ରଣଜୀରେ ଲଗାତାର ଦ୍ୱିତୀୟ ଥର ପାଇଁ ଫେଲ୍ ହେଲେ ରୋହିତ, ଏଥର ଦ୍ରାବିଡଙ୍କ ବୋଲର୍ ନେଲେ ଉଇକେଟ
ନୂଆଦିଲ୍ଲୀ,୨୪।୧: ପୂର୍ବଭଳି ଖେଳିପାରୁନାହାନ୍ତି ଅଧିନାୟକ ରୋହିତ ଶର୍ମା। ଅନ୍ତର୍ଜାତୀୟ କ୍ରିକେଟରେ ଫେଲ୍ ହେବା ପରେ ଏବେ ସେ ଘରୋଇ କ୍ରିକେଟ ଖେଳୁଛନ୍ତି। ହେଲେ ରଣଜୀ ଟ୍ରଫିର ଦୁଇଟିଯାକ ମ୍ୟାଚ୍ରେ ସେ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଛନ୍ତି। ଜମ୍ମୁ-କଶ୍ମୀର ବିପକ୍ଷ ପ୍ରଥମ…
ଟିମ୍ ଇଣ୍ଡିଆରେ ହେଲା ବଡ଼ ପରିବର୍ତ୍ତନ: ବିରାଟଙ୍କୁ ମିଳିଲା ବଡ଼ ଦାୟିତ୍ୱ
ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡ଼ର-ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ପାଇଁ ଭାରତ ଟେଷ୍ଟ ଅଧିନାୟକ ରୋହିତ ଶର୍ମାଙ୍କୁ ‘ବିଶ୍ରାମ’ ଦିଆଯାଇଛି। ତାଙ୍କ ସ୍ଥାନରେ ବରିଷ୍ଠ ବୋଲର ଜସପ୍ରୀତ ବୁମ୍ରା ସିଡନରେ (ଏସସିଜି) ଭାରତୀୟ ଦଳ ନେତୃତ୍ୱ ନେବାର ସମ୍ଭାବନା…
ଗମ୍ଭୀର, ରୋହିତ ଶର୍ମାଙ୍କୁ ଟ୍ୟୁସନ୍ କରିବ ବିସିସିଆଇ; ଅଶ୍ବିନୀଙ୍କ ଅବସର ପାଲଟିବ ହଟ୍ ଟପିକ୍
ନୂଆଦିଲ୍ଳୀ,୧।୧: ୨୦୨୪ ବର୍ଷ ଭାରତୀୟ କ୍ରିକେଟ୍ ଦଳ ପାଇଁ ନୈରାଶ୍ୟଜନକ ଫଳାଫଳ ସହିତ ଶେଷ ହୋଇଛି। ଯାହା ଫଳରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ଯୋଗ୍ୟତା ହରାଇପାରେ। ପ୍ରଥମେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଘରୋଇ ମାଟିରେ ମୂଳପୋଛ ଏବଂ ପରେ ଆଡିଲେଡ ଏବଂ…
ଆଉ ଚାଲୁନି ବ୍ୟାଟ! ସିଡନୀ ଟେଷ୍ଟ ପରେ ଅବସର ନେବେ ରୋହିତ: ରିପୋର୍ଟ
ନୂଆଦିଲ୍ଲୀ,୩୦।୧୨: ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ନେଇ ‘ନିଜର ନିଷ୍ପତ୍ତି ନେଇସାରିଛନ୍ତି’। ସିଡନୀରେ ୨୦୨୪-୨୫ ବର୍ଡ଼ର-ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟ ପରେ ଯଦି ଭାରତ ୨୦୨୫ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି) ରେ ପ୍ରବେଶ କରିବାରେ ବିଫଳ ହୁଏ ତେବେ…
ଅବସର ନେବେ ରୋହିତ ଶର୍ମା! ଆଉଟ ହେଲା ପରେ ଦେଲେ ଏପରି ସଂକେତ
ନୂଆଦିଲ୍ଲୀ,୧୭।୧୨: ଟି-୨୦ ବିଶ୍ୱକପ ପରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ବର୍ତମାନ ଚାଲିଥିବା ବର୍ଡ଼ର-ଗାଭାସ୍କର ଟ୍ରଫିରେ ମଧ୍ୟ ରୋହିତଙ୍କ ବ୍ୟାଟ ଶାନ୍ତ ରହିଛି। ଏହାରି ମଧ୍ୟରେ ମଙ୍ଗଳବାର ରୋହିତ ଗାବା ଟେଷ୍ଟରେ ଏପରି କିଛି କରିଛନ୍ତି,…
ଟିମ୍ ସହିତ ଅଷ୍ଟ୍ରେଲିଆ ଯିବେ ନାହିଁ ରୋହିତ; ପ୍ରଥମ ଟେଷ୍ଟ ନ ଖେଳିବା ଆଶଙ୍କା
ନୂଆଦିଲ୍ଲୀ,୧୦।୧୧: ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ସହିତ ଯିବେ ନାହିଁ। ନଭେମ୍ବର ୧୧ କିମ୍ବା ୧୨ ତାରିଖରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଯିବାକୁ ଥିବା ବେଳେ ସେଥିରେ ରୋହିତ ଯାଉ ନାହାନ୍ତି ବୋଲି ବିସିସିଆଇ ବିଶ୍ୱସ୍ତ…
ବିସିସିଆଇ ଟାର୍ଗେଟରେ ସିନିୟର: ୨ ଖେଳାଳିଙ୍କୁ ଦେଇପାରେ ଅବସର
ମୁମ୍ବାଇ,୩ା୧୧: ସିରିଜ୍ ହ୍ବାଇଟ୍ ଓ୍ବାଶ୍ ପରେ ବିସିସିଆଇର ନଜର କିଛି ସିନିୟର ଖେଳାଳିଙ୍କ ଉପରେ ରହିଛି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ଶେଷ ହେବା ପରେ ସିନିୟର ଖେଳାଳି ଦଳରୁ ବାହାର ହୋଇପାରନ୍ତି ବୋଲି ଆଲୋଚନା ହେଉଛି। ବିସିସିଆଇ ରାଡାରରେ ବିରାଟ କୋହଲି,…
ଭାରତକୁ ବଡ଼ ଝଟକା: ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ମ୍ୟାଚ୍ ନ ଖେଳିପାରନ୍ତି ରୋହିତ, ଜାଣନ୍ତୁ କାରଣ…
ନୂଆଦିଲ୍ଲୀ,୧୦।୧୦: ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳ ପାଇଁ ଆସିଛି ଖରାପ ଖବର। ବ୍ୟକ୍ତିଗତ କାରଣରୁ ଅଷ୍ଟ୍ରେଲିଆରେ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ ରେ ଅଧିନାୟକ ରୋହିତ ଶର୍ମା ଖେଳି ନ ପାରନ୍ତି। ଭାରତୀୟ ଦଳ ଅଷ୍ଟ୍ରେଲିଆରେ…
ରୋହିତଙ୍କ ପାଖରେ ବଡ଼ ସୁଯୋଗ, ଏତିକି ରନ୍ରେ ପଛରେ ପଡ଼ିବେ ଜୋ ରୁଟ୍
ନୂଆଦିଲ୍ଲୀ, ୧୮।୦୮: ଭାରତ ଏବଂ ବାଂଲାଦେଶ ମଧ୍ୟରେ ସେପ୍ଟେମ଼୍ବରରେ ଦୁଇଟି ଟେଷ୍ଟ୍ ମ୍ୟାଚ୍ ହେବାକୁ ଯାଉଛି । ଦୁଇ ଦଳ ମଧ୍ୟରେ ପ୍ରଥମ ମ୍ୟାଚ ସେପ୍ଟେମ୍ବର ୧୯ ରୁ ଆରମ୍ଭ ହେବ । ଏହି ଦୁଇ ଟେଷ୍ଟ ମ୍ୟାଚ ବିଶ୍ୱ ଟେଷ୍ଟ…
ବାଂଲାଦେଶ ବିପକ୍ଷରେ ଖେଳିବ ଭାରତ, ଜାଣନ୍ତୁ କେବେ କେବେ ରହିଛି ମ୍ୟାଚ୍
ନୂଆଦିଲ୍ଲୀ, ୧୧।୦୮: ଭାରତୀୟ କ୍ରିକେଟ୍ ଟିମ୍ ନିକଟରେ ଶ୍ରୀଲଙ୍କା ବିପକ୍ଷ ସିରିଜ୍ ଶେଷ କରିଛି। ଟି-୨୦ ସିରିଜ୍ ୩-୦ରେ ବିଜୟ ପରେ ୱାନ୍ଡେ ସିରିଜ୍ରେ ୦-୨ରେ ଶ୍ରୀଲଙ୍କା ଠାରୁ ପରାସ୍ତ ହୋଇଥିଲା ଟିମ୍ ଇଣ୍ଡିଆ । ବର୍ତ୍ତମାନ ଗୋଟିଏ ମାସ ପର୍ଯ୍ୟନତ…
ସିରିଜ୍ ହାରିବା ପରେ ବି ୱାନ୍ଡେରେ କମାଲ୍ କରିଛନ୍ତି ରୋହିତ୍, ଏହି ଲିଷ୍ଟ୍ରେ ସବୁଠାରୁ ଆଗରେ…
ନୂଆଦିଲ୍ଲୀ, ୦୮।୦୮: ଶ୍ରୀଲଙ୍କାରେ ଖେଳାଯାଇଥିବା ୱାନ୍ଡେ ସିରିଜ୍ରେ ଭାରତର ଶୋଚନୀୟ ପରାଜୟ ହୋଇଛି । ଶ୍ରୀଲଙ୍କା ଏହି ସିରିଜ୍କୁ ୨-୦ ରେ ପୋଛି ନେଇଛି । ପ୍ରଥମ ମ୍ୟାଚ୍ ଟାଇ ରହିଥିବା ବେଳେ ଦ଼୍ବିତୀୟ ମ୍ୟାଚ୍ ୩୨ ରନ୍ରେ ଏବଂ ତୃତୀୟ…
ରୋହିତଙ୍କ ପାଖରେ ବଡ଼ ସୁଯୋଗ, ଭାଙ୍ଗି ପାରନ୍ତି କ୍ରିସ୍ ଗେଲ୍ଙ୍କ ରେକର୍ଡ
ନୂଆଦିଲ୍ଲୀ, ୦୭।୦୮: ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ୱାନ୍ଡେ ସିରିଜ୍ର ଆଜି ଶେଷ ଦିନ ଅର୍ଥାତ ଆଜି ଶେଷ ମ୍ୟାଚ୍ । ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ଟାଇ ହୋଇଯାଇଥିଲା । ଦ଼୍ବିତୀୟ ମ୍ୟାଚ୍ ୩୨ ରନ୍ରେ ଶ୍ରୀଲଙ୍କା ବିଜୟୀ…
Archives


