୮ ଏସ୍ସିବି ମେଡିକାଲ କର୍ମଚାରୀଙ୍କୁ ନୋଟିସ, ସରପ୍ରାଇଜ ଭିଜିଟ ସମୟରେ ଧରିଲେ ମେଡିକାଲ କର୍ତ୍ତୃପକ୍ଷ
କଟକ, ୧୫।୧୧ (ଶିଳ୍ପା ପ୍ରିୟଦର୍ଶିନୀ): ଏସ୍ସିବି ମେଡିକାଲରେ ଡ୍ୟୁଟି ସମୟରେ ଅନୁପସ୍ଥିତ ରହିଥିବା ୮ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ। ମେଡିକାଲର ଟ୍ରମା କାଜୁଆଲିଟି ଭଳି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଡ୍ୟୁଟି ସମୟରେ କେଉଁ...
SCB ମେଡିକାଲରେ ଅବ୍ୟବସ୍ଥା: ଅଗ୍ନିନିରାପତ୍ତା ସିଲିଣ୍ଡରରେ ଝୁଲୁଛି ସାଲାଇନ
କଟକ,୨୭।୭(ଶିଳ୍ପା ପ୍ରିୟଦର୍ଶିନୀ): ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ (ଏସ୍ସିବି)ର ନ୍ୟୁ ମେଡିସିନ ବିଭାଗ ୱାର୍ଡରେ ଅବ୍ୟବସ୍ଥା ଦେଖାଦେଇଛି। ୱାର୍ଡରେ ରୋଗୀଙ୍କଠାରେ ଲାଗୁଥିବା ସାଲାଇନ ବୋତଲ ୱାର୍ଡରେ ଥିବା ଅଗ୍ନିନିରାପତ୍ତା ସିଲିଣ୍ଡରରେ ଝୁଲା ଯାଇଛି। କେବଳ ଏତିକି ନୁହେଁ...
ପିଜି ଡାକ୍ତରଙ୍କ ସଂଘବଦ୍ଧ ଆକ୍ରମଣ: ମହିଳା ରୋଗୀଙ୍କ ଭଉଣୀଙ୍କୁ ଦୁର୍ବ୍ୟବହାର
କଟକ,୨୮ା୩(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍ସିବି ମେଡିକାଲରେ ଗୁରୁବାର କେତେଜଣ ପିଜି ଡାକ୍ତର ଏକ ୱେବ୍ ଚ୍ୟାନେଲର ଖବରଦାତା ରଞ୍ଜିତ ମହାପାତ୍ରଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି। ଫଳରେ ସେ ଆହତ ହୋଇଛନ୍ତି। ଏପରି କି ତାଙ୍କ ଶାଳୀକୁ ମଧ୍ୟ ଡାକ୍ତରମାନେ ଦୁର୍ବ୍ୟବହାର...
ଏସ୍ସିବିରେ ସ୍ଥାନାନ୍ତର ହେବ ନନ୍ଟ୍ରମା କାଜୁଆଲ୍ଟି
କଟକ,୨୩ା୧୨(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍ସିବି ମେଡିକାଲର ନନ୍ଟ୍ରମା କାଜୁଆଲ୍ଟି ସ୍ଥାନାନ୍ତର ହେବ। ଏବେ କାଜୁଆଲ୍ଟି ଯେଉଁ ସ୍ଥାନରେ କାର୍ଯ୍ୟ କରୁଛି, ସେଠାରୁ ଉଠିଯାଇ ଭେଷଜ ୱାର୍ଡର ୟୁନିଟ୍-୬ରେ ପରିଚାଳିତ ହେବ। ଏସ୍ସିବି କର୍ତ୍ତୃପକ୍ଷ ଖୁବ୍ଶୀଘ୍ର ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି। ଅପରପକ୍ଷରେ...
Archives


