Tag Archives: Share Market

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର କରିଥିବା ବେଳେ ନିଫ୍ଟି ୨୨,୫୦୦ ଉପରକୁ ଚାଲି ଯାଇଥିଲା। ବ୍ୟାଙ୍କିଙ୍ଗ ସେକ୍ଟର ଠାରୁ ଆରମ୍ଭ…

ଇରାନ-ଇସ୍ରାଏଲ ଟେନସନ: ଷ୍ଟକ୍ ମାର୍କେଟରେ ହାହାକାର, ୯୦୦ ପଏଣ୍ଟ ଖସିଲା ସେନସେକ୍ସ

ମୁମ୍ବାଇ,୧୫।୪: ଭାରତୀୟ ଷ୍ଟକ୍ ମାର୍କେଟରେ ସୋମବାର ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଶନିବାର ଏବଂ ରବିବାର ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିଥିଲା। ଇରାନ ଇସ୍ରାଏଲର ଅନେକ ସ୍ଥାନକୁ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିଥିବାରୁ…

ସର୍ବକାଳୀନ ଉଚ୍ଚତା ଛୁଇଁବା ପରେ ଖସିଲା ଶେୟାର ବଜାର, ୭୫ ହଜାର ତଳେ ବନ୍ଦ ହେଲା ସେନସେକ୍ସ

ମୁମ୍ବାଇ,୯।୩: ଭାରତୀୟ ଶେୟାର ବଜାର ମଙ୍ଗଳବାର ସର୍ବକାଳୀନ ଉଚ୍ଚତା ଛୁଇଁ ନୂଆ ଇତିହାସ ରଚିଛି। କିନ୍ତୁ ବଜାର ଏହି ସ୍ତରର ବନ୍ଦ ହୋଇନାହିଁ ଏବଂ ଗତ କାଲିର ତୁଳନାରେ ଆହୁରି ତଳକୁ ଖସି ବନ୍ଦ ହୋଇଥିଲା। ଦିନ ଯାକ ବଜାରରେ ଉତ୍ସାହ…

ଚଳିତ ଆର୍ଥିକବର୍ଷର କାରବାର ଶେଷ, ସେନ୍‌ସେକ୍ସ ୭୪,୦୦୦ ନିକଟବର୍ତ୍ତୀ

ନୂଆଦିଲ୍ଲୀ,୨୯।୩: ଚଳିତ ଆର୍ଥିକ ବର୍ଷର ଅବଧି ଶେଷ ପୂର୍ବରୁ ଘରୋଇ ଶେୟାର ବଜାରର କାରବାର ଗୁରୁବାର ଶେଷ ହୋଇଛି। ବିଶେଷକରି ୨୦୨୩-୨୪ ଆର୍ଥିକ ବର୍ଷ ( ଏପ୍ରିଲ ୧ରୁ ମାର୍ଚ୍ଚ ୩୧) ମଧ୍ୟରେ ଦଲାଲ ଷ୍ଟ୍ରିଟ୍‌ ଅନେକ ରେକର୍ଡ ସୃଷ୍ଟି କରିଥିଲାବେଳେ…

ଶେୟାର ବଜାରରେ ହାହାକାର, ୧୪ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ନୂଆଦିଲ୍ଲୀ,୧୩।୩: ବୁଧବାର ଭାରତୀୟ ଶେୟାର ବଜାରରେ ବଡ ଧରଣର ହ୍ରାସ ଦେଖିବାକୁ ମିଳିଛି। ଫଳରେ ନିବେଶକ ପ୍ରାୟ ୧୪ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି। ବଜର ଖୋଲିବା ମାତ୍ରେ ସେନସେକ୍ସ ୧୦୦୦ ପଏଣ୍ଟ ହ୍ରାସ ପାଇଥିଲା ବେଳେ ନିଫ୍ଟି ୩୫୦…

୧୦୦୦ ପଏଣ୍ଟରୁ ଅଧିକ ବଢ଼ିଲା ସେନସେକ୍ସ, ୨୧,୬୫୦ ଟପିଲା ନିଫ୍ଟି; ନିବେଶକ ଲାଭ କଲେ ୫ ଲକ୍ଷ କୋଟି

ନୂଆଦିଲ୍ଲୀ,୨୯ା୧: ବଜେଟ ପୂର୍ବରୁ ସୋମବାର ଭାରତୀୟ ଶେୟାର ବଜାରରେ ଉତ୍ସାହ ଦେଖିବକୁ ମିଳିଛି। ସମସ୍ତ ଘରୋଇ କ୍ଷେତ୍ରରେ ସ୍ମଲ୍ ସ୍ଟକ୍ ଗୁଡ଼ିକ ବୃଦ୍ଧି ପାଇଛି। ବିଏସଇ ସେନ୍ସେକ୍ସ ୧୦୦୦ ରୁ ଅଧିକ ପଏଣ୍ଟ ବୃଦ୍ଧି ପାଇ ୭୧,୭୦୦ ପଏଣ୍ଟରୁ ଅଧିକ ହୋଇଥିବାବେଳେ…

ଶେୟାର ବଜାରରେ ଝଡ଼: ୧,୬୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକ ହରାଇଲେ ୪.୭ ଲକ୍ଷ କୋଟି

ମୁମ୍ବାଇ,୧୭।୧: ବିଶ୍ୱ ବଜାର ପ୍ରଭାବରେ ବୁଧବାର ଭାରତୀୟ ଶେୟାର ବଜାରରେ ଲଗାତାର ଦ୍ୱିତୀୟ ଦିନ ପାଇଁ ବଡ଼ ହ୍ରାସ ରେକର୍ଡ ହୋଇଛି। ଭାରତର ବିଶାଳ ଘରୋଇ ବ୍ୟାଙ୍କ ଏଚଡିଏଫସିର ତ୍ରୈମାସିକ ଫଳାଫଳ ଆଶାଠାରୁ କମ୍ ରହିବା ଭାରତୀୟ ଶେୟାର ବଜାରକୁ ବଡ଼…

ଶେୟାର ବଜାରରେ ଉତ୍ସାହ: ୬୦୦ ପଏଣ୍ଟ ବଢ଼ିଲା ସେନସେକ୍ସ, ନୂଆ ଉଚ୍ଚତାକୁ ଛୁଇଁଲା ନିଫ୍ଟି

ମୁମ୍ବାଇ, ୧ ୨।୧: ଆଇଟି ଶେୟାର ବୃଦ୍ଧି ସହିତ ଶୁକ୍ରବାର ଭାରତୀୟ ଶେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଛି। ବୈଶ୍ବିକ ଆର୍ଥିକ ମାନ୍ଦାବସ୍ଥା ଏବଂ ଆଶାଠାରୁ ଆମେରିକାର ମୁଦ୍ରାସ୍ପିତି ଉଚ୍ଚ ରହିବା ଫଳରେ ନିବେଶକମାନେ ନିରୁତ୍ସାହ ରହିଛନ୍ତି। ଏହାରି ମଧ୍ୟରେ ନିଫ୍ଟି…

ଇତିହାସ ରଚିଲା ସେୟାର ବଜାରର, ପ୍ରଥମ ଥର ରେକର୍ଡ ଉଚ୍ଚ ସ୍ତରରେ ନିଫ୍ଟି, ସେନସେକ୍ସ

ମୁମ୍ବାଇ,୫।୧୨: ମଙ୍ଗଳବାର କ୍ରମାଗତ ଷଷ୍ଠ ଦିନ ପାଇଁ ଷ୍ଟକ୍ ମାର୍କେଟରେ ବୃଦ୍ଧି ଦେଖିବାକୁ ମିଳିଛି। ଦୁଇ ଭାରତୀୟ ଇଣ୍ଡେକ୍ସ ଏହି ସମୟରେ ନୂଆ ଉଚ୍ଚତା ଛୁଇଁଛନ୍ତି। ବିଏସଇ ସେନସେକ୍ସ ୪୩୧ ପଏଣ୍ଟ ବୃଦ୍ଧି ପାଇଁ ୬୯,୨୯୬ ରେ ବନ୍ଦ ହୋଇଛି, ତେବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri