ଆଇପିଏଲ୍ ପୂର୍ବରୁ ସମାଲୋଚକଙ୍କ ମୁହଁ ବନ୍ଦ କଲେ ରିୟାନ୍ ପରାଗ, ରଣଜୀରେ ହାସଲ କଲେ ଦ୍ରୁତତମ ଶତକ ନୂଆଦିଲ୍ଲୀ,୮।୧: ଆସାମ କ୍ରିକେଟର ରିୟାନ ପରାଗ ଇତିହାସ ସୃଷ୍ଟି କରିଛନ୍ତି। ରଣଜୀ ଟ୍ରଫି ମ୍ୟାଚରେ ରିୟାନ୍ ମାତ୍ର ୫୬ ବଲରେ ଶତକ ହାସଲ କରିଥିଲେ। ଛତିଶଗଡ ବିପକ୍ଷ ମ୍ୟାଚରେ ସେ ଏହି ସଫଳତା ହାସଲ କରିଛନ୍ତି। ରଣଜୀ ଟ୍ରଫି ଇତିହାସରେ...