ନୂଆଁଖାଇ ପୂର୍ବରୁ ସମ୍ପନ୍ନ ହେଲା ରୁଗିବଲା ଯାତ୍ରା, ଛେଳି-କୁକୁଡ଼ା ବଳି…. ରିଷିଡା,୮।୯(ସୁଶାନ୍ତ ମଲ୍ଲିକ): ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଁଖାଇ ଆଉ ଦିନ କେଇଟା ପରେ ପାଳନ କରାଯିବ । ଏହି ଉପଲକ୍ଷେ କଳାହାଣ୍ତି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତ ସମେତ ରିଷିଡା ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି । ଗ୍ରାମାଞ୍ଚଳରେ ଘରସଫେଇ…