ଦିଲ୍ଲୀ ଭୋଟ୍ ପୂର୍ବରୁ ମୋଦିଙ୍କୁ ଏହି କଥା କହି ପ୍ରଶଂସା କଲେ ଶୀଲା ଦୀକ୍ଷିତଙ୍କ ପୁଅ ନୂଆଦିଲ୍ଲୀ,୨୪ା୫: ଆସନ୍ତାକାଲି ଅର୍ଥାତ୍ ଶନିବାର ଲୋକ ସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ପାଇଁ ମତଦାନ ହେବ। ଏହି ପର୍ଯ୍ୟାୟରେ ଦିଲ୍ଲୀର ସମସ୍ତ ୭ଟି ଲୋକ ସଭା ଆସନରେ ମଧ୍ୟ ମତଦାନ ହେବ। ଏଥି ସହିତ, ଭୋଟ୍ ଦେବାର ଠିକ୍ ପୂର୍ବରୁ...