Tag Archives: salman khan

ବିଗ୍‌ ବସ୍‌ ସେଟ୍‌ରେ ଭାବପ୍ରବଣ ହେଲେ ସଲମାନ, କହିଲେ ଏ ସପ୍ତାହରେ ମୁଁ…

ମୁମ୍ବାଇ: ବିଗ୍‌ବସ୍‌-୧୯ ସେଟ୍‌ରେ ଭାଇଜାନ ସଲମାନ ଖାନ୍‌ ଭାବପ୍ରବଣ ହୋଇଯାଇଥିଲେ। ସେ କହିଥିଲେ କି ମୁଁ କାମନା କରୁଥିଲି ମୋତେ ଏହି ସପ୍ତାହର ଏପିସୋଡ୍‌ କରିବାକୁ ନ ପଡ଼ନ୍ତା କି। କାରଣ ୨୪ ନଭେମ୍ବରରେ ଧର୍ମେନ୍ଦ୍ରଙ୍କ ଦେହାନ୍ତ ହୋଇଥିଲା, ଯାହା...

ଭାଇଜାନଙ୍କୁ ଆତଙ୍କବାଦୀ ଘୋଷଣା କରିବା ପରେ ଏବେ ସଫେଇ ଦେଉଛି ପାକିସ୍ତାନ!

ଇସଲାମାବାଦ,୨୯।୧୦: ବଲିଉଡ ଅଭିନେତା ସଲମାନ ଖାନଙ୍କ ବେଲୁଚିସ୍ତାନକୁ ଏକ ପୃଥକ ଦେଶ ବୋଲି ବୟାନ ପାକିସ୍ତାନରେ ବ୍ୟାପକ ହଇଚଇ ସୃଷ୍ଟି କରିଥିଲା। ଏହି ବୟାନ ପରେ ପାକିସ୍ତାନ ସଲମାନ ଖାନଙ୍କୁ ତାର ଆତଙ୍କବାଦୀ ତାଲିକାରେ ସାମିଲ କରିଛି ବୋଲି ଅନେକ...

ପାକିସ୍ତାନର ହିନମନ୍ୟତା, ସଲମାନଙ୍କୁ ଘୋଷଣା କଲା ଆତଙ୍କବାଦୀ

ନୂଆଦିଲ୍ଲୀ,୨୬।୧୦: ବଲିଉଡ ଅଭିନେତା ସଲମାନ ଖାନ ସାଉଦି ଆରବରେ ଏକ ଶୋ’ ସମୟରେ ବାଲୁଚିସ୍ତାନକୁ ପାକିସ୍ତାନଠାରୁ ଅଲଗା ଦେଶ ବୋଲି ବର୍ଣ୍ଣନା କରିଥିଲେ, ଯାହା ପଡ଼ୋଶୀ ଦେଶକୁ କ୍ରୋଧିତ କରିଛି। ଶହେବାଜ ସରକାର ସଲମାନ ଖାନଙ୍କୁ ଆତଙ୍କବାଦୀ ଘୋଷଣା କରିଛନ୍ତି।...

ସଲମାନଙ୍କ ବୟାନକୁ ନେଇ କ୍ଷୁବ୍ଧ ପାକିସ୍ତାନୀ

ନୂଆଦିଲ୍ଲୀ,୨୦।୧୦: ବଲିଉଡର ଦବଙ୍ଗ ସଲମାନ ଖାନ ପ୍ରାୟତଃ ଶିରୋନାମାରେ ଥାଆନ୍ତି। ସେ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। ସମ୍ପ୍ରତି, ଏହି ଅଭିନେତା ଏପରି କିଛି କହିଥିଲେ ଯାହା ତାଙ୍କୁ ତୁରନ୍ତ ଚର୍ଚ୍ଚାକୁ ଆଣିଥିଲା। ସାଉଦି ଆରବର ରିୟାଦରେ ଜୟ ଫୋରମ ୨୦୨୫...

ଗୋଟିଏ ଫିଲ୍ମ ପାଇଁ କେତେ ଟଙ୍କା ଚାର୍ଜ କରନ୍ତି ସଲମାନ-ଶାହରୁଖ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡ ସୁପରଷ୍ଟାର ସଲମାନ ଖାନ ଏବଂ ଶାହରୁଖ ଖାନ ସେମାନଙ୍କ କ୍ୟାରିଅରରେ ଅନେକ ବ୍ଲକବଷ୍ଟର ଫିଲ୍ମ ଦେଇଛନ୍ତି। ଉଭୟ ଷ୍ଟାର ସେମାନଙ୍କ ପ୍ରଶଂସକଙ୍କ ହୃଦୟରେ ରାଜ କରନ୍ତି। ଦର୍ଶକ ସେମାନଙ୍କ ଫିଲ୍ମର ମୁକ୍ତି ପାଇଁ ଉତ୍ସାହର ସହିତ ଅପେକ୍ଷା କରନ୍ତି।...

ପଡକାଷ୍ଟରେ ଆସି ମନଇଚ୍ଛା ଗପିଲେ…, ଅଭିନବଙ୍କୁ କଡା ଜବାବ ଦେଲେ ସଲମାନ

ମୁମ୍ବାଇ: ଗତ କିଛି ଦିନ ଧରି, ଦବଙ୍ଗର ନିର୍ଦ୍ଦେଶକ ଏବଂ ଅନୁରାଗ କଶ୍ୟପଙ୍କ ଭାଇ ଅଭିନବ କଶ୍ୟପ ଅଭିନେତା ସଲମାନ ଖାନ ଏବଂ ତାଙ୍କ ପରିବାର ବିଷୟରେ ବିବାଦୀୟ ବୟାନ ଦେଉଛନ୍ତି। ଏକ ସାକ୍ଷାତକାରରେ ସେ ସଲ୍ଲୁ ମିଆଁଙ୍କୁ ଗୁଣ୍ଡା...

ସଲମାନଙ୍କ ଦୁଃଖ, କହିଲେ ଶତ୍ରୁକୁ ବି ନ ହେଉ ଏମିତି ରୋଗ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନ ତାଙ୍କର ଚମତ୍କାର ଫିଟନେସ ଏବଂ ଦମଦାର ବଡି ପାଇଁ ପ୍ରସିଦ୍ଧ ଥିଲେ ମଧ୍ୟ, ସେ ଟ୍ରାଇଜେମିନାଲ ନ୍ୟୁରାଲଜିଆ ନାମକ ଏକ ଗମ୍ଭୀର ସ୍ନାୟୁ ରୋଗ ସହିତ ମଧ୍ୟ ଲଢ଼ିଛନ୍ତି। ସମ୍ପ୍ରତି, ଆମାଜନ ପ୍ରାଇମ...

ଶୁଟିଂସେଟ୍‌ରେ ଆହତ ହେଲେ ସଲମାନ, ମୁମ୍ବାଇ ଫେରି…

ମୁମ୍ବାଇ,୨୧ା୯: ସୁପରଷ୍ଟାର ସଲମାନ ଖାନ୍‌ ‘ବ୍ୟାଟଲ୍‌ ଅଫ୍‌ ଗଲଓ୍ବାନ’ ଫିଲ୍ମର ଶୁଟିଂରେ ବ୍ୟସ୍ତ। ସେ ଫିଲ୍ମ ପାଇଁ ଲଦାଖରେ ଶୁଟିଂ କରୁଥିଲେ। ଏହି ସମୟରେ ଭାଇଜାନ ଆହତ ହୋଇଥିଲେ। ତଥାପି ସେ ତାଙ୍କ ସିଡ୍ୟୁଲ ଶେଷ କରି ମୁମ୍ବାଇ ଫେରି...

ପଲିଟିକ୍ସକୁ ଓହ୍ଲାଇବେ ସଲମାନ? କ୍ରିପ୍ଟିକ୍‌ ପୋଷ୍ଟକୁ ନେଇ ବଢ଼ିଲା ହଲଚଲ…   

ମୁମ୍ବାଇ: ବଲିଉଡ ପରେ ନୂଆ ଇନିଂସ ଆରମ୍ଭ କରିବେ ଭାଇଜାନ୍‌। ସେଇଟି ହେଲା ରାଜନୀତି। କିଛି ଏଭଳି ଚର୍ଚ୍ଚା ଏବେ ବଢ଼ିବାରେ ଲାଗିଛି। ଏହା ପଛରେ ରହିଛି ସୁପରଷ୍ଟାର ସଲମାନଙ୍କ ଏକ ପୋଷ୍ଟ। ଆଗକୁ ମହାରାଷ୍ଟ୍ରରେ ବିଏମ୍‌ସିର ନିର୍ବାଚନ ହେବାକୁ...

ଶେଷରେ କ୍ରିକେଟ ଦୁନିଆକୁ ଏଣ୍ଟ୍ରି କଲେ ସଲମାନ, ଏହି ଫ୍ରାଞ୍ଚାଇଜିର ହେଲେ ମାଲିକ

ନୂଆଦିଲ୍ଲୀ,୨୫।୬: ଦେଶର ପ୍ରଥମ ଏବଂ ସର୍ବବୃହତ ଟେନିସ-ବଲ T10 କ୍ରିକେଟ ଲିଗ – ଇଣ୍ଡିଆନ ଷ୍ଟ୍ରିଟ ପ୍ରିମିୟର ଲିଗ (ISPL ସିଜିନ ୩) ଏହାର ତୃତୀୟ ସିଜିନ ପୂର୍ବରୁ ଏକ ବଡ଼ ଘୋଷଣା କରିଛି। ବଲିଉଡ ସୁପରଷ୍ଟାର ସଲମାନ ଖାନ...

ଭୟଙ୍କର ରୋଗ ସହ ଲଢୁଛନ୍ତି ସଲମାନ, ହେଲା ବଡ଼ ଖୁଲାସା

ମୁମ୍ବାଇ: ସଲମାନ ଖାନ ବଲିଉଡର ସବୁଠାରୁ ବଡ ସୁପରଷ୍ଟାରମାନଙ୍କ ମଧ୍ୟରୁ ଜଣେ। ସିନେମା ଜଗତକୁ ଅନେକ ହିଟ ଫିଲ୍ମ ଦେଇଛନ୍ତି ଏହି ଅଭିନେତା । ସଲମାନଙ୍କୁ ଏବେ ୫୯ ବର୍ଷ ବୟସ। ବୟସାଧିକ ସତ୍ତ୍ୱେ ଫିଲ୍ମରେ ବହୁତ ସକ୍ରିୟ ଅଛନ୍ତି...

ପହଲଗାମ ଆକ୍ରମଣକୁ ନେଇ ସଲମାନ କହିଲେ ଜଣେ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ହତ୍ୟା କରିବା ଯାହା…

ମୁମ୍ବାଇ,୨୩ା୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଜଣେ ପରେ ଜଣେ ବଲିଉଡ୍‌ ଷ୍ଟାରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସୁଛି। ଶାହରୁଖ ଖାନ୍‌ଙ୍କ ପରେ ଏବେ ସଲମାନ ଖାନ୍‌ ମଧ୍ୟ ଏହି ହୃଦୟ ବିଦାରକ ଆକ୍ରମଣ ଉପରେ ସୋସିଆଲ ମିଡିଆରେ ଏକ ପୋଷ୍ଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri