Video: କ୍ୟାମେରାରେ ରେକର୍ଡ ହେଲା ଭୟଙ୍କର ଦୃଶ୍ୟ, ବ୍ୟକ୍ତିଙ୍କୁ ଉଠାଇ ପକାଇ ମାରିଲା ଷଣ୍ଢ ନୂଆଦିଲ୍ଲୀ,୫।୬: ଦିଲ୍ଲୀର ଚତରପୁର ଅଞ୍ଚଳରେ ରାସ୍ତା କଡ଼ରେ ଠିଆ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଏକ ଭବଘୁରେ ଷଣ୍ଢ ଆକ୍ରମଣ କରିବାର ଭୟଙ୍କର ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି। ଏକ୍ସ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ଦେଖାଯାଇଛି...