ଦେଶ ବଞ୍ଚାଅ, ଅରାଜକତା ହଟାଅ ନାରାରେ ଭାଜପାର ବିଶାଳ ଶୋଭାଯାତ୍ରା
କୋରାପୁଟ,୧୪ା୧୧(ଅମିତାଭ ବେହେରା): ‘ଦେଶ ବଞ୍ଚାଅ, ଅରାଜକତା ହଟାଅ’ ନାରା ଦେଇ କୋରାପୁଟ ଜିଲା ଭାଜପା ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଛି। ଜିଲାର ସମସ୍ତ ବ୍ଲକ୍ରୁ ଆସିଥିବା ଦଳୀୟ କର୍ମୀ ଓ ଜିଲାସ୍ତରୀୟ ନେତୃବୃନ୍ଦଙ୍କୁ ନେଇ ସ୍ଥାନୀୟ ଦକ୍ଷତା ବୃଦ୍ଧି…

