Tag Archives: russia

ସାମ୍ନାକୁ ଆସିଲେ ପୁଟିନ୍‌ଙ୍କ ଉତ୍ତରାଧିକାରୀ, ଜାଣନ୍ତୁ କିଏ ?

ନୂଆଦିଲ୍ଲୀ, ୧୦ା୬: ସାରା ବିଶ଼୍ବରେ ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚର୍ଚ୍ଚାର ବିଷୟ ପାଲଟିଥାନ୍ତି। ପୁଟିନ୍‌ଙ୍କ ପରେ କିଏ ତାଙ୍କର ଉତ୍ତରାଧିକାରୀ ହେବ ସେ ନେଇ ଆଲୋଚନା ମଧ୍ୟ ହୁଏ। କିନ୍ତୁ ପୁତିନ୍‌ଙ୍କର ଝିଅ ଥିବା କେହି ହୁଏତ ଜାଣନ୍ତି ନାହିଁ…

ଗଭୀର ହେଉଛି ଋଷ-ଚାଇନା ସମ୍ପର୍କ, ବିଭିନ୍ନ ଚୁକ୍ତିନାମାରେ କଲେ ସ୍ଵାକ୍ଷର

ବେଜିଂ,୧୬ା୫: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉଭୟର ଦେଶର ୭୫ ବର୍ଷ ସମ୍ପର୍କ ପୂର୍ତ୍ତି ଅବସରରେ ବ୍ୟାପକ ରଣନୀତିକ ଭାଗିଦାରୀକୁ ଗଭୀର କରିବା ଉପରେ ମିଳିତ ବିବୃତ୍ତି ଜାରି କରିଛନ୍ତି। ଯାହାଦ୍ୱାରା ଦୁଇ ଦେଶ…

ବହିଷ୍କାର ହେଲେ ଦୁଇ ମନ୍ତ୍ରୀ

କିଭ୍‌,୧୦ା୫: ୟୁକ୍ରେନ ଦୁଇ ବରିଷ୍ଠ ମନ୍ତ୍ରୀଙ୍କୁ ବରଖାସ୍ତ କରିଛି। ୟୁକ୍ରେନ ସଂସଦ ଗୁରୁବାର ଏହାକୁ ଅନୁମୋଦନ କରିଛି। ଉପ ପ୍ରଧାନମନ୍ତ୍ରୀ ଆଲେକ୍‌ଜାଣ୍ଡାର କୁବ୍ରାକୋଭ୍‌ ଏବଂ କୃଷିମନ୍ତ୍ରୀ ମାଇକୋଲା ସୋଲସ୍କିଙ୍କ ବହିଷ୍କାରକୁ ଏମ୍‌ପିମାନେ ସର୍ବସମ୍ମତି କ୍ରମେ ଅନୁମୋଦନ କରିଛନ୍ତି। ଏହା ସହିତ ଉପ…

ମିଳିତ ଜାତିସଂଘରେ ଆମେରିକା-ରୁଷିଆ ମୁହାଁମୁହିଁ

ଓ୍ବାଶିଂଟନ,୨୫ା୪: ମିଳିତ ଜାତିସଂଘରେ ଆମେରିକା ଏବଂ ରୁଷିଆ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। କିଛି ଦିନ ପୂର୍ବରୁ ଏକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ରୁଷିଆ ପୃଥିବୀର କକ୍ଷପଥରେ ଆଣବିକ ଅସ୍ତ୍ର ନିୟୋଜନ କରିବାକୁ ଯୋଜନା କରୁଛି। ଏହି ଦାବିକୁ ରୁଷିଆ…

ଚନ୍ଦ୍ରରେ ଆଣବିକ ରିଆକ୍ଟର ସ୍ଥାପନ କରିବେ ଏହି ଦୁଇ ଦେଶ

ମସ୍କୋ,୬ା୩: ଆସନ୍ତା ୧୦ ବର୍ଷ ମଧ୍ୟରେ ଚନ୍ଦ୍ରରେ ଆଣବିକ ରିଆକ୍ଟର ସ୍ଥାପନ ପାଇଁ ଦୁଇ ଦେଶ ଏକ ପ୍ରକଳ୍ପ ଉପରେ ବିଚାର କରୁଛନ୍ତି। ମହାକାଶ ଉଡ଼ାଣ ଏବଂ ଅନୁସନ୍ଧାନ ପାଇଁ ରୋସ୍‌କୋସ୍ମୋର ସିଇଓ ୟୁରୀ ବୋରିସୋଭ କହିଛନ୍ତି, ଏହି ମିଶନ ସ୍ବୟଂଚାଳିତ…

ପୁଟିନଙ୍କ ନୂଆ ପ୍ରେମିକାକୁ ନେଇ ରୁଷିଆରେ ଚର୍ଚ୍ଚା, ୩୨ ବର୍ଷ ସାନ ଯୁବତୀଙ୍କ ସହ କରୁଛନ୍ତି ରୋମାନ୍ସ

ମସ୍କୋ,୨୧।୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ପୁଣିଥରେ ତାଙ୍କର ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ। ଏବେ ସେ ତାଙ୍କଠାରୁ ୩୨ ବର୍ଷ ସାନ ଯୁବତୀଙ୍କ ପ୍ରେମରେ ପଡ଼ିଥିବା କୁହାଯାଉଛି। ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ୩୯ ବର୍ଷୀୟ ଏକାତେରିନା କାତ୍ୟା ମିଜୁଲିନା ଜଣେ…

ଚାଇନା-ପାକିସ୍ତାନ ସୀମାରେ ବାୟୁସେନା ମୁତୟନ ହେଲା ଶକ୍ତିଶାଳୀ ଏସ-୪୦୦ ମିଶାଇଲ

ନୂଆଦିଲ୍ଲୀ,୩୦/୧୦: ଭାରତୀୟ ବାୟୁସେନା(ଏଆଇଏଫ) ଚାଇନା ଏବଂ ପାକିସ୍ତାନକୁ ଲାଗିଥିବା ସୀମାରେ ତିନି ଶକ୍ତିଶାଳୀ ଏସ-୪୦୦ ଏୟାର ଡିଫେନ୍ସ ମିଶାଇଲ ସିଷ୍ଟମ ମୁତୟନ କରିବା ଆରମ୍ଭ କରିଛି। ଏଭଳି ସ୍ଥିତିରେ ଭାରତ ଏବଂ ଋଷ ଅଧିକାରି ଶେଷ ଦୁଇଟି ମିସାଇଲ ସିଷ୍ଟମ ର…

ଜିନପିଙ୍ଗଙ୍କୁ ଭେଟିଲେ ପୁଟିନ୍‌

ବେଜିଂ,୧୮।୧୦: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ବେଜିଂରେ ସାକ୍ଷାତ କରିଛନ୍ତି। ସାକ୍ଷାତକାରରେ ସେମାନେ ପରସ୍ପର ମଧ୍ୟରେ ବୈଦେଶିକ ନୀତିର ସମନ୍ବୟ ରକ୍ଷା କରିବାକୁ ଆହ୍ବନ ଦେଇଛନ୍ତି। ମସ୍କୋର ୟୁକ୍ରେନ ଉପରେ ଆକ୍ରମଣ ଏବଂ ତାଇୱାନ ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?