ମହିଳା ଏସ୍ଆଇ ପ୍ରଭାସିନୀଙ୍କ ମୃତ୍ୟୁରେ ସ୍ତବ୍ଧ ପୁରୁଷୋତ୍ତମପୁର, ନିରପେକ୍ଷ ତଦନ୍ତ ଦାବିରେ କ୍ୟାଣ୍ଡେଲ ଶୋଭାଯାତ୍ରା
ପୁରୁଷୋତ୍ତମପୁର,୨୨।୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ମହିଳା ସବ୍ଇନ୍ସପେକ୍ଟର ପ୍ରଭାସିନୀ ସାହୁଙ୍କ ଝୁଲନ୍ତା ମୃତଦେହ ଥାନା ପରିଷର କ୍ବାଟରୁ ମିଳିବା ଘଟଣା ଚର୍ଚ୍ଚାର ବିଷୟ ସାଜିଛି । କେଉଁ କାରଣ ପାଇଁ ଏଭଳି ଚରମ ନିଷ୍ପତ୍ତି ନେଲେ ତାହା ବର୍ତ୍ତମାନ…

