ବଡ଼ ଘୋଷଣା କଲେ ସିଦ୍ଧୁ ମୁସେୱାଲାଙ୍କ ପିତା, ପଞ୍ଜାବର ଏହି ବିଧାନସଭା ଆସନରୁ… ମାନସା,୨୮।୫: ପଞ୍ଜାବୀ ଗାୟକ ସ୍ବର୍ଗତ ସିଦ୍ଧୁ ମୁସେୱାଲାଙ୍କ ପିତା ବଲକୌର ସିଂହ ୨୦୨୭ରେ ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଅଂଶଗ୍ରହଣ କରିବାକୁ ଘୋଷଣା କରିଛନ୍ତି। ମଙ୍ଗଳବାର ଜିଲା କଂଗ୍ରେସ ଦ୍ୱାରା ଆୟୋଜିତ ସମ୍ବିଧାନ ବଚାଓ ରାଲି ପରେ ଗଣମାଧ୍ୟମ...