Tag Archives: sports

ଶତକ ମାରିବା ପରେ ବ୍ୟାଟ୍‌ ଉଠାଇ ସିଟି ମାରିଲେ କେ ଏଲ୍‌ ରାହୁଲ? ସେଲିବ୍ରେଶନ ପଛର କାରଣ ଜାଣିଲେ… 

ନୂଆଦିଲ୍ଲୀ,୧୪।୧: ଯେତେବେଳେ ଟିମ ଇଣ୍ଡିଆ ବ୍ୟାକଫୁଟ୍‌ରେ ଥାଏ ଅର୍ଥାତ ରୋହିତ ଶର୍ମା, ଶୁଭମନ ଗିଲ, ବିରାଟ କୋହଲି ଓ ଶ୍ରେୟସ ଅୟରଙ୍କ ଭଳି ବଡ଼ ବଡ଼ ବ୍ୟାଟ୍ସମ୍ୟାନ ନିରାଶ କରନ୍ତି, ସେହି ସମୟରେ ଏକମାତ୍ର ଖେଳାଳି ଯିଏକି ବାରମ୍ବାର କମାଲ କରି…

ଫରେଷ୍ଟ ସ୍ପୋର୍ଟସ୍‌ ମିଟ୍‌: ସ୍ବର୍ଣ୍ଣପଦକ ଜିତିଲେ ଡିଏଫ୍‌ଓ

ଭଞ୍ଜନଗର,୧୬ା୧୦(ବାବୁଲା ପ୍ରଧାନ): ଭୁବନେଶ୍ୱର କିଟ୍‌ ବିଶ୍ୱବିଦ୍ୟାଳୟ ଖେଳପଡ଼ିଆରେ ୧୧ ଓ ୧୨ ତାରିଖ ଦୁଇଦିନ ଧରି ରାଜ୍ୟସ୍ତରୀୟ ଫରେଷ୍ଟ ସ୍ପୋର୍ଟସ୍‌ ମିଟ୍‌ ୨୦୨୫ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ବିଭିନ୍ନ ବନଖଣ୍ଡରୁ ଆସିଥିବା ଶତାଧିକ ବନରକ୍ଷୀ, ବନପାଳ, ଡେପୁଟି ରେଞ୍ଜର, ରେଞ୍ଜର,…

CSKରୁ ବିଦା, MIରେ ଏଣ୍ଟ୍ରି? ଆଇପିଏଲ୍‌ ପୂର୍ବରୁ ମହେନ୍ଦ୍ର ସିଂ ଧୋନୀଙ୍କ ଫଟୋକୁ ନେଇ…

ନୂଆଦିଲ୍ଲୀ,୭।୧୦: କ୍ରିକେଟ ଜଗତର ସବୁଠାରୁ ଲୋକପ୍ରିୟ ଖେଳାଳିମାନଙ୍କ ମଧ୍ୟରୁ ଜଣେ ହେଲେ ମହେନ୍ଦ୍ର ସିଂହ ଧୋନୀ। ସୋସିଆଲ ମିଡିଆରେ ସେ କମ ଆକ୍ଟିଭ। ଏମିତିରେ ତାଙ୍କର ଏକ ଫଟୋ ଏବେ ବେଶ ଭାଇରାଲ ହେଉଛି, ଯାହା ଚେନ୍ନାଇ ସୁପର୍‌ କିଙ୍ଗ୍ସର ପ୍ରଶଂସକଙ୍କର…

ଆର୍‌ସିବିକୁ ଫାଇନାଲ ନେବାରେ ଏହି ୯ ହିରୋ, ଜାଣନ୍ତୁ …

ଅହମଦାବାଦ,୩ା୬: ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ମ୍ୟାଚ୍‌ ଜିତିବା ପାଇଁ ମୁଖ୍ୟତଃ ଟପ ଅର୍ଡର ବ୍ୟାଟରଙ୍କ ଉପରେ ନିର୍ଭର କରୁଥିଲା। କିନ୍ତୁ ଚଳିତ ସିଜନରେ ଆର୍‌ସିବି ଦଳରେ ବର୍ତ୍ତମାନ ସେଭଳି ପରିସ୍ଥିତି ନାହିଁ। ଚଳିତ ଆଇପିଏଲ୍‌ର ୧୫ ମ୍ୟାଚ୍‌ରେ ଦଳକୁ…

IPL final ଆଜି: ବେଙ୍ଗାଲୁରୁ-ପଞ୍ଜାବ ମହାମୁକାବିଲା

ଅହମଦାବାଦ, ୩।୬: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୫ର ମେଗା ଫାଇନାଲ ମଙ୍ଗଳବାର ଅନୁଷ୍ଠିତ ହେବ। ପରସ୍ପରର ସମ୍ମୁଖୀନ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗ୍ସ। ଆରସିବି କିମ୍ବା ପଞ୍ଜାବ ପୂର୍ବରୁ କେବେହେଲେ ଆଇପିଏଲ୍‌ ଟାଇଟଲ ହାସଲ କରି ନାହାନ୍ତି।…

IPLରେ ବଡ଼ କାରନାମା କଲେ ରୋହିତ ଶର୍ମା: ବିସ୍ଫୋରକ ବ୍ୟାଟିଂ ଜରିଆରେ…

ନୂଆଦିଲ୍ଲୀ,୩୧।୫: IPL 2025ର ରୋମାଞ୍ଚକର ଏଲିମିନେଟର ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ଅଭିଜ୍ଞ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଏକ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ। ଏହି ସିଜିନ ରୋହିତଙ୍କ ପାଇଁ ଏପର୍ଯ୍ୟନ୍ତ ବହୁତ ଭଲ ରହିଛି ଏବଂ ଏବେ ସେ ତାଙ୍କ ଦଳକୁ…

ଆଇପିଏଲ୍‌ରୁ ବାଦ୍‌ ପଡ଼ିଲେ ମୟଙ୍କ

ନୂଆଦିଲ୍ଲୀ,୧୫ା୫: ମୟଙ୍କ ଯାଦବ ଆହତ ସମସ୍ୟା କାରଣରୁ ଚଳିତ ଆଇପିଏଲ୍‌ ସିଜନର ଅବଶିଷ୍ଟାଂଶ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ଏ ନେଇ ଆଇପିଏଲ୍‌ ପକ୍ଷରୁ ଗୁରୁବାର ବିବୃତି ଜାରି କରାଯାଇଛି। ୨୨ ବର୍ଷୀୟ ମୟଙ୍କ ଚଳିତ ସିଜନରେ ମାତ୍ର ୨ ମ୍ୟାଚ୍‌ ଖେଳି…

ରୋହିତଙ୍କ ସ୍ଥାନ ନେଇପାରନ୍ତି ଗିଲ୍‌

ନୂଆଦିଲ୍ଲୀ,୧୦ା୫: ଭାରତୀୟ ଟେଷ୍ଟ କ୍ରିକେଟ ଦଳର ଅଧିନାୟକ ପଦବୀରୁ ରୋହିତ ଶର୍ମାଙ୍କ ଅବସର ଘୋଷଣା ପରେ ଏହି ସ୍ଥାନ ପୂରଣ କରିପାରନ୍ତି ପ୍ରତିଭାସମ୍ପନ୍ନ ବ୍ୟାଟର ଶୁବମନ ଗିଲ୍‌। ବିଦେଶ ମାଟିରେ ଭଲ ପ୍ରଦର୍ଶନ କରିପାରୁଥିବା ବିସ୍ଫୋରକ କିପର-ବ୍ୟାଟର ରିଷଭ ପନ୍ତଙ୍କୁ ଉପ-ଅଧିନାୟକ…

ସଙ୍କଟରେ ପିଏସ୍‌ଏଲ୍‌: ଫେରି ଆସିବେ ଭାରତୀୟ ବ୍ରଡକାଷ୍ଟର

କରାଚୀ,୨୪ା୪: ଆଗାମୀ ଦିନରେ ପାକିସ୍ତାନ ସୁପର ଲିଗ (ପିଏସ୍‌ଏଲ୍‌)ର ପ୍ରସାରଣ ସଙ୍କଟରେ ପଡ଼ିପାରେ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଦେଖାଦେଇଥିବା ତିକ୍ତତା ଯୋଗୁ ପିଏସ୍‌ଏଲ୍‌ର ପ୍ରସାରଣରେ କାର୍ଯ୍ୟ କରୁଥିବା ଅଭିଜ୍ଞ ଭାରତୀୟ କ୍ରୁ ସଦସ୍ୟଙ୍କୁ ସ୍ବଦେଶ ପଠାଇବାକୁ…

ଦିଲ୍ଲୀର ଷଷ୍ଠ ବିଜୟ

ଲକ୍ଷ୍ନୌ,୨୨ା୪: ମୁକେଶ କୁମାର ଘାତକ ବୋଲିଂ ବଳରେ ଦିଲ୍ଲୀ ପ୍ୟାପିଟାଲ୍ସ (ଡିସି) ୮ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (ଏସ୍‌ଏଲ୍‌ଜି)କୁ ପରାସ୍ତ କରିଛି। ଲକ୍ଷ୍ନୌ ପକ୍ଷରୁ ପ୍ରଦତ୍ତ ୧୬୦ ରନର ଲକ୍ଷ୍ୟକୁ ଦିଲ୍ଲୀ ୧୭.୫ ଓଭରରେ ୨ ଉଇକେଟ ହରାଇ ହାସଲ…

Job Alert: ଟିମ୍‌ ଇଣ୍ଡିଆରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ ଯୋଗ୍ୟତା; କିଏ-କିଏ ଏବଂ କିଭଳି କରିପାରିବେ ଆବେଦନ… 

ନୂଆଦିଲ୍ଲୀ,୧୬।୪: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ(ବିସିସିଆଇ)ରେ ନିଯୁକ୍ତି ସୁଯୋଗ। ବୋର୍ଡ ପକ୍ଷରୁ ବୁଧବାର ଖାଲି ପଦବୀ ବିଷୟରେ ସୂଚନା ଦିଆଯାଇଥିଲା। ଇଣ୍ଡିଆ ମହିଳା ଟିମ୍‌କୁ ମୁଖ୍ୟ ଫିଜିଓଥେରାପିଷ୍ଟ ଏବଂ ପ୍ରଶିକ୍ଷକଙ୍କ ଆବଶ୍ୟକତା ଅଛି। ଖାଲି ପଦବୀ ସହିତ, ବିସିସିଆଇ ଆବଶ୍ୟକୀୟ ଯୋଗ୍ୟତା…

୫ ମ୍ୟାଚରେ ପରାଜୟ ପରେ ବିଜୟ ସ୍ବାଦ ଚାଖିଲା ଚେନ୍ନାଇ

ଲକ୍ଷ୍ନୌ,୧୫ା୪: ଲଗାତର ୫ ମ୍ୟାଚରେ ପରାଜୟ ପରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ବିଜୟ ସ୍ବାଦ ଚାଖିଛି। ସୋମବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚରେ ସିଏସ୍‌କେ ୫ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଲକ୍ଷ୍ନୌ ପକ୍ଷରୁ ଧାର୍ଯ୍ୟ ୧୬୭ ରନର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri