Ruturaj Gaikwad Net Worth: ୨୯ ବର୍ଷରେ ପଦାର୍ପଣ କଲେ ଋତୁରାଜ ଗାୟକଓ୍ବାଡ, ଜାଣନ୍ତୁ କେତେ ଧନୀ CSK କ୍ୟାପଟେନ
ନୂଆଦିଲ୍ଲୀ,୩୧।୧: ଋତୁରାଜ ଗାୟକୱାଡ ଆଜି ତାଙ୍କର ୨୯ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଭାରତ ପାଇଁ ODI ଏବଂ T20 ରେ ୩୨ ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି, ତାଙ୍କର ଘରୋଇ କ୍ୟାରିଅର ଚମତ୍କାର, ଏବଂ IPL ର ସବୁଠାରୁ ସଫଳ…
ଏବେ ଇଂଲଣ୍ଡ ଟିମ୍ରୁ ଖେଳିବେ ଟିମ୍ ଇଣ୍ଡିଆର ଏହି ଓପନିଂ ବ୍ୟାଟ୍ସମ୍ୟାନ! କହିଲେ ପୂରଣ ହେଲା ସ୍ବପ୍ନ
ନୂଆଦିଲ୍ଲୀ,୧୦।୬: ଆଇପିଏଲ୍ ଶେଷ ହେବା ପରେ ଟିମ୍ ଇଣ୍ଡିଆ ଏବେ ଇଂଲଣ୍ଡରେ ଅଛି। ଏଠାରେ ଦଳ ଖେଳାଯିବାକୁ ଥିବା ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଲାଗି ଅଭ୍ୟାସ କରୁଛି। ଏହି ଟେଷ୍ଟ ସିରିଜ ମଧ୍ୟରେ ଭାରତୀୟ ଟିମ୍ରୁ ଏକ ବଡ଼…
ପୁଣିଥରେ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ହେବା ପରେ ଧୋନୀଙ୍କ ପ୍ରଥମ ପ୍ରତିକ୍ରିୟା
ଚେନ୍ନାଇ,୧୧ା୪: ଏମଏସ. ଧୋନୀ ପୁଣି ଥରେ IPL ରେ ଚେନ୍ନାଇ ସୁପର କିଙ୍ଗସ(CSK)ର ନେତୃତ୍ୱ ନେବେ। ଯେତେବେଳେ CSK ଶୁକ୍ରବାର ଚେନ୍ନାଇରେ 2025 IPL ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଆକ୍ସନ କରିବାକୁ ଓହ୍ଲାଇବ। ଏଠାରେ ସମସ୍ତଙ୍କ ନଜର ସବୁଠାରୁ…
IPL ମଝିରେ ଧୋନୀଙ୍କୁ ପୁଣି ଅଧିନାୟକ କଲା CSK: ଗାୟକ୍ୱାଡ ସିଜିନ୍ରୁ ବିଦା
ଚେନ୍ନାଇ,୧୦।୪: IPL 2025 ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଏକ ବଡ଼ ଝଟକା ଲାଗିଛି। ଦଳର ଅଧିନାୟକ ଋତୁରାଜ ଗାୟକ୍ୱାଡ ଆହତ ହୋଇଛନ୍ତି। ଗାୟକ୍ୱାଡ ଆଘାତ ଏତେ ଗମ୍ଭୀର ଯେ, ସେ ଏହି ସିଜିନରେ ଖେଳିପାରିବେ ନାହିଁ। ଗାୟକ୍ୱାଡଙ୍କ କହୁଣୀରେ ଆଘାତ…
ଚମକିବ ସଞ୍ଜୁ ସାମସନଙ୍କ ଭାଗ୍ୟ
ନୂଆଦିଲ୍ଲୀ,୨୮।୧୨: ଆସନ୍ତା ବର୍ଷ ୨୦୨୪ରେ ଟି-୨୦ ବିଶ୍ୱକପ ଖେଳାଯିବ। ଏହା ପୂର୍ବରୁ ଟିମ ଇଣ୍ଡିଆ ଜାନୁଆରୀରେ ଆଫଗାନିସ୍ତାନ ବିପକ୍ଷରେ ଶେଷ ଟି-୨୦ ସିରିଜ ଖେଳିବ। ଟିମ ଇଣ୍ଡିଆର ଦଳ ଆଫଗାନିସ୍ତାନ ବିପକ୍ଷରେ କିପରି ହେବ ତାହା ଦେଖିବାକୁ ବାକି ରହିଛି। କାରଣ…
ବ୍ୟକ୍ତିଗତ କାରଣରୁ ଦକ୍ଷିଣ ଆଫ୍ରିକାରୁ ଘରକୁ ଫେରିଲେ କୋହଲି; ଟେଷ୍ଟ ସିରିଜରୁ ବାଦ୍ ପଡିଲେ ଗାଏକ୍ୱାଡ
ନୂଆଦିଲ୍ଲୀ,୨୨।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ଟେଷ୍ଟ ପୂର୍ବରୁ ବ୍ୟକ୍ତିଗତ କାରଣରୁ ଘରକୁ ଫେରିଛନ୍ତି ଷ୍ଟାର ବ୍ୟାଟର ବିରାଟ କୋହଲି। ସେହିପରି ଅନ୍ୟତମ ଓପନର ବ୍ୟାଟର ଋତୁରାଜ ଗାଏକ୍ୱାଡ ସମ୍ପୂର୍ଣ୍ଣ ସିରିଜରୁ ବାଦ୍ ପଡିଛନ୍ତି। ଫଳରେ ପ୍ରିଟୋରିଆରେ ଚାଲିଥିବା ତିନି ଦିନିଆ…
ଗାଏକ୍ୱାଡଙ୍କୁ ଏମିତି ଚ୍ୟାଲେଞ୍ଜ ଦେଲେ ଅକ୍ଷର ପଟେଲ: ୬୦ ସେକେଣ୍ଡରେ କରିବାକୁ ହେବ ପୂରଣ: ଦେଖନ୍ତୁ ଭିଡିଓ
ଥିରୁଭାନନ୍ତପୁରମ୍,୨୭।୧୧: ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି। ଦ୍ୱିତୀୟ ମ୍ୟାଚରେ ଭାରତ ୪୪ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ଭାରତୀୟ ଦଳର ବିଜୟ ପରେ ଅକ୍ଷର ପଟେଲ ଋତୁରାଜ ଗାଏକ୍ୱାଡଙ୍କୁ ଏକ ରୋଚକ ଚ୍ୟାଲେଞ୍ଜ ଦେଇଥିଲେ। ଭାରତରେ…
Archives


