ପୁଣି ଜାମିନ ଆବେଦନ କଲେ ଜଗନ୍ନାଥ, ଖାରଜ କଲେ କୋର୍ଟ ଭୁବନେଶ୍ୱର,୪ା୭: ଗିରଫ ହୋଇଥିବା ଭାଜପା ନେତା ଜଗନ୍ନାଥ ପ୍ରଧାନଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ଖୋର୍ଦ୍ଧା ଜିଲା ଦୌରାଜଜ୍ କୋର୍ଟରେ ସେ ଜାମିନ ଆବେଦନ କରିଥିଲେ ହେଲେ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। ଗତକାଲି ମଧ୍ୟ ଏସ୍ଡିଜେଏମ୍ କୋର୍ଟରେ ଜାମିନ...