ମଦ୍ୟପାନ ନିଷେଧ ରାଜ୍ୟ ନାଗାଲାଣ୍ଡରେ ହଇଚଇ: ବିଷାକ୍ତ ମଦ ପିଇ ୧୯ ଜଣଙ୍କ ମୃତ୍ୟୁ
କୋହିମା,୨୬।୯: ମଦ ନିଷେଧାଦେଶ ଲାଗୁ ଥିବା ରାଜ୍ୟ ନାଗାଲାଣ୍ଡରେ ମଦ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ରାଜ୍ୟର ମୋକୋକଚୁଙ୍ଗ (Mokokchung) ଏବଂ ଟୁଏନସାଙ୍ଗ (Tuensang) ଜିଲାରେ ଭେଜାଲ ମଦ ପିଇବା ଫଳରେ ଅତିକମରେ ୧୯ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ…
ଭୁବନେଶ୍ୱରରେ ‘ଅପମିଶ୍ରିତ ମଦ’ ସେବନ ପରେ ଦୁଇଜଣଙ୍କର ମୃତ୍ୟୁ
ଭୁବନେଶ୍ୱର,୧୭।୬: ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଞ୍ଚଳରେ ନକଲି ମଦ ସେବନ କରିଥିବା ଅଭିଯୋଗରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି, ଯାହା ପରେ ଆବକାରୀ ବିଭାଗ ଏକ ତଦନ୍ତ ଆରମ୍ଭ କରିଛି। ମୃତ ବ୍ୟକ୍ତିଦ୍ୱୟଙ୍କୁ ବିଶ୍ୱଜିତ ବେଉରା ଓ ସନ୍ତୋଷ ନାୟକ ବୋଲି ଚିହ୍ନଟ କରାଯାଇଛି।…

