Paris Olympic 2024: ସୁଟିଂରେ ୧୦ ମିଟର ଏୟାର ରାଇଫଲ୍ ଫାଇନାଲରେ ରମିତା ଜିନ୍ଦଲ ନୂଆଦିଲ୍ଲୀ,୨୮ା୭: ଭାରତର ରମିତା ଜିନ୍ଦଲ ଇତିହାସ ସୃଷ୍ଟି କରି ପ୍ୟାରିସ ଅଲମ୍ପିକ୍ସ ସୁଟିଂ ୧୦ ମିଟର ଏୟାର ରାଇଫଲ୍ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛନ୍ତି। ଗତ ୨୦ ବର୍ଷ ମଧ୍ୟରେ ମନୁ ଭାକରଙ୍କ ପରେ ରମିତା ଦ୍ୱିତୀୟ ମହିଳା ପ୍ରତିଯୋଗୀ...