Tag Archives: russia

କ୍ୱିଭ ଉପରେ ସବୁଠାରୁ ବଡ଼ ଆକ୍ରମଣ କଲା ରୁଷିଆ, ଯାହା ପୂର୍ବରୁ କେବେ ଦେଖି ନ ଥିବେ

କ୍ୱିଭ,୪।୭: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ପର୍ଯ୍ୟନ୍ତୁ ଥମିବାର ନାଁ ନେଉନି। ଶୁକ୍ରବାର ରାତିରେ ରୁଷିଆ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ସହିତ କ୍ୱିଭକୁ ନିରନ୍ତର ଆକ୍ରମଣ କରି ଟାର୍ଗେଟ କରିଥିଲା, ଯେଉଁଥିରେ ୨୩ ଜଣ ଆହତ…

ତାଲିବାନ ଶାସନକୁ ମଞ୍ଜୁରୀ ଦେଲା ରୁଷିଆ! ଆମେରିକା ସହ ଖେଳିଲେ ପୁଟିନ,ମାଷ୍ଟ୍ରର ଷ୍ଟ୍ରୋକରେ ପାକସ୍ତାନକୁ ବି ହେବ କ୍ଷତି

ମସ୍କୋ,୪।୭: ଭାରତର ଘନିଷ୍ଠ ବନ୍ଧୁ ରୁଷିଆର ଏକ ବଡ଼ ନିଷ୍ପତ୍ତି ପାକିସ୍ତାନକୁ ଆଶ୍ଚର୍ଯ୍ୟ କରିଦେଇଛି। ଆଫଗାନିସ୍ତାନର ତାଲିବାନ ସରକାର ଗୁରୁବାର (ଜୁଲାଇ ୩, ୨୦୨୫)ରେ କହିଛନ୍ତି ଯେ ରୁଷିଆ ଆନୁଷ୍ଠାନିକ ଭାବରେ ଏହାର ଶାସନକୁ ସ୍ବୀକୃତି ଦେବାରେ ପ୍ରଥମ ଦେଶ ହୋଇଛି।…

S-400 କିଣିବ ପାକିସ୍ତାନ? ରୁଷିଆର ବଡ଼ ଲିଙ୍କ୍‌, ଭାରତକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨।୭: ତୁର୍କୀ ଆମେରିକାରୁ F-35 ଯୁଦ୍ଧବିମାନ କିଣିବା ପାଇଁ ରୁଷିଆ ନିର୍ମିତ S-400 ଏୟାର ଡିଫେନ୍ସ ସିଷ୍ଟମକୁ ବିକ୍ରି କରିବାକୁ ଯୋଜନା କରୁଛି ବୋଲି ଖବର ଆସିଛି। ଏହି ପ୍ରସଙ୍ଗରେ ପାକିସ୍ତାନ ଏକ ସମ୍ଭାବ୍ୟ କ୍ରେତା ଭାବେ ଚର୍ଚ୍ଚାରେ ରହିଛି, ଯାହା…

ମୋଦିଙ୍କୁ ଜୋରଦାର୍‌ ଝଟ୍‌କା ଦେଲେ ଟ୍ରମ୍ପ: ଭାରତ ଉପରେ ପଡ଼ିବ ବଡ଼ ପ୍ରଭାବ

ଓ୍ବାଶିଂଟନ,୨।୭: ଆମେରିକାରେ ଏକ ନୂତନ ବିବାଦ ସୃଷ୍ଟି ହୋଇପାରେ। ରିପବ୍ଲିକାନ ସେନେଟର୍‌ ଲିଣ୍ଡସେ ଗ୍ରାହାମ କହିଛନ୍ତି, ଆମେରିକା ସିନେଟରେ ଏକ ପ୍ରସ୍ତାବିତ ବିଲ ଆଗତ ହୋଇଛି, ଯାହାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥନ ମିଳିଛି। ଏହି ବିଲ ଅନୁଯାୟୀ, ରୁଷିଆ ସହିତ…

ଇରାନକୁ ନିରାଶ କଲା ରୁଷିଆ, ଖାମେନେଇ ଆମେରିକା ବିରୁଦ୍ଧରେ ଅଧିକ ସମର୍ଥନ ପାଇଁ ପୁଟିନଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ,୨୩।୬: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇ ଆମେରିକାର ସାମ୍ପ୍ରତିକ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଅଧିକ ସମର୍ଥନ ପାଇଁ ଏକ ଚିଠି ଲେଖିଥିବା ରିପୋର୍ଟରୁ ଜଣାପଡ଼ିଛି। ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଘଚିଙ୍କୁ ଏହି…

ରୁଷିଆ,ଚାଇନାର ନିନ୍ଦା

ମସ୍କୋ/ବେଜିଂ,୨୩ା୬: ଇରାନର ୩ଟି ଆଣବିକ କେନ୍ଦ୍ର ଉପରେ ଆମେରିକାର ଆକ୍ରମଣକୁ ରୁଷିଆ ଦାୟିତ୍ୱହୀନତା କହି କଡ଼ା ନିନ୍ଦା କରିଥିବାବେଳେ ଏହା ଅନ୍ତର୍ଜାତୀୟ ଆଇନ, ଜାତିସଂଘ ଚାର୍ଟର ଏବଂ ଜାତିସଂଘ ସୁରକ୍ଷା ପରିଷଦ ସଂକଳ୍ପନାମାର ଗୁରୁତର ଉଲ୍ଲଂଘନ ବୋଲି କହିଛି। ସେହିପରି ଚାଇନା…

ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଭାରତର ମାଷ୍ଟରଷ୍ଟ୍ରୋକ୍‌, ରୁଷିଆ ସହ ମିଶି କରିଦେଲା ଏଭଳି …!

ନୂଆଦିଲ୍ଲୀ,୨୨।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ତୈଳ ବଜାରରେ ହଇଚଇ ସୃଷ୍ଟି କରିଛି। କିନ୍ତୁ ଏହି ସମୟରେ ଭାରତ ରୁଷିଆରୁ ତୈଳ ଆମଦାନୀ ବୃଦ୍ଧି କରି ମଧ୍ୟପ୍ରାଚ୍ୟର ଅନେକ ବଡ଼ ଦେଶକୁ ପଛରେ ପକାଇଛି। ଜୁନରେ,…

ଧ୍ୱଂସ  ହୋଇଯିବ ୟୁକ୍ରେନ! ରୁଷିଆକୁ ୨୦୦ ବର୍ଷର ପୁରୁଣା ଅସ୍ତ୍ର ଦେଲା ଉତ୍ତର କୋରିଆ  

ମସ୍କୋ,୬।୬: ୟୁକ୍ରେନ ଯୁଦ୍ଧରେ ରୁଷିଆକୁ ସାହାଯ୍ୟ କରିବା ପାଇଁ ଉତ୍ତର କୋରିଆ ଏବେ ସାଂଘାତିକ ଅସ୍ତ୍ର ପଠାଉଛି। ସେସବୁ କେବଳ ଆଧୁନିକ କିମ୍ବା ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଉନ୍ନତ ନୁହେଁ ବରଂ ସେଗୁଡ଼ିକ ୧୯୮୦ ଦଶକ ପୂର୍ବରୁ ତିଆରି ହୋଇଥିଲା। ଅସ୍ତ୍ରଗୁଡ଼ିକ କେବଳ…

ବଦ୍‌ଲା ନେଲା ରୁଷିଆ: ଦୋହଲିଗଲା ୟୁକ୍ରେନ, ଭାବପ୍ରବଣ ହୋଇଗଲେ ଜେଲେନ୍‌ସ୍କି

ମସ୍କୋ,୬।୬: ୨୦୨୨ ମସିହାରୁ ଚାଲିଥିବା ରୁଷିଆ-ୟୁକ୍ରେନ ଯୁଦ୍ଧ ଏବେ ୨୦୨୫ରେ ଅଧିକ ଆକ୍ରମଣାତ୍ମକ ହେବା ପରି ମନେ ହେଉଛି। ୟୁକ୍ରେନର ଆକ୍ରମଣ ପରେ ରୁଷିଆ ବି ବଦ୍‌ଲା ନେଇଛି। ରୁଷିଆ ୪୦୦ରୁ ଅଧିକ ଡ୍ରୋନ ଏବଂ ୪୦ରୁ ଅଧିକ ବାଲିଷ୍ଟିକ ମିଶାଇଲ୍‌…

ଋଷିଆର ବିଶ୍ୱ ଯୁଦ୍ଧ ୩ ଚେତାବନୀ, ସାରା ବିଶ୍ୱରେ ଚହଳ

ମସ୍କୋ/ୱାଶିଂଟନ,୨୮।୫: ପୂର୍ବତନ ଋଷିଆ ରାଷ୍ଟ୍ରପତି ତଥା ବର୍ତ୍ତମାନ ରୁଷ ସୁରକ୍ଷା ପରିଷଦର ଉପାଧ୍ୟକ୍ଷ ଦିମିତ୍ରୀ ମେଦଭେଦେଭ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ କଠୋର ଚେତାବନୀ ଦେଇଛନ୍ତି। ଟ୍ରମ୍ପଙ୍କ ଦ୍ୱାରା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସମାଲୋଚନା କରାଯିବା ପରେ ମେଦଭେଦେଭ…

ଆମେରିକାକୁ ଧମକ ଦେଲା ଋଷିଆ, ଶୀତଳ ଯୁଦ୍ଧ ଆରମ୍ଭ!

ଓ୍ବାଶିଂଟନ୍‌,୨୮।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଚାଲିଥିବା ରାଜନୈତିକ ବିବାଦ ଏବେ ସାର୍ବଜନୀନ ଧମକ ସ୍ତରରେ ପହଞ୍ଚିଛି। ଏପରି ଦେଖାଯାଉଛି ଯେ ଚୁକ୍ତି ପ୍ରସ୍ତୁତକାରୀ ଟ୍ରମ୍ପ ଏବଂ ପୁଟିନଙ୍କ ମଧ୍ୟରେ ବନ୍ଧୁତା ଭାଙ୍ଗିବାକୁ…

ପୁଟିନଙ୍କ ଉପରେ ରାଗିକି ନିଆଁବାଣ ଟ୍ରମ୍ପ: କହିଲେ, ସେ ଜଣେ ପାଗଳ

ଓ୍ବାଶିଂଟନ,୨୬।୫:ରୁଷିଆ ପୁଣି ଥରେ ୟୁକ୍ରେନକୁ ଟାର୍ଗେଟ କରିଛି। ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ବିମାନ ଆକ୍ରମଣରେ ଏହା ମିଶାଇଲ୍‌ ଏବଂ ଡ୍ରୋନ ବ୍ୟବହାର କରି ଆକ୍ରମଣ କରିଛି। ଏହି ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିକ୍ରିୟା ଦେଇଛନ୍ତି। ଟ୍ରମ୍ପ ରୁଷିଆ ରାଷ୍ଟ୍ରପତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri