାଇଁ ୫ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି। ବିଚାରପତି...
ମାନହାନୀକୁ ଅପରାଧମୁକ୍ତ କରିବାର ସମୟ ଆସିଛି: ସୁପ୍ରିମକୋର୍ଟଙ୍କ ବଡ଼ ବୟାନ
ନୂଆଦିଲ୍ଲୀ,୨୨ା୯: ସୁପ୍ରିମକୋର୍ଟ ସୋମବାର ମାନହାନୀକୁ ଅପରାଧମୁକ୍ତ କରିବାର ସମୟ ଆସିଛି ବୋଲି ମନ୍ତବ୍ୟ ଦେଇଛନ୍ତି। ଏହା ୨୦୧୬ରେ ଦିଆଯାଇଥିବା ମାନହାନୀ ଆଇନର ସାମ୍ବିଧାନିକ ବୈଧତାକୁ ସମର୍ଥନ କରିଥିବା ରାୟରୁ ଏକ ପରିବର୍ତ୍ତନକୁ ସୂଚାଇଛି, ଯେଉଁଥିରେ ସମ୍ମାନର ଅଧିକାରକୁ ସମ୍ବିଧାନର ଅନୁଚ୍ଛେଦ...
ମାହାଙ୍ଗା ଡବଲ ମର୍ଡର ମାମଲା: ଜବାବ ଦାଖଲ ପାଇଁ ପୁଣି ସମୟ ନେଲେ ପ୍ରତାପ ଜେନା
ଭୁବନେଶ୍ୱର,୧୯ା୯: ସୁପ୍ରିମକୋର୍ଟରେ ପହଞ୍ଚିଛି ମାହାଙ୍ଗା ଡବଲ ମର୍ଡର ମାମଲା। ତେବେ ଜବାବ ଦାଖଲ ପାଇଁ ପୁଣି ସମୟ ନେଇଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା। ୪ ସପ୍ତାହରେ ଜବାବ ଦାଖଲ ପାଇଁ ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ ରହିଥିବାବେଳେ ଆଉ ୨...
ଅବୈଧ ଥିଲେ ବିହାର ଏସ୍ଆଇଆର୍କୁ ରଦ୍ଦ କରିଦେବୁ
ନୂଆଦିଲ୍ଲୀ,୧୬ା୯(ପି.ଟି.): ନିର୍ବାଚନ କମିଶନ (ଇସି) ସାମ୍ବିଧାନିକ କର୍ତ୍ତୃପକ୍ଷ ଭାବେ ଆଇନ ଅନୁଯାୟୀ ବିହାରରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ଚଳାଇଥିବା ନେଇ ଭରସା ରହିଥିବା ସୁପ୍ରିମକୋର୍ଟ ସୋମବାର କହିଛନ୍ତି। ତେବେ କୌଣସିି ପର୍ଯ୍ୟାୟରେ ଆଇନର ଉଲ୍ଲଂଘନ ହୋଇଥିଲେ, ସମ୍ପୂର୍ଣ୍ଣ...
“କେହି ହାତୀ ପାଳିବାକୁ ଚାହୁଁଛି ସେଥିରେ ଭୁଲ୍ କ’ଣ ?” ବନତାରା ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ରାୟ
ନୂଆଦିଲ୍ଲୀ,୧୫/୯: ଗୁଜରାଟର ଜାମନଗରସ୍ଥିତ ବନତାରା ବନ୍ୟଜନ୍ତୁ କେନ୍ଦ୍ର ମାମଲାରେ ସୁପ୍ରୀମ୍ କୋର୍ଟ କହିଛନ୍ତି, ଯଦି କେହି ନିୟମ ମାନି ହାତୀ ପାଳିବାକୁ ଚାହୁଁଛି, ସେଥିରେ କ’ଣ ଭୁଲ୍? ସୋମବାର (୧୫ ସେପ୍ଟେମ୍ବର ୨୦୨୫) ମାମଲାର ଶୁଣାଣି ସମୟରେ କୋର୍ଟ ଏହା...
Archives


