ସୁପ୍ରିମକୋର୍ଟରେ ପହଞ୍ଚିଲେ ଆର୍ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ, କହିଲେ ହାଇକୋର୍ଟ ଦେଇଥିବା…
ନୂଆଦିଲ୍ଲୀ/କୋଲକାତା,୪ା୯: କୋଲକାତାର ଆର୍ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ବୁଧବାର ସୁପ୍ରିମକୋର୍ଟରେ ପହଞ୍ଚି ଆବେଦନ କରିଛନ୍ତି। ଏହି ଆବେଦନରେ କୁହାଯାଇଛି ଯେ, ଦୁର୍ନୀତି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବା ପୂର୍ବରୁ କୋଲକାତା ହାଇକୋର୍ଟ ତାଙ୍କ ପକ୍ଷର…
ବୁଲ୍ଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, କହିଲେ ଆମେ…
ନୂଆଦିଲ୍ଲୀ,୨ା୯: ବୁଲଡୋଜର ମଡ଼ାଇବା ଉପରେ ବ୍ରେକ୍ ଲଗାଇବେ କି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ କହିଛନ୍ତି, ଆମେ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବୁ, ସମସ୍ତ ରାଜ୍ୟକୁ ଅନୁସରଣ କରିବାକୁ ପଡ଼ିବ। ଅପରାଧୀଙ୍କ ବିରୋଧରେ ବୁଲ୍ଡୋଜର କାର୍ଯ୍ୟାନୁଷ୍ଠାନ ମାମଲାରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ସେପ୍ଟେମ୍ବର ୧୭…
SC-ST କୋଟା କର୍ମଚାରୀ ଛାଡ଼ିବେ କି ଚାକିରି? ସୁପ୍ରିମକୋର୍ଟ ଦେଲେ ବଡ଼ ବୟାନ, କହିଲେ…
ନୂଆଦିଲ୍ଲୀ,୨୯ା୮: ଅନୁସୂଚିତ ଜାତି-ଅନୁସୂଚିତ ଜନଜାତି କୋଟା ଅଧୀନରେ ସରକାରୀ ଚାକିରି ଏବେ ବିପଦରେ ରହିଛି। ଏଭଳି ପରିସ୍ଥିତିରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ସେମାନଙ୍କୁ ଆଶ୍ୱସ୍ତି ଆଣି ଦେଇଛି। ଏହି ଲୋକମାନେ ଏସ୍ସି-ଏସ୍ଟି କୋଟା ଅଧୀନରେ କେନ୍ଦ୍ର ସରକାର ଏବଂ ପବ୍ଲିକ ସେକ୍ଟର ବ୍ୟାଙ୍କଗୁଡ଼ିକରେ…
‘କେଜରିୱାଲ୍ ମଦ ଦୁର୍ନୀତିର ମାଷ୍ଟରମାଇଣ୍ଡ୍’, ସୁପ୍ରିମ୍କୋର୍ଟରେ ସିବିଆଇର ଚାଞ୍ଚଲ୍ୟକର ତଥ୍ୟ
ନୂଆଦିଲ୍ଲୀ, ୨୩।୦୮: ବହୁ ଚର୍ଚ୍ଚିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସୁପ୍ରିମ୍କୋର୍ଟରେ ଚଞ୍ଚଲ୍ୟକର ତଥ୍ୟ ରଖିଛି ଜାତୀୟ ତଦନ୍ତକାରୀ ସଂସ୍ଥା ସିବିଆଇ । ସୁପ୍ରିମ୍କୋର୍ଟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ଙ୍କ ଜାମିନ୍ ଆବେଦନ ଶୁଣାଣି ବେଳେ ସିବିଆଇ ପକ୍ଷରୁ ଜବାବ ଦାଖଲ କରାଯାଇଛି…
କ’ଣ ଆମେ କାମ ଛାଡ଼ି ବାହାରେ ବସିବୁ? ଜାଣନ୍ତୁ କାହିଁକି ରାଗିକି ଏମିତି କହିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି
ନୂଆଦିଲ୍ଲୀ,୨୨ା୮: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ବଳାତ୍କାର ଓ ହତ୍ୟା ମାମଲାରେ ସାରା ଦେଶ ଚକିତ ହୋଇଯାଇଛି। ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ନେତୃତ୍ୱରେ ଏକ ବେଞ୍ଚ ଶୁଣାଣି କରୁଛି। ଏହି ସମୟ ମଧ୍ୟରେ କୋର୍ଟ ଡାକ୍ତରମାନଙ୍କୁ କାମକୁ ଫେରିବାକୁ ନିବେଦନ କରିଛନ୍ତି ଏବଂ…
ପଶ୍ଚିମବଙ୍ଗ ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ, କହିଲେ ଯଦି ମୃତ୍ୟୁ ସ୍ବାଭାବିକ ଥିଲା ତେବେ…
ନୂଆଦିଲ୍ଲୀ,୨୨ା୮: କୋଲକାତା ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାକୁ ନେଇ ଗୁରୁବାର ପୁଣି ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ। ବିଶେଷକରି ପଶ୍ଚିମବଙ୍ଗ ପୋଲିସର ତଦନ୍ତକୁ ନେଇ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି। ପୋଷ୍ଟମର୍ଟମ ପରେ ମାମଲା ରୁଜୁକୁ ନେଇ କୋର୍ଟ ଉଦ୍ବେଗ…
ଭାରତ ବନ୍ଦରେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ, ଅଟକିଲା ଏକ୍ସପ୍ରେସ୍
ନୂଆଦିଲ୍ଲୀ, ୨୧।୦୮: ସଂରକ୍ଷିତ ଜାତି ଏବଂ ଜନଜାତି ଆରକ୍ଷଣରେ କ୍ରିମି ଲେୟାର ଲାଗୁ କରିବା ନେଇ ସୁପ୍ରିମ୍କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଦଳିତ ଏବଂ ଆଦିବାସୀ ସଂଗଠନ ଭାରତ ବନ୍ଦ ପାଳନ କରୁଛି । ଆରକ୍ଷଣ ବଞ୍ଚାଅ ସଂଘର୍ଷ ସମିତି ଆଜି ଭାରତ…
କୋଲକାତା ବଳାତ୍କାର-ହତ୍ୟା ମାମଲା; ନିଜ ଆଡୁ ହସ୍ତକ୍ଷେପ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୮।୮: ପଶ୍ଚିମବଙ୍ଗର ଆର.ଜି କର ମେଡିକାଲ କଲେଜରେ ଘଟିଥିବା ବଳାତ୍କାର ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶ ମାହୋଲ ସୃଷ୍ଟି ହୋଇଛି। ଏହାରି ମଧ୍ୟରେ ସୁପ୍ରିମକୋର୍ଟ ବର୍ତ୍ତମାନ ନିଜ ଆଡୁ ଏହି ମାମଲାର ସଜ୍ଞାନ ନେଇଛନ୍ତି। ମଙ୍ଗଳବାର ସୁପ୍ରିମକୋର୍ଟରେ ଏହି ମାମଲାର…
ଦାରା ସିଂଙ୍କୁ ଆଜୀବନ ମୁକ୍ତି ପାଇଁ ଆବେଦନ : ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ନୂଆଦିଲ୍ଲୀ/ଭୁବନେଶ୍ୱର,୧୭ା୮: ବହୁ ଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ୍ ପଠାଇଛନ୍ତି। ଜେଲ୍ରୁ ମୁକ୍ତି ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ଏହି ମାମଲାର ଅଭିଯୁକ୍ତ ଦାରା ସିଂ ଓରଫ୍ ରବୀନ୍ଦ୍ର କୁମାର ପାଲ୍। ଏହାକୁ ଗ୍ରହଣ କରିବା…
ମନୀଷ ସିସୋଡିଆଙ୍କୁ ବଡ଼ ଆଶ୍ବସ୍ତି, ୧୭ ମାସ ପରେ ମିଳିଲା ଜାମିନ
ନୂଆଦିଲ୍ଲୀ,୯ା୮: ଆମ୍ ଆଦମୀ ପାର୍ଟି(ଏଏପି) ନେତା ମନୀଷ ସିସୋଡିଆଙ୍କୁ ଦୀର୍ଘ ଦିନ ପରେ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ୧୭ ମାସ ଜେଲରେ ରହିବା ପରେ ଜାମିନ ମିଳିଛି। ଏହି ମାମଲାରେ…
ଦିଲ୍ଲୀ ସରକାରଙ୍କୁ ବଡ଼ ଝଟ୍କା, ସୁପ୍ରିମକୋର୍ଟ ଶୁଣାଇଲେ ଏହି ବଡ଼ ରାୟ
ନୂଆଦିଲ୍ଲୀ,୫ା୮: ସୁପ୍ରିମକୋର୍ଟ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ନର (ଏଲଜି)ଙ୍କ ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେଶନ (ଏମ୍ସିଡି)ରେ ୧୦ ଜଣ ‘ଆଲର୍ଡମ୍ୟାନ’ ବା ମନୋନୀତ କାଉନସିଲରଙ୍କୁ ମନୋନୀତ କରିବା ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଏମ୍ସିଡିରେ କାଉନସିଲରଙ୍କୁ ମନୋନୀତ କରିବାର ଅଧିକାର…
ଇଲେକ୍ଟୋରାଲ ବଣ୍ଡ୍ ଘୋଟାଲାରେ ଏସ୍ଆଇଟି ଯାଞ୍ଚର କୌଣସି ଆବଶ୍ୟକତା ନାହିଁ: ସୁପ୍ରିମକୋର୍ଟ୍
ନୂଆଦିଲ୍ଲୀ,୨ା୮: ଶୁକ୍ରବାର ସୁପ୍ରିମକୋର୍ଟ ଇଲେକ୍ଟୋରାଲ ବଣ୍ଡ୍ ମାଧ୍ୟମରେ କର୍ପୋରେଟ କମ୍ପାନୀଗୁଡ଼ିକରୁ ରାଜନୈତିକ ଦଳଗୁଡ଼ିକ ଗ୍ରହଣ କରିଥିବା ଚାନ୍ଦା ଉପରେ ‘ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ’ (ଏସ୍ଆଇଟି) ଅନୁସନ୍ଧାନ ପାଇଁ ଏକ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ବର୍ତ୍ତମାନ ଏହି ଅଭିଯୋଗ…
Archives


