Tag Archives: Sports News

IND vs SA ଦ୍ୱିତୀୟ ODI ପୂର୍ବରୁ କ୍ରିକେଟ ଜଗତରୁ ଆସିଲା ଦୁଃଖଦ ଖବର : ଅଚାନକ ପୂର୍ବତନ କ୍ରିକେଟରଙ୍କ …

ନୂଆଦିଲ୍ଲୀ,୩।୧୨: ବୁଧବାର ରାୟପୁରରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ମଙ୍ଗଳବାର କ୍ରିକେଟ ଜଗତରୁ ଏକ ଦୁଃଖଦ ଖବର ଆସିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ରବିନ ସ୍ମିଥଙ୍କ ୬୨ ବର୍ଷ…

କୋହଲିଙ୍କ ଶତକ ପରେ ଡ୍ରେସିଂ ରୁମରେ ଗମ୍ଭୀର କଲେ ଏମିତି, ଭାଇରାଲ ହେଲା…

ନୂଆଦିଲ୍ଲୀ,୨।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଏକଦିବସୀୟ ମ୍ୟାଚରେ ବିରାଟ କୋହଲିଙ୍କ ଇନିଂସ କେବଳ ଟିମ ଇଣ୍ଡିଆକୁ ବିଜୟୀ କରାଇ ନଥିଲା ବରଂ କ୍ରିକେଟ ପ୍ରଶଂସକଙ୍କ ହୃଦୟ ମଧ୍ୟ ଜିତିଥିଲା। ରାଞ୍ଚିରେ ଏକ ଦମଦାର ୧୩୫ ରନ କରି…

ପୂର୍ବତନ ଭାରତୀୟ କିମ୍ବଦନ୍ତୀଙ୍କ ବଡ଼ ବୟାନ: ରୋହିତ- ବିରାଟଙ୍କ ବିନା ୨୦୨୭ ବିଶ୍ୱକପ…

ନୂଆଦିଲ୍ଲୀ,୧।୧୨: ପୂର୍ବତନ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଭବିଷ୍ୟତକୁ ନେଇ କିଛି ସମୟ ଧରି ବିତର୍କ ଚାଲିଛି। ଚାମ୍ପିଅନ୍ସ ଟ୍ରଫି ପରେ ଅଷ୍ଟ୍ରେଲିଆରେ ଉଭୟ ଅଭିଜ୍ଞ ଖେଳାଳି ଏକଦିବସୀୟ ସିରିଜରେ ଖେଳି ଦୃଢ଼ ପ୍ରଦର୍ଶନ କରିଥିଲେ। ରୋହିତ ତୃତୀୟ…

ପଡିଆରେ ଯଶସ୍ବୀଙ୍କର ମଜାକ ଉଡାଇଲେ ବିରାଟ କୋହଲି, ଆଉ ତା’ପରେ…

ନୂଆଦିଲ୍ଲୀ,୧।୧୨: ରାଞ୍ଚିରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଅନେକ ସ୍ମରଣୀୟ ମୁହୂର୍ତ୍ତ ପ୍ରଦାନ କରିଥିଲା। ଏହି ସମୟରେ ଚର୍ଚ୍ଚାରେ ଥିଲେ ବିରାଟ କୋହଲି। ୧୩୫ ରନର ଏକ ଧମାକାଦାର ଇନିଂସ ପରେ ମଧ୍ୟ କୋହଲିଙ୍କ ଶକ୍ତି…

୨୦୨୭ ODI ବିଶ୍ୱକପରୁ ବାଦ୍‌ ପଡ଼ିବେ ରୋହିତ-ବିରାଟ! ଭାରତୀୟ ପ୍ରଶିକ୍ଷକ ଏମିତି ବୟାନ ପରେ…

ନୂଆଦିଲ୍ଲୀ,୨୯।୧୧: ଭାରତୀୟ କ୍ରିକେଟ ଦଳର ବୋଲିଂ ପ୍ରଶିକ୍ଷକ ମୋର୍ନେ ମୋର୍କେଲ ବିଶ୍ୱାସ କରନ୍ତି ଯେ ରୋହିତ ଶର୍ମା ଏବଂ ବିରାଟ କୋହଲି ୨୦୨୭ ODI ବିଶ୍ୱକପରେ ଖେଳିବା ପାଇଁ ସମ୍ପୂର୍ଣ୍ଣ ସକ୍ଷମ। ମୋର୍କେଲଙ୍କ ଏହି ବୟାନ ନଭେମ୍ବର ୩୦ ତାରିଖରେ ହେବାକୁ…

ଦକ୍ଷିଣ ଆଫ୍ରିକାଠାରୁ ସିରିଜ ହାରିବା ପରେ ଗୌତମ ଗମ୍ଭୀର କଲେ ଖବରଦାତା ସମ୍ମିଳନୀ, କହିଲେ ମୋ ଭବିଷ୍ୟତ ଉପରେ…

ନୂଆଦିଲ୍ଲୀ,୨୬।୧୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପରାଜୟ ପରେ, ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଯେଉଁଥିରେ ତାଙ୍କୁ ପଚରାଯାଇଛି ଯେ ସେ ଟେଷ୍ଟ କ୍ରିକେଟ ମୁଖ୍ୟ ପ୍ରଶିକ୍ଷକ ପଦବୀ ପାଇଁ…

ଭାରତର ଲଜ୍ଜାଜନକ ପରାଜୟ: ୨-୦ରେ ସିରିଜ ପୋଛି ନେଲା ଦକ୍ଷିଣ ଆଫ୍ରିକା

ଗୌହାଟି,୨୬।୧୧: ଗୌହାଟିରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଭାରତକୁ ୪୦୮ ରନର ବିଶାଳ ବ୍ୟବଧାନରେ ପରାସ୍ତ କରିଛି। ୫୪୯ ରନର ଟାର୍ଗେଟକୁ ପିଛା କରି ଭାରତର ଦ୍ୱିତୀୟ ଇନିଂସ ୧୪୦ ରନରେ ଶେଷ ହୋଇଛି। ଏହି ଟେଷ୍ଟରେ ଭାରତର ବ୍ୟାଟସମ୍ୟାନମାନେ…

ହଠାତ୍‌ ବଦଳିଲା ପୃଥ୍ବୀ ଶ’ଙ୍କ ଭାଗ୍ୟ: ମିଳିଲା ବଡ଼ ଦାୟିତ୍ୱ, ଋତୁରାଜଙ୍କ ସ୍ଥାନରେ…

ନୂଆଦିଲ୍ଲୀ,୨୪।୧୧: ଭାରତୀୟ କ୍ରିକେଟର ସବୁଠାରୁ ପ୍ରତିଭାଶାଳୀ ଖେଳାଳିଙ୍କ ମଧ୍ୟରୁ ଜଣେ ପୃଥ୍ବୀ ଶ’ ଦୀର୍ଘ ସମୟ ଧରି ଅନ୍ତର୍ଜାତୀୟ କ୍ରିକେଟରୁ ଦୂରରେ ଅଛନ୍ତି। ଗତ ବର୍ଷ IPL ୨୦୨୫ ନିଲାମରେ କୌଣସି ଦଳ ତାଙ୍କୁ କିଣି ନଥିଲେ, ତେଣୁ ଏହି ସୀମା…

IPL ୨୦୨୬ ନିଲାମ ପୂର୍ବରୁ ପଞ୍ଜାବ ପାଇଁ ଆସିଲା ଖରାପ ଖବର: ଶ୍ରେୟସ ଆୟର…

ନୂଆଦିଲ୍ଲୀ,୨୨।୧୧: ଶ୍ରେୟସ ଆୟର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ ଖେଳିବେ ନାହିଁ ଏବଂ ଉପ-ଅଧିନାୟକ ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ ଖେଳିବେ ନାହିଁ। ଟିମ ଇଣ୍ଡିଆ ସହିତ, ପଞ୍ଜାବ କିଙ୍ଗସର ମଧ୍ୟ ଟେନସନ ବଢିଯାଇଛି। ସେ IPL ୨୦୨୬ର…

ଭାରତ ବନାମ ଦକ୍ଷିଣ ଆଫ୍ରିକା: ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା…

ନୂଆଦିଲ୍ଲୀ,୨୨।୧୧: ଭାରତ ବନାମ ଦକ୍ଷିଣ ଆଫ୍ରିକା ସିରିଜର ଦ୍ୱିତୀୟ ଟେଷ୍ଟ ଗୌହାଟିର ବରସାପାରା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ଆଜି ଟେଷ୍ଟର ପ୍ରଥମ ଦିନ। ଏହି ଟେଷ୍ଟରେ ମଧ୍ୟ ଭାରତର ଟସ୍‌ ହାରିବା ଧାରା ଜାରି ରହିଛି। ଦକ୍ଷିଣ ଆଫ୍ରିକା ଟସ୍‌ ଜିତି…

ବାଦ୍‌ ପଡିଲେ ଶୁବମନ ଗିଲ, ଏହି ଖେଳାଳି ହେବେ ଅଧିନାୟକ: ସ୍ପଷ୍ଟ କଲା ବିସିସିଆଇ

ନୂଆଦିଲ୍ଲୀ,୨୧।୧୧: ଶୁବମନ ଗିଲଙ୍କୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟରୁ ଆନୁଷ୍ଠାନିକ ଭାବରେ ବାଦ୍‌ ଦିଆଯାଇଛି। ସେ କୋଲକାତାରେ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ବେକରେ ଆଘାତ ଲାଗି ପଡ଼ିଆ ଛାଡିଥିଲେ। ତାଙ୍କର ଯନ୍ତ୍ରଣା ଏତେ ତୀବ୍ର ଥିଲା…

ଶୁବମନ ଗିଲଙ୍କୁ ନେଇ ରାତାରାତି ହୋଇଗଲା ବଡ଼ ନିଷ୍ପତ୍ତି: ଟିମ୍‌ ମ୍ୟାନେଜମେଣ୍ଟ ନେଲା…

ନୂଆଦିଲ୍ଲୀ,୨୧।୧୧: ଭାରତୀୟ ଅଧିନାୟକ ଶୁବମନ ଗିଲଙ୍କୁ ଟେଷ୍ଟ ଦଳରୁ ମୁକ୍ତ କରାଯାଇଛି। ସେ ଗୌହାଟିରୁ ମୁମ୍ବାଇ ମଧ୍ୟ ପହଞ୍ଚିଛନ୍ତି, ଯେଉଁଠାରେ ସେ ଦୁଇ କିମ୍ବା ତିନି ଦିନ ମଧ୍ୟରେ ଡାକ୍ତର ଦିନଶା ପାରଦିୱାଲାଙ୍କୁ ଭେଟିବେ ବୋଲି ଆଶା କରାଯାଉଛି। କୋଲକାତାରେ ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?