‘ମୋ ଦେଶବାସୀଙ୍କଠାରୁ ନ୍ୟାୟ ଚାହୁଁଛି’, ପଳାୟନ ପରେ ପ୍ରଥମ ଥର ମୁହଁ ଖୋଲିଲେ ଶେଖ ହସିନା
ନୂଆଦିଲ୍ଲୀ,୧୩।୮: ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଢାକା ଛାଡିବା ପରେ ପ୍ରଥମ ଥର ମୁହଁ ଖୋଲିଛନ୍ତି। ପ୍ରଥମ ମନ୍ତବ୍ୟରେ ହସିନା କହିଛନ୍ତି ଯେ ଦେଶରେ ଦଙ୍ଗାକାରୀଙ୍କୁ ଦଣ୍ଡ ଦିଆଯାଉ। ଏଥିସହିତ ସେ ତାଙ୍କ ପିତା ଶେଖ ମୁଜିବୁର ରହମାନଙ୍କ ପ୍ରତିମୂର୍ତ୍ତିରେ…
ଆମେରିକା ମୋତେ କ୍ଷମତାରୁ ହଟାଇ ଦେଇଛି, ଏସବୁ କାରଣ କହିଲେ ହାସିନା
ଢାକା,୧୧ା୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଆମେରିକା ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ବର୍ତ୍ତମାନ ଭାରତରେ ରହୁଥିବା ହାସିନା କହିଛନ୍ତି, ସେଣ୍ଟ ମାର୍ଟିନ ଦ୍ୱୀପକୁ ହସ୍ତାନ୍ତର କରି ନ ଥିବାରୁ ଆମେରିକା ତାଙ୍କୁ କ୍ଷମତାରୁ ହଟାଇ ଦେଇଛି। ସେ…
ଶେଖ୍ ହସିନାଙ୍କୁ ଅନ୍ୟ ଦେଶକୁ ଯିବା ପାଇଁ କରାଯିବନି ବାଧ୍ୟ, ଜାଣନ୍ତୁ ଭାରତରେ ରହିବା ନେଇ କ’ଣ ରହିଛି ଯୋଜନା
ନୂଆଦିଲ୍ଲୀ,୭ା୮: ବାଂଲାଦେଶରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦେଶ ଛାଡ଼ି ଭାରତ ଆସିଥିଲେ। ଏକ ବିଶେଷ ସୂତ୍ରରୁ ପ୍ରକାଶ ଯେ, ଭାରତ ସରକାର ଶେଖ ହସିନାଙ୍କୁ ଦିଲ୍ଲୀରୁ ଅନ୍ୟ ଦେଶକୁ ପଠାଇବେ ନାହିଁ। କୁହାଯାଉଛି ଯେ,…
ଏବେ କେଉଁଠି ଶରଣ ନେବେ ଶେଖ ହସିନା ? ବଡ଼ ଝଟକା ଦେଲା ଇଂଲଣ୍ଡ
ନୂଆଦିଲ୍ଲୀ, ୦୬।୦୮: ବାଂଲାଦେଶରେ ହିଂସାତ୍ମକ ଛାତ୍ର ବିରୋଧ ପ୍ରଦର୍ଶନ ଦେଶବ୍ୟାପୀ ଅଶାନ୍ତି ଏବଂ ସେନା କ୍ଷମତା ନିଜ ହାତକୁ ନେବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତରେ ଆସି ଶରଣ ପଶିଛନ୍ତି। ସୂଚନାନୁସାରେ, ଶେଖ ହସିନା ଆସନ୍ତା କିଛି ଦିନ…
ହାସିନାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ ତସ୍ଲିମା: ମୋତେ ବାହାର କରିଥିଲ ଆଉ ଏବେ…
ଢାକା, ୬।୮: ଚାରିଆଡେ ପୋଡାଜଳା, ହିଂସା ଅରାଜକତାରେ ଜଳୁଛି ବାଂଲାଦେଶ। ଦେଶରେ ଅସମ୍ଭାଳ ସ୍ଥିତି। ପ୍ରଧାନମନ୍ତ୍ରୀ ପଦରୁ ଶେଖ୍ ହାସିନା ଇସ୍ତଫା ଦେଇ ଦେଶ ଛାଡିବା ପରେ ପାର୍ଲାମେଣ୍ଟକୁ ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଭଙ୍ଗ ଘୋଷଣା କରିଛନ୍ତି । ତେବେ…
ରାଜନୀତିକୁ ନ ଫେରିପାରନ୍ତି ଶେଖ ହସିନା; ବଡ଼ ଖୁଲାସା କଲେ ପୁଅ
ନୂଆଦିଲ୍ଲୀ,୫।୮: ବାଂଲାଦେଶ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପଳାୟନ କରିଥିବା ଶେଖ ହସିନା ରାଜନୀତିକୁ ଫେରିପାରନ୍ତି ନାହିଁ ବୋଲି ତାଙ୍କ ପୁଅ ଏବଂ ପୂର୍ବତନ ମୁଖ୍ୟ ପରାମର୍ଶଦାତା କହିଛନ୍ତି। ଦେଶକୁ ପରିବର୍ତ୍ତନ କରିବା ପାଇଁ ଉଦ୍ୟମ ସତ୍ତ୍ୱେ ତାଙ୍କ ସରକାର…
ହିଣ୍ଡନ ଏୟାରବେସ ସେଫ୍ ହାଉସରେ ଶେଖ ହସିନା; ସୁରକ୍ଷାରେ ଗରୁଡ଼ କମାଣ୍ଡୋ
ନୂଆଦିଲ୍ଲୀ,୫।୮: ଦେଶ ଛାଡ଼ିବା ପରେ ଶେଖ ହସିନା ଏବେ ଭାରତରେ ଅଛନ୍ତି। ହିଣ୍ଡନ ଏୟାରବେସରେ ତାଙ୍କର ସ୍ୱତନ୍ତ୍ର ବିମାନ ଅବତରଣ କରିଛି। ଏଠାରେ ଏନଏସଏ ଅଜିତ ଡୋଭାଲ ତାଙ୍କୁ ସାକ୍ଷାତ କରିଛନ୍ତି। ଦୁହିଁଙ୍କ ମଧ୍ୟରେ ପ୍ରାୟ ଦେଢ଼ ଘଣ୍ଟା ଆଲୋଚନା ହୋଇଛି।…
ହସିନାଙ୍କ ରୁମ୍ରେ ପଶି ଶାଢୀ ନେଇଗଲେ ବିକ୍ଷୋଭକାରୀ, ଖାଇଲେ ବିରିୟାନୀ, ଦେଖନ୍ତୁ ଭିଡ଼ିଓ…
ଢାକା,୫।୮: ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଦେଶ ଛାଡିଛନ୍ତି। ଏହି ସମୟରେ ବିକ୍ଷୋଭକାରୀ ଆବାସରେ ପଶି ଭଙ୍ଗାରୁଜା ସହ ଚୋରି କରିଛନ୍ତି। ବିକ୍ଷୋଭକାରୀ ଶେଖ ହସିନାଙ୍କ ରୁମରୁ ତାଙ୍କ ଶାଢୀ ପର୍ଯ୍ୟନ୍ତ ନେଇଯାଇଛନ୍ତି। ଏପରିକି ବାସଭବନରେ ରହିଥିବା…
‘ବିଦାୟ ଭାଷଣ ମଝିରେ ଅଟକି ପଳାୟନ କଲେ …’, ଜାଣନ୍ତୁ କେଉଁ ପରିସ୍ଥିତିରେ ଦେଶ ଛାଡ଼ିଲେ ଶେଖ ହସିନା
ନୂଆଦିଲ୍ଲୀ,୫।୮: ବାଂଲାଦେଶରେ ଶେଖ ହସିନା ସରକାରକୁ କ୍ଷମତାରୁ ହଟାଇ ଦିଆଯାଇଛି। ଛାତ୍ର ବିରୋଧ ହିଂସାତ୍ମକ ରୂପ ନେଇ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଛି ଏବଂ ବର୍ତ୍ତମାନ ସେ ଦେଶ ଛାଡିଛନ୍ତି। ବାଂଲାଦେଶ ସେନା ମୁଖ୍ୟ ଜେନେରାଲ ୱାକର-ଉଜ-ଜମାନ…
ପିତାଙ୍କ ହତ୍ୟା ପରେ ଭାରତରେ ନେଇଥିଲେ ଶରଣ; ଏବେ ପୁଣି ଭାରତ ଭରଷା
ନୂଆଦିଲ୍ଲୀ,୫।୮: ବାଂଲାଦେଶରେ ବିଦ୍ରୋହ କାରଣରୁ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ନିଜ ପଦରୁ ଇସ୍ତଫା ଦେବା ସହିତ ଦେଶ ଛାଡ଼ିବାକୁ ପଡିଛି। ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ହସିନା ଭାରତରେ ଆସି ପହଞ୍ଚିଥିବା ବିଭିନ୍ନ ମିଡ଼ିଆ ସୂତ୍ରରୁ ଜଣ ପଡିଛି। ଅଗରତାଲାରେ ତାଙ୍କର ହେଲିକପ୍ଟର…
Archives


