ଟିମ୍ ଇଣ୍ଡିଆକୁ ଫେରିବେ ରିଙ୍କୁ ସିଂ, ପିତାଙ୍କୁ ହରାଇଥିବା ସତ୍ତ୍ୱେ ଦେଶ ପାଇଁ ନେଲେ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ,୨୭।୨: ଭାରତୀୟ କ୍ରିକେଟର ଯୁବ ତାରକା ରିଙ୍କୁ ସିଂ ବର୍ତ୍ତମାନ ନିଜ ଜୀବନର ସବୁଠାରୁ କଷ୍ଟକର ସମୟ ଦେଇ ଗତି କରୁଛନ୍ତି। ଟି-୨୦ ବିଶ୍ୱକପ ୨୦୨୬ ଅଭିଯାନ ମଧ୍ୟରେ ରିଙ୍କୁ ନିଜ ପିତାଙ୍କୁ ହରାଇଛନ୍ତି। କିନ୍ତୁ ଏହି ବଡ଼ ବ୍ୟକ୍ତିଗତ କ୍ଷତି…
ପିତାଙ୍କ ଅସମୟରେ ଦେହାନ୍ତ, ଘୁଞ୍ଚିଯିବକି ରିଙ୍କୁ-ପ୍ରିୟାଙ୍କ ବିବାହ? ଜାଣନ୍ତୁ କେବେ ହାତକୁ ଦି ହାତ ହୋଇଥାଆନ୍ତେ କ୍ରିକେଟର
ନୂଆଦିଲ୍ଲୀ,୨୭।୨: ଭାରତୀୟ କ୍ରିକେଟର ରିଙ୍କୁ ସିଂହ ଏବଂ ତାଙ୍କ ଭାବି ପତ୍ନୀ ପ୍ରିୟା ସରୋଜଙ୍କ ପରିବାର ବର୍ତ୍ତମାନ ଏକ ଦୁଃଖଦ ଘଟଣା ପାଇଁ ଦୁଃଖରେ ଅଛନ୍ତି। ୨୭ ଫେବୃଆରୀ ସକାଳେ ରିଙ୍କୁଙ୍କ ବାପାଙ୍କ ମୃତ୍ୟୁ ସମୟରେ ଘରେ ବିବାହ ପ୍ରସ୍ତୁତି ଚାଲିଥିଲା,…
ରିଙ୍କୁ ସିଂଙ୍କ ବିବାହକୁ ନେଇ ଆସିଲା ବଡ଼ ଖବର, ପ୍ରିୟା ସରୋଜଙ୍କ ସହ ଏହି ଦିନ ପଡ଼ିବ ହାତଗଣ୍ଠି
ନୂଆଦିଲ୍ଲୀ,୯।୨: ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟସମ୍ୟାନ ରିଙ୍କୁ ସିଂ ଖୁବ୍ ଶୀଘ୍ର ପଡ଼ିଆ ବାହାରେ ଏକ ନୂତନ ଯାତ୍ରା ଆରମ୍ଭ କରିବେ। ଉତ୍ତର ପ୍ରଦେଶର ଜୌନପୁରର ସମାଜବାଦୀ ପାର୍ଟି ଏମପି ପ୍ରିୟା ସରୋଜଙ୍କ ସହ ତାଙ୍କର ବିବାହ ହେବ ।…
ପ୍ରଥମ ଟି-୨୦: ଅଭିଷେକ ଓ ରିଙ୍କୁଙ୍କ ଧୂଆଁଧାର ବ୍ୟାଟିଂ, ନ୍ୟୁଜିଲାଣ୍ଡକୁ ୪୮ ରନ୍ରେ ହରାଇଲା ଭାରତ
ନାଗପୁର,୨୧।୧: ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଅନୁଷ୍ଠିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ, ନ୍ୟୁଜିଲାଣ୍ଡକୁ ୪୮ ରନ୍ରେ ପରାସ୍ତ କରିଛି। ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ଭାରତ ସିରିଜ୍ରେ…
ରିଙ୍କୁ ସିଂହଙ୍କ ବିରୋଧରେ FIR ଦାବି: ଦେବଦେବୀଙ୍କ ଅପମାନ ଅଭିଯୋଗରେ ଉତ୍ତେଜନା
ନୂଆଦିଲ୍ଲୀ,୧୯।୧: ଭାରତୀୟ କ୍ରିକେଟର ରିଙ୍କୁ ସିଂହ ବିବାଦୀୟ ଭିଡିଓ ସୋସିଆଲ ମିଡିଆରେ ଶେୟାର କରି ଅଡୁଆରେ ପଡ଼ିଛନ୍ତି। ସନାତନ ଧର୍ମ ଏବଂ ହିନ୍ଦୁ ଦେବଦେବୀଙ୍କୁ ଅପମାନିତ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି ହୋଇଛି। କରଣୀ ସେନା…
ରିଙ୍କୁ ସିଂହଙ୍କୁ ଏମିତି ପ୍ରଶ୍ନ ପଚାରିଦେଲେ ଶାହାରୁଖ, ଉତ୍ତରକୁ ଚାତକ ଭଳି ଅପେକ୍ଷା ରଖିଛନ୍ତି ପ୍ରଶଂସକ
ନୂଆଦିଲ୍ଲୀ,୫।୧୧: ବଲିଉଡ ସୁପରଷ୍ଟାର ଏବଂ କୋଲକାତା ନାଇଟ ରାଇଡର୍ସ (KKR)ର ସହ-ମାଲିକ ଶାହରୁଖ ଖାନ ନଭେମ୍ବର ୨, ୨୦୨୫ ରେ ୬୦ ବର୍ଷ ବୟସରେ ପଦାର୍ପଣ କରିଥିଲେ। ତାଙ୍କୁ ସାରା ବିଶ୍ୱରୁ ଜନ୍ମଦିନର ଶୁଭେଚ୍ଛା ମିଳିଥିଲା। KKR ଷ୍ଟାର ବ୍ୟାଟସମ୍ୟାନ ରିଙ୍କୁ…
୫ କୋଟି ଟଙ୍କା ଦିଅ… ରିଙ୍କୁ ସିଂହଙ୍କୁ ଅଣ୍ଡରୱାଲର୍ଡରୁ ଆସିଲା ଧମକ
ମୁମ୍ବାଇ,୯।୧୦: ଟିମ ଇଣ୍ଡିଆର ଷ୍ଟାର ଖେଳାଳି ରିଙ୍କୁ ସିଂହଙ୍କୁ ଅଣ୍ଡରୱାଲର୍ଡରୁ ଧମକ ମିଳିଛି। ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଏହି ସୂଚନା ପ୍ରକାଶ କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଦାଉଦ ଇବ୍ରାହିମ ଗ୍ୟାଙ୍ଗ ରିଙ୍କୁ ସିଂହଙ୍କ ବିରୋଧରେ ଧମକ ପାଇଁ ନିଜକୁ ଦାୟୀ…
୧୩ କୋଟିର ଖେଳାଳିଙ୍କୁ ବାଦ୍ ଦେବ BCCI! ସାମ୍ନାକୁ ଆସିଲା ବଡ଼ କାରଣ
ନୂଆଦିଲ୍ଲୀ,୧୬।୮: ଏସିଆ କପ ୨୦୨୫କୁ ନେଇ ପ୍ରଶଂସକଙ୍କ ମନରେ ଉତ୍ସାହ ଦ୍ୱିଗୁଣିତ ହୋଇଛି। ଏହି ଟୁର୍ନାମେଣ୍ଟ ୯ ସେପ୍ଟେମ୍ବରରୁ ଆରମ୍ଭ ହେବ। ହେଲେ ତାହା ପୂର୍ବରୁ ଭାରତୀୟ ଦଳକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରତ୍ୟେକ ଭାରତୀୟ ପ୍ରଶଂସକଙ୍କ ମନରେ ଏକମାତ୍ର…
ହଠାତ୍ ଏହି କ୍ରିକେଟ୍ରଙ୍କୁ ପଡ଼ିଆରେ ଦେଖିବାକୁ ପହଞ୍ଚିଲେ ମହିଳା ଏମ୍ପି: ବଢୁଛି ଚର୍ଚ୍ଚା
ନୂଆଦିଲ୍ଲୀ,୧୧।୮: ଭାରତର ଷ୍ଟାର ବ୍ୟାଟସମ୍ୟାନ ରିଙ୍କୁ ସିଂହ ବର୍ତ୍ତମାନ ୟୁପି ଟି୨୦ ଲିଗ (ୟୁପି ଟି୨୦ ଲିଗ ୨୦୨୫) ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ଟୁର୍ନାମେଣ୍ଟ ୧୭ ଅଗଷ୍ଟରୁ ଆରମ୍ଭ ହେବ ଏବଂ ଫାଇନାଲ ୬ ସେପ୍ଟେମ୍ବରରେ ଖେଳାଯିବ। ଏହି…
ଏବେ ରିଙ୍କୁ ସିଂହ କରିବେ ସରକାରୀ ଚାକିରି, ଯୋଗୀ ସରକାର ଦେଲେ ବଡ଼ ଉପହାର
ନୂଆଦିଲ୍ଲୀ,୨୬।୬: ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ରିଙ୍କୁ ସିଂହ ଭିନ୍ନ କାରଣକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କର ଜନ୍ମ ୧୨ ଅକ୍ଟୋବର ୧୯୯୭ରେ ଆଲିଗଡ଼ର ଏକ ସାଧାରଣ ପରିବାରରେ ହୋଇଥିଲା। ତାଙ୍କ ଜୀବନ ସଂଘର୍ଷପୂର୍ଣ୍ଣ ଥିଲା, କିନ୍ତୁ ସେ ତାଙ୍କ କଠିନ…
ନଭେମ୍ବରରେ କ୍ରିକେଟର ରିଙ୍କୁ ସିଂଙ୍କ ବଧୂ ସାଜିବେନି ପ୍ରିୟା ସରୋଜ, ଜାଣନ୍ତୁ ଏହାର କାରଣ
ନୂଆଦିଲ୍ଲୀ,୨୪।୬: ଭାରତୀୟ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂହ ଏବଂ ସମାଜବାଦୀ ପାର୍ଟିର ଯୁବ ଏମପି ପ୍ରିୟା ସରୋଜଙ୍କ ବିବାହ ସମ୍ପର୍କରେ ଏକ ବଡ଼ ସୂଚନା ଆସିଛି। କୁହାଯାଉଛି ଯେ ବିବାହ ୧୮ ନଭେମ୍ବରରେ ବାରାଣସୀରେ ହେବାର ଥିଲା। କିନ୍ତୁ ଏବେ ଏହି ବିବାହ…
ଏମ୍ପି ପ୍ରିୟାଙ୍କ ସହ ରିଙ୍କୁ ସିଂହଙ୍କ ବିବାହ ପକ୍କା! ଏହି ତାରିଖରେ ବାଜିବ ସାହାନାଇ
ନୂଆଦିଲ୍ଲୀ,୧।୬: ପୁଣି ଚର୍ଚ୍ଚାରେ ଟିମ୍ ଇଣ୍ଡିଆ କ୍ରିକେଟର ରିଙ୍କୁ ସିଂହ ଏବଂ ସମାଜବାଦୀ ପାର୍ଟି ଏମ୍ପି ପ୍ରିୟା ସରୋଜ । ଉଭୟ ବର୍ଷ ଆରମ୍ଭରେ ନିର୍ବନ୍ଧ କରିଥିଲେ। ଏବେ ଜୁନ ୮ ତାରିଖରେ ସେମାନେ ପରସ୍ପରର ରିଙ୍ଗ ସେରିମନି କରିବାକୁ ଯାଉଛନ୍ତି।…
Archives


