ଆଇପିଏଲ୍ ପାଇଁ ଦଳରୁ ଅଲଗା ହେବେ ଏହି ଭେଟେରାନ୍
ନୂଆଦିଲ୍ଲୀ,୧୩।୧୧: ଭାରତୀୟ କ୍ରିକେଟ ଟିମ୍ ଏବେ ଅଷ୍ଟ୍ରେଲିଆ ଗସ୍ତରେ ଅଛି। ଉଭୟ ଟିମ୍ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ଏହି ସିରିଜର ପ୍ରଥମ ମୁକାବିଲା ନଭେମ୍ବର ୨୨ରେ ଖେଳାଯିବ। ଏହି ସମୟରେ ଆଇପିଏଲ ୨୦୨୫ ମେଗା ଅକ୍ସନର…
‘ଧୋନୀ-ବିରାଟ-ରୋହିତ ଦୋଷୀ, ମୋ’ ପୁଅର ୧୦ ବର୍ଷ ବରବାଦ କରିଦେଲେ’
ନୂଆଦିଲ୍ଲୀ,୧୩।୧୧: ବାପାଙ୍କ ବୟାନକୁ ନେଇ ବିବାଦରେ ଭାରତୀୟ ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ। ଲଗାତାର ଟି୨୦ରେ ଭଲ ପ୍ରଦର୍ଶନକୁ ନେଇ ସେ ଚର୍ଚ୍ଚାରେ ରହୁଛନ୍ତି। ହେଲେ ଏବେ ସଞ୍ଜୁଙ୍କ ବାପା ଧୋନୀ, ବିରାଟ ଏବଂ ରୋହିତ ଶର୍ମା ତାଙ୍କ ୧୦ ବର୍ଷ ଖରାପ…
ଧୋନୀଙ୍କ ହୃଦୟ ଜିତିଲେ ୧୭ ବର୍ଷୀୟ କ୍ରିକେଟର; ଅକ୍ସନ ପୂର୍ବରୁ CSK ପାଇଁ ଟ୍ରାଏଲ ଦେଇ ଚର୍ଚ୍ଚାରେ…
ନୂଆଦିଲ୍ଲୀ,୧୩।୧୧: ଚଳିତ ବର୍ଷ ଘରୋଇ କ୍ରିକେଟରେ ଜବରଦସ୍ତ ପ୍ରଦର୍ଶନ କରି ଚର୍ଚ୍ଚାରେ ୧୭ ବର୍ଷୀୟ ଆୟୁଷ ମାହାତ୍ରେ। ରଣଜୀରେ ସେ ନିଜର ଦମ୍ ଦେଖାଇ ରେକର୍ଡ କରିଥିଲେ। ଏହି କାରଣରୁ ଏବେ ତାଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଟ୍ରାଏଲ୍ ନିମନ୍ତେ…
ପଛରେ ପଡ଼ିଲେ କୋହଲି, ଟପିଗଲେ ମୋଦି
ନୂଆଦିଲ୍ଲୀ,୧୨।୧୧: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ପଛରେ ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲୋକପ୍ରିୟତା ମାମଲାରେ ଅନ୍ତର୍ଜାତୀୟସ୍ତରରେ ଉଭୟଙ୍କ ଦବ୍ଦବା ବାରି ହୋଇଯାଏ। ଏମିତିରେ ଏସିଆ ମହାଦେଶରେ ସବୁଠାରୁ ଅଧିକ ସର୍ଚ୍ଚ କରିଥିବା ବ୍ୟକ୍ତିତ୍ୱଙ୍କ ତାଲିକାରେ ମୋଦି କୋହଲିଙ୍କଠାରୁ ଆଗକୁ ଯାଇଛନ୍ତି।…
ପର୍ଥରେ ମାଟି କାମୁଡିଲା ଅଷ୍ଟ୍ରେଲିଆ, ୨୨ ବର୍ଷ ପରେ ଇତିହାସ ରଚିଲା ପାକିସ୍ତାନ
ପର୍ଥ,୧୦।୧୧: ୨୨ ବର୍ଷ ପରେ ଇତିହାସ ରଚିଲା ପାକିସ୍ତାନ। ପର୍ଥରେ ଖେଳାଯାଉଥିବା ଅନ୍ତିମ ଦିନିକିଆରେ ଦଳ ଅଷ୍ଟ୍ରେଲିଆକୁ ୮ ଉଇକେଟରେ ପରାସ୍ତ କରିଛି। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୧୪୧ ରନ୍ ସ୍କୋର କରିଥିଲା। ଏହାକୁ ମହମ୍ମଦ ରିଜଓ୍ବାନ ୨୬.୫ ଓଭରରେ…
ଚର୍ଚ୍ଚାରେ ରୋହିତଙ୍କ ପତ୍ନୀ ରିତିକାଙ୍କ କମେଣ୍ଟ; ଫିଞ୍ଚଙ୍କୁ ଏ କ’ଣ କହିଲେ…
ନୂଆଦିଲ୍ଲୀ,୯।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ସିରିଜରେ ପରାଜିତ ହେବା ପରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତରେ ଯିବ। ଏଠାରେ ଦଳ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଏହି ସିରିଜର ପ୍ରଥମ ମ୍ୟାଚ୍ ଅଧିନାୟକ ରୋହିତ ଶର୍ମା ଖେଳିବେ କି…
ଜନ୍ମଦିନରେ ପୃଥ୍ବୀ ଶ’ଙ୍କୁ ବଡ଼ ଉପହାର, ଶେଷରେ ଦଳକୁ ଫେରିଲେ…
ନୂଆଦିଲ୍ଲୀ,୯।୧୧: ଜାତୀୟ ଦଳ ପରେ ରଣଜୀ ଟ୍ରଫିରେ ଖରାପ ପ୍ରଦର୍ଶନକୁ ନେଇ ଡ୍ରପ୍ ହୋଇ ଚର୍ଚ୍ଚାକୁ ଆସିଥିଲେ କ୍ରିକେଟର ପୃଥ୍ବୀ ଶ’। ହେଲେ ଏବେ ତାଙ୍କ ଭାଗ୍ୟ ଫିଟିଛି। ଆଗାମୀ ଟୁର୍ନାମେଣ୍ଟ ଲାଗି ମୁମ୍ବାଇ କ୍ରିକେଟ ଆସୋସିଏଶନ ଏହାର ସମ୍ଭାବ୍ୟ ଖେଳାଳି…
ସନ୍ନ୍ୟାସ ନେବେ ଦିନିକିଆର ନମ୍ବର ୧ ଅଲରାଉଣ୍ଡର, ଚମକାଇଲା ନିଷ୍ପତ୍ତି
ନୂଆଦିଲ୍ଲୀ,୮।୧୧: ଆସନ୍ତା ବର୍ଷ ପାକିସ୍ତାନ ଦ୍ୱାରା ଆୟୋଜିତ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପରେ ଭେଟେରାନ ଆଫଗାନିସ୍ତାନ କ୍ରିକେଟର ମହମ୍ମଦ ନବୀ ଦିନିକିଆ କ୍ରିକେଟରୁ ଅବସର ନେବେ। ନବୀ ବର୍ତ୍ତମାନ ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ ନମ୍ବର ୧ ଅଲରାଉଣ୍ଡର। ସେ ୨୦୦୯ରେ…
ଆର୍ସିବିରୁ ରିଲିଜ ହେବା ସତ୍ତ୍ୱେ ଖପ୍ପା ନୁହନ୍ତି ମ୍ୟାକ୍ସଓ୍ବେଲ, କହିଲେ ମନକଥା
ନୂଆଦିଲ୍ଲୀ,୭।୧୧: ଅଷ୍ଟ୍ରେଲିଆ ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସଓ୍ବେଲ ଙ୍କୁ ଚଳିତ ମାସରେ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୫ର ମେଗା ନିଲାମୀ ପୂର୍ବରୁ ରିଲିଜ କରିଦିଆଯାଇଛି। ଆର୍ସିବି କେବଳ ବିରାଟ କୋହଲି, ଯଶ ଦୟାଲ ଏବଂ ରଜତ ପାଟିଦାରଙ୍କୁ ରିଟେନ୍ କରିଛି।…
‘ଅଷ୍ଟ୍ରେଲିଆରେ ବି ଫେଲ୍ ମାରିବେ ରୋହିତ-ବିରାଟ’
ନୂଆଦିଲ୍ଲୀ,୬।୧୧: ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମୟ ଠିକ୍ ଚାଲିନାହିଁ। ବାଲାଂଦେଶ ବିପକ୍ଷରେ ଉଭୟ ରନ୍ କରିବାରେ ବିଫଳ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ସମାନ ଘଟିଥିଲା। ଫଳସ୍ବରୂପ ଏବେ ଦୁହେଁ ପ୍ରଶ୍ନ ଘେରରେ ଅଛନ୍ତି।…
କୋହଲିଙ୍କ ଜନ୍ମଦିନରେ ବାବର ଆଜମ କଲେ ଏଭଳି କାମ, ପାକିସ୍ତାନ ପ୍ରଶଂସକ କରୁଛନ୍ତି ସଲାମ..
ନୂଆଦିଲ୍ଲୀ,୫।୧୧: ଭାରତୀୟ କ୍ରିକେଟର ବିରାଟ କୋହଲି ମଙ୍ଗଳବାର ଅର୍ଥାତ ନଭେମ୍ବର ୫ରେ ନିଜର ୩୬ତମ ଜନ୍ମଦିନ ପାଳନ କରୁଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜୟ ସହ ନିଜର ଖରାପ ପ୍ରଦର୍ଶନକୁ ନେଇ ଜନ୍ମଦିନର ଉତ୍ସାହ ଫିକା ପଡ଼ିଯାଇଛି। ଏହାସତ୍ତ୍ୱେ କୋହଲି ପ୍ରଶଂସକ ନିଜର…
ଈଶାନ କିଶନଙ୍କୁ ଅଷ୍ଟ୍ରେଲିଆରେ ମିଳିପାରେ ଦଣ୍ଡ, ବିଦ୍ରୋହ କରି ଫସିଲେ
କାନ୍ବେରା,୩।୧୧: ବର୍ତ୍ତମାନ ଈଶାନ କିଶନ ଇଣ୍ଡିଆ ଏ ଟିମ୍ ସହ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି। ଅଷ୍ଟ୍ରେଲିଆ ଏ ବିପକ୍ଷରେ ମୁକାବିଲା ଖେଳାଯାଉଥିବା ବେଳେ ସେ ଏକ ବିବାଦରେ ଫସିଛନ୍ତି । ଏଥିଲାଗିି ତାଙ୍କୁ ଦଣ୍ଡ ମଧ୍ୟ ମିଳିପାରେ। ଏମିତିରେ ଆପଣ ଭାବୁଥିବେ…
Archives


