Tag Archives: rishabh pant

ଗାଭାସ୍କର କହିଲେ ଟଙ୍କା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଛାଡିଛନ୍ତି ଋଷଭ ପନ୍ତ

ନୂଆଦିଲ୍ଲୀ,୧୯।୧୧: ଆଇପିଏଲ ୨୦୨୫ ପାଇଁ ହେବାକୁ ଥିବା ନିଲାମୀ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଏହାର ରିଟେନସନ୍ ତାଲିକା ଜାରି କରିଛି। ଏଥିରେ ଦଳର ପୂର୍ବତନ ଅଧିନାୟକ ଋଷଭ ପନ୍ତଙ୍କ ନାମ ନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ତେବେ କେଉଁ କାରଣରୁ ପନ୍ତଙ୍କୁ…

ଆଇପିଏଲ ମେଗା ନିଲାମୀରେ ସାମିଲ ହେବେ ଋଷଭ ପନ୍ତ! ଆରସିବିରେ ସାମିଲ କରିବାକୁ ବିରାଟ ଆଗ୍ରହୀ

ନୂଆଦିଲ୍ଲୀ,୨୪।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଆଗାମୀ ସିଜିନ୍ ପାଇଁ ଖୁବଶୀଘ୍ର ମେଗା ନିଲାମ ହେବାକୁ ଯାଉଛି। ରିପୋର୍ଟ ଅନୁସାରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ତଥା ଭାରତୀୟ ଦଳର ଷ୍ଟାର ଉଇକେଟ ବ୍ୟାଟର ଋଷଭ ପନ୍ତ ନିଲାମୀରେ ସାମିଲ ହୋଇପାରନ୍ତି। ଋଷଭ…

ଦିଲ୍ଲୀ କ୍ୟାପିଟାଲ୍ସ ଛାଡ଼ିପାରନ୍ତି ଋଶଭ ପନ୍ତ! ଏହି ଦଳରେ ଯୋଗଦେଇପାରନ୍ତି

ନୂଆଦିଲ୍ଲୀ, ୨୦ା୭: ଭାରତୀୟ କ୍ରିକେଟ୍ ଦଳର ୱିକେଟ୍ କିପର ବ୍ୟାଟର ଋଷଭ ପନ୍ତ ଆଇପିଏଲ୍ ୨୦୨୫ ପୂର୍ବରୁ ଘରୋଇ ଟିମ୍ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଛାଡ଼ିପାରନ୍ତି। ଦୈନିକ ଜାଗରଣ ରିପୋର୍ଟ ଅନୁଯାୟୀ ଟିମ୍ ନିର୍ଦ୍ଦେଶକ ସୌରଭ ଗାଙ୍ଗୁଲିଙ୍କ ସମର୍ଥନ ସତ୍ତ୍ୱେ ଡିସି ମେଗା…

ଲାଇଭ୍‌ ମ୍ୟାଚ୍‌ରେ ପନ୍ତ ଏଭଳି କରି ନ ଥିଲେ ଚାମ୍ପିୟନ ହୋଇପାରି ନ ଥାନ୍ତା ଟିମ୍‌ ଇଣ୍ଡିଆ? ଜାଣନ୍ତୁ କିଭଳି ବଦଳିଲା ସମୀକରଣ…

ନୂଆଦିଲ୍ଲୀ,୩୦।୬: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଫାଇନାଲ ମୁକାବିଲା ବେଶ ରୋମାଞ୍ଚକର ଥିଲା। କାରଣ ମ୍ୟାଚ୍‌ରେ ଉତ୍‌ଥାନ ପତନ ଭରି ରହିଥିଲା। ଗୋଟିଏ ସମୟରେ ଦକ୍ଷିଣ ଆଫ୍ରିକା ହାତକୁ ମ୍ୟାଚ୍‌ ଚାଲିଯିବା ପରି ମନେ ହୋଇଥିଲେ ହେଁ କିଛି…

ଋଷଭ ପନ୍ତ ଗୋଟିଏ ମ୍ୟାଚ୍ ନିଲମ୍ବିତ, ବଡ଼ ମ୍ୟାଚ୍ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟକା

ନୂଆଦିଲ୍ଲୀ,୧୧।୫: ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ମନ୍ଥର ଓଭର ହାର ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଋଷଭ ପନ୍ତଙ୍କୁ ଗୋଟିଏ ମ୍ୟାଚ୍ ନିଲମ୍ବନ ଏବଂ ୩୦ ଲକ୍ଷ ଟଙ୍କା ଜୋରିମାନା କରାଯାଇଛି। ଏହି ସିଜିନରେ ଦିଲ୍ଲୀର ଏହା ତୃତୀୟ ଅପରାଧ ହୋଇଥିବାରୁ…

ଖୁବଶୀଘ୍ର ଭାରତୀୟ ଟିମ୍କୁ ଫେରୁଛନ୍ତି ଋଷଭ ପନ୍ତ, ବିଶ୍ୱକପ ଦଳରେ ହୋଇପାରନ୍ତି ସାମିଲ

ନୂଆଦିଲ୍ଲୀ,୯।୩: ଆସନ୍ତା ଟି -୨୦ ବିଶ୍ୱକପ ପାଇଁ ଭାରତୀୟ ଟିମ୍ ଏପ୍ରିଲ୍ ଶେଷରେ କିମ୍ବା ମେ’ର ପ୍ରଥମ ସପ୍ତାହରେ ଚୟନ ହେବାର ସମ୍ଭାବନା ରହିଛି। ନିର୍ଦ୍ଦିଷ୍ଟ ଖେଳାଳିଙ୍କ ଚୟନ ଚାଲିଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ସେମାନଙ୍କ ପ୍ରଦର୍ଶନ ଉପରେ…

Video: ୪୫୪ ଦିନ ପରେ କ୍ରିକେଟ ମଇଦାନକୁ ଫେରିଲେ ଋଷଭ ପନ୍ତ

ନୂଆଦିଲ୍ଲୀ,୨୩।୩: ଦୀର୍ଘ ୪୫୪ ଦିନର ବ୍ୟବଧାନ କ୍ରିକେଟ ମଇଦାନକୁ ଫେରିଛନ୍ତି ଋଷଭ ପନ୍ତ। ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୪ରେ ପଞ୍ଜାବ କିଙ୍ଗସ ବିପକ୍ଷରେ ସେ ପ୍ରତ୍ୟାବର୍ତନ କରିଛନ୍ତି। ଏହି ମ୍ୟାଚରେ ପଞ୍ଜାବ ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି…

ବୋର୍ଡର କ୍ଲିନ୍‌ ଚିଟ୍‌ ପରେ ଆଇପିଏଲ୍‌ରେ ପନ୍ତ ତୁଲାଇବେ ‘ଡବଲ୍‌ ରୋଲ୍‌’

ନୂଆଦିଲ୍ଲୀ,୧୨।୩: ଆଇପିଏଲ୍‌ ୨୦୨୪ରେ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ଖେଳିବେ କି ନାହିଁ ତାହା ଉପରେ ଚାଲିଥିବା ସସପେନ୍ସ ଏବେ ଶେଷ ହୋଇଛି। ବିସିସିଆଇ ପକ୍ଷରୁ ପନ୍ତଙ୍କୁ ନେଇ ବଡ଼ ଅପ୍‌ଡେଟ୍‌ ଦିଆଯାଇଛି। ଯେଉଁଥିରେ ସେ ଆଇପିଏଲ୍‌ର ୧୭ତମ ସିଜନରେ…

ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ବଡ଼ ଖବର, ଆଇପିଏଲ୍ ୨୦୨୪ ଖେଳିବାକୁ ଋଷଭ ପନ୍ତଙ୍କୁ ମିଳିଲା ଗ୍ରୀନ୍ ସିଗନାଲ

ନୂଆଦିଲ୍ଲୀ,୧୦।୩: ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଅଧିନାୟକ ଋଷଭ ପନ୍ତଙ୍କୁ ବେଙ୍ଗାଲୁରୁର ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ) ରୁ ଗ୍ରୀନ୍ ସିଗନାଲ ମିଳିଛି। ଅର୍ଥାତଋଷଭ ଏବେ ମ୍ୟାଚ୍ ଖେଳିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ମିଡ଼ିଆ ରିପୋର୍ଟ ଅନୁଯାୟୀ ଏନସିଏ ଋଷଭଙ୍କୁ ସମ୍ପୂର୍ଣ୍ଣ ଫିଟ୍ ଫିଟନେସ୍…

ମାତ୍ର ୨୨ ବର୍ଷରେ ଇତିହାସ ରଚିଲେ ଯଶସ୍ବୀ ଜୟସ୍ବାଲ

ନୂଆଦିଲ୍ଲୀ,୧୬।୧: ଭାରତର ତାରକା ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲ ୨୨ ବର୍ଷ ବୟସରେ ଇତିହାସ ସୃଷ୍ଟି କରିଛନ୍ତି। ୨୨ ବର୍ଷ ବୟସରେ ଅନ୍ତର୍ଜାତୀୟ ଟି-୨୦ରେ ୫ ଥର ୫୦ରୁ ଅଧିକ ରନ ସ୍କୋର କରିଥିବା ଜୟସ୍ବାଲ ପ୍ରଥମ ଭାରତୀୟ ଖେଳାଳି ହୋଇଛନ୍ତି। ଆଫଗାନିସ୍ତାନ…

ଫେରିବେ ପନ୍ଥ

ନୂଆଦିଲ୍ଲୀ,୧୨।୧୨: ଋଷଭ ପନ୍ଥ ଆଇପିଏଲ ୨୦୨୪ରୁ କ୍ରିକେଟ ମଇଦାନକୁ ଫେରିବେ। ସେ ପୁଣି ଥରେ ଦିଲ୍ଲୀ କ୍ୟାପିଟାଲ୍ସର କମାଣ୍ଡ ନେଉଥିବାର ନଜର ଆସିବେ। ଦିଲ୍ଲୀ କ୍ୟାପିଟାଲ୍ସ ନିଜେ ଏହା କହିଛି। ଡିସି ମ୍ୟାନେଜମେଣ୍ଟ କହିଛି ଯେ ପ୍ରାୟ ଏକ ବର୍ଷ ଧରି…

ଋଷଭ ପନ୍ତଙ୍କୁ ନେଇ ବଡ଼ ଅପ୍‌ଡେଟ୍‌: ଏହି ସିରିଜରୁ…

ନୂଆଦିଲ୍ଲୀ,୨୯।୧୦: ଭାରତୀୟ କ୍ରିକେଟ ଟିମ୍‌ର ଯୁବ ଉଇକେଟକିପର-ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ଖୁବ୍‌ଶୀଘ୍ର ମଇଦାନକୁ ଫେରିପାରନ୍ତି। ଏବେ ତାଙ୍କ ଫିଟ୍‌ନେସକୁ ନେଇ ବଡ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ସେ ଏବେ ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନ୍‌ସିଏ)ରେ ଅଭ୍ୟାସ କରୁଥିବା ବେଳେ ଚଳିତ ବର୍ଷ ଶେଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri