Tag Archives: Shubman Gill

Shubman Gill: ସ୍ବତନ୍ତ୍ର ରେକର୍ଡ ହାସଲ କଲେ ଶୁବମନ ଗିଲ୍‌, ବୁମ୍‌ରାଙ୍କୁ ପଛରେ ପକାଇଲେ

ନୂଆଦିଲ୍ଲୀ,୧୩।୩: ଭାରତୀୟ ବ୍ୟାଟସମ୍ୟାନ ଶୁବମନ ଗିଲଙ୍କୁ ଫେବୃଆରୀ ପାଇଁ ICC ପ୍ଲେୟାର୍‌ ଅଫ୍‌ର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ଦିଆଯାଇଛି। ଶୁବମନ ଗିଲ ତୃତୀୟ ଥର ପାଇଁ ଆଇସିସି ପ୍ଲେୟାର୍‌ ଅଫ୍‌ର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ଜିତିଛନ୍ତି। ଏହି...

ICC Rankings:ବାବରଙ୍କୁ ପଛରେ ପକାଇ ବିଶ୍ୱର ନମ୍ବର-୧ ବ୍ୟାଟ୍ସମ୍ୟାନ୍‌ ହେଲେ ଶୁବମନ ଗିଲ୍‌

ନୂଆଦିଲ୍ଲୀ,୧୯।୨: ଆଜିଠାରୁ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହୋଇଛି। ଏହା ପୂର୍ବରୁ ICC ଦିନିକିଆ ର଼୍ୟାଙ୍କିଙ୍ଗ୍‌ ପ୍ରକାଶ କରିଛି। ଭାରତର ଷ୍ଟାର ବ୍ୟାଟସମ୍ୟାନ ଏବଂ ଉପ-ଅଧିନାୟକ ଶୁଭମନ ଗିଲ ବିଶ୍ୱର ନମ୍ବର ଦିନିକିଆ ବ୍ୟାଟସମ୍ୟାନ ହୋଇଛନ୍ତି। ସେ ବାବର ଆଜମଙ୍କୁ ପଛରେ...

ICC Rankings: ବିଶ୍ୱର ନମ୍ବର-୧ ବ୍ୟାଟମ୍ୟାନ୍‌ ହେଲେ ଶୁବମନ ଗିଲ: ବାବର ଆଜମଙ୍କୁ ପକାଇଲେ ପଛରେ

ଅହମଦାବାଦ୍‌,୧୩।୨: ଇଂଲଣ୍ଡ ବିପକ୍ଷ ସିରିଜର ତୃତୀୟ ଦିନିକିଆରେ ଶତକ ମାରିବା ପରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଶୁବମନ ଗିଲଙ୍କୁ ଏକ ବଡ଼ ପୁରସ୍କାର ମିଳିଛି। ସେ ଦିନିକିଆ ରାଙ୍କିଙ୍ଗରେ ବିଶ୍ୱର ନମ୍ବର-୧ ବ୍ୟାଟସମ୍ୟାନ ହୋଇଛନ୍ତି। ସେ ପାକିସ୍ତାନର ବାବର ଆଜମଙ୍କୁ ପଛରେ...

ରେକର୍ଡ ବର୍ଷା କଲେ ରୋହିତ-ଶୁଭମନ

ଧର୍ମଶାଳା,୮।୩: ଧର୍ମଶାଳା ଟେଷ୍ଟରେ ଟିମ ଇଣ୍ଡିଆ ପାଇଁ ରୋହିତ ଶର୍ମା ଏବଂ ଶୁଭମନ ଗିଲ ଶତକ ହାସଲ କରିଥିଲେ। ଟେଷ୍ଟ ସିରିଜର ଶେଷ ମ୍ୟାଚ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ମ୍ୟାଚ୍‌ର ଦ୍ୱିତୀୟ ଦିନରେ ପ୍ରଥମ ଇନିଂସ ମଧ୍ୟାହ୍ନ...

ଶୁଭମନ ଗିଲ୍‌ଙ୍କ ବଡ ଶତ୍ରୁ ଜେମ୍ସ ଆଣ୍ଡରସନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୮।୩: ଧର୍ମଶାଳା ଟେଷ୍ଟରେ ଏକ ଶତାବ୍ଦୀ ପରେ ଶୁଭମାନ ଗିଲ ଆଉଟ ହୋଇଥିଲେ। ଟିମ ଇଣ୍ଡିଆ ପାଇଁ ବ୍ୟାଟିଂ କରି ସେ ପ୍ରଥମ ଇନିଂସରେ ୧୧୦ ରନ ସଂଗ୍ରହ କରିଥିଲେ। ଶୁଭମନଙ୍କ ଏହି ଇନିଂସରେ ୧୨ ଚୌକା ଓ ୫...

ସୁପରମ୍ୟାନ ଷ୍ଟାଇଲରେ କ୍ୟାଚ୍‌ ଧରିଲେ ଶୁଭମନ ଗିଲ୍‌: ଦେଖନ୍ତୁ ଭିଡିଓ

ଧର୍ମଶାଳା,୭।୩:ଇଂଲଣ୍ଡ ଟସ ଜିତି ଭାରତ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଅଭିଜ୍ଞ ଭାରତୀୟ ଅଫ ସ୍ପିନର ଆର ଅଶ୍ୱିନ ଏବଂ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋ ମଧ୍ୟ ତାଙ୍କର ୧୦୦ତମ ଟେଷ୍ଟ...

ମୁଁ ବି ବହୁତ ନିରାଶ ଥିଲି…କାହିଁକି ଏମିତି କହିଲେ ଶୁବମନ ଗିଲ୍‌

ରାଞ୍ଚି,୨୨।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି। ଏହି ସିରିଜରେ ତିନୋଟି ମ୍ୟାଚ ଖେଳାଯାଇଛି। ଏଥିରେ ଭାରତ ୨ଟି ମ୍ୟାଚ ଜିତି ସିରିଜରେ ୨-୧ ଅଗ୍ରଣୀ ହାସଲ କରିଛି। ଦୁଇ ଦଳ ମଧ୍ୟରେ...

ଶୁବମନ ଗିଲଙ୍କ ହାତରେ ଲାଗିଲା ଆଘାତ, ଭାରତ ପାଇଁ ବଢ଼ିଲା ସମସ୍ୟ

ନୂଆଦିଲ୍ଲୀ,୫।୨: ସୋମବାର ଖେଳ ଆରମ୍ଭ ପୂର୍ବରୁ ଯୁବ ଓପନର୍ ଶୁବମନ ଗିଲଙ୍କୁ ନେଇ ବଡ଼ ସୂଚନା ଦେଇଛି ବିସିସିଆଇ। ଦ୍ୱିତୀୟ ଦିନର ଖେଳରେ ଫିଲ୍ଡିଂ ସମୟରେ ଆଙ୍ଗୁଠିରେ ଆଘାତ ଲାଗିଥିଲା। ଯେଉଁ କାରଣରୁ ତୃତୀୟ ଦିନର ଖେଳ ସମୟରେ ସେ...

ବିଶାଖାପାଟଣା ଟେଷ୍ଟ ପୂର୍ବରୁ ଶୁବମନଙ୍କୁ ଦିଆଯାଇଥିଲା ଅଲଟିମେଟମ, ବଞ୍ଚାଇ ଦେଲା ଶତକ

ନୂଆଦିଲ୍ଲୀ, ୪।୨: ହାଇଦ୍ରାବାଦ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶୂନରେ ଆଉଟ ହେବା ପରେ ଶୁବମନ ଗିଲଙ୍କୁ ଅଲଟିମେଟମ ଦେଇଥିଲା ଟିମ୍ ମ୍ୟାନେଜମେଣ୍ଟ। ଭାରତୀୟ ଟେଷ୍ଟ ଟିମରେ ତିନି ନମ୍ବର ସ୍ଥାନ ବଞ୍ଚାଇ ରଖିବା ପାଇଁ ବିଶାଖାପାଟଣା ତାଙ୍କ ପାଇଁ ଶେଷ...

ମାତ୍ର ୨୨ ବର୍ଷରେ ଇତିହାସ ରଚିଲେ ଯଶସ୍ବୀ ଜୟସ୍ବାଲ

ନୂଆଦିଲ୍ଲୀ,୧୬।୧: ଭାରତର ତାରକା ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲ ୨୨ ବର୍ଷ ବୟସରେ ଇତିହାସ ସୃଷ୍ଟି କରିଛନ୍ତି। ୨୨ ବର୍ଷ ବୟସରେ ଅନ୍ତର୍ଜାତୀୟ ଟି-୨୦ରେ ୫ ଥର ୫୦ରୁ ଅଧିକ ରନ ସ୍କୋର କରିଥିବା ଜୟସ୍ବାଲ ପ୍ରଥମ ଭାରତୀୟ ଖେଳାଳି ହୋଇଛନ୍ତି।...

ଶୁବମନ ଗିଲ୍‌ଙ୍କ ଉପରେ ଝୁଲୁଛି ଖଣ୍ଡା: ଦଳରୁ ପଡିପାରନ୍ତି ବାଦ୍‌

କେପଟାଉନ୍‌,୩।୧: ଭାରତୀୟ କ୍ରିକେଟର୍‌ ଶୁବମନ ଗିଲ ଶେଷ ୭ଟି ଟେଷ୍ଟ ଇନିଂସରେ ଅର୍ଦ୍ଧଶତକ ହାସଲ କରିନାହାଁନ୍ତି। ବିଶେଷକରି ଭାରତ ବାହାରେ ଗିଲ ଟେଷ୍ଟରେ ଆଶା ମୁତାବକ ପ୍ରଦର୍ଶନ କରିନାହାଁନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଉଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ...

ବର୍ଷେ ପୂର୍ବେ ପେପରରେ ଲେଖିଥିଲେ ଟାର୍ଗେଟ୍‌, ଏବେ ଫଟୋ ଶେୟାର କରି କେତେ ନିକଟତର ହୋଇଛନ୍ତି କହିଲେ ଶୁଭମନ ଗିଲ୍‌

ନୂଆଦିଲ୍ଲୀ,୧।୧: ଭାରତୀୟ କ୍ରିକେଟର୍‌ ଶୁବମାନ ଗିଲ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି। ସେ ଦିନିକିଆ ଏବଂ ଟି-୨୦ରେ ଭଲ ପ୍ରଦର୍ଶନ କରିଛନ୍ତି। କିନ୍ତୁ ଟେଷ୍ଟ ଫର୍ମାଟରେ କିଛି ବିଶେଷ କରିପାରି ନାହାନ୍ତି। ଶୁବମାନଙ୍କୁ ମଧ୍ୟ ତାଙ୍କର ଟେଷ୍ଟ ଫର୍ମକୁ ନେଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri