Tag Archives: Rajasthan royals

୬ ଦାବିଦାରଙ୍କୁ ପଛରେ ପକାଇ ରାଜସ୍ଥାନ ରୟାଲ୍ସର ନୂଆ ଅଧିନାୟକ ହେଲେ ରିୟାନ ପରାଗ, ଜୟସ୍ବାଲ ଦେଲେ ଏଭଳି… 

ନୂଆଦିଲ୍ଲୀ,୧୩।୨:  ଆଇପିଏଲ ୨୦୨୬ ସିଜିନ ପୂର୍ବରୁ ରାଜସ୍ଥାନ ରୟାଲ୍ସ (RR) ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲିଗ୍‌ର ପ୍ରଥମ ଚାମ୍ପିୟନ ଦଳ ଏଥର ସମ୍ପୂର୍ଣ୍ଣ ନୂଆ ରୂପରେ ପଡ଼ିଆକୁ ଓହ୍ଲାଇବ। ସଞ୍ଜୁ ସାମସନ ଦଳ ଛାଡ଼ିବା ପରେ…

ଖୁଲାସା କଲେ ରାଜସ୍ଥାନ ରୟାଲ୍ସ ମାଲିକ, ଏହି କାରଣରୁ ଦଳ ଛାଡିବାକୁ ଚାହିଁଥିଲେ ସଞ୍ଜୁ ସାମସନ

ମୁମ୍ବାଇ,୧୬ା୧୧: ଚେନ୍ନାଇ ସୁପର କିଙ୍ଗସ୍ (ସିଏସକେ)କୁ ଷ୍ଟାର୍ ୱିକେଟ୍ କିପର ବ୍ୟାଟର ସଞ୍ଜୁ ସାମସନଙ୍କୁ ଟ୍ରେଡ୍ କରିବା ପଛର କାରଣ ଖୁଲାସା କରିଛନ୍ତି ରାଜସ୍ଥାନ ରୟାଲ୍ସ (ଆରଆର)ର ମାଲିକ ମନୋଜ ବାଦଲେ। ସେ କହିଛନ୍ତି, ଦଳର ପୂର୍ବତନ ଅଧିନାୟକ ସଞ୍ଜୁ ସାମସନ…

ଆଇପିଏଲ୍ ଟ୍ରେଡ୍: ସଞ୍ଜୁ ସାମସନଙ୍କ ବଦଳରେ ରାଜସ୍ଥାନ ରୟାଲ୍ସର ବଡ଼ ଦାବିକୁ CSKର ପ୍ରତ୍ୟାଖ୍ୟାନ

ମୁମ୍ବାଇ,୯।୧୧: ୨୦୨୬ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ପୂର୍ବରୁ ପାଞ୍ଚଥରର ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗସ୍ (CSK) ଏବଂ ପ୍ରଥମ ଆଇପିଏଲ୍ ବିଜେତା ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ ଏକ ବଡ଼ ଖେଳାଳି ଅଦଳବଦଳ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚାଲିଛି। ରିପୋର୍ଟ…

ଦିଲ୍ଲୀ କ୍ୟାପିଟାଲ୍ସ ନୁହେଁ, CSK ଯିବେ ସଞ୍ଜୁ ସାମସନ? ଅକ୍ସନ ପୂର୍ବରୁ… 

ନୂଆଦିଲ୍ଲୀ,୭।୧୧: ଆଗାମୀ IPL ସିଜିନରେ ସଞ୍ଜୁ ସାମସନ ଏକ ନୂତନ ଦଳରେ ଯୋଗଦେବାର ସମ୍ଭାବନା ଲଗାତାର ବଢ଼ିବାରେ ଲାଗିଛି। ରାଜସ୍ଥାନ ରୟାଲ୍ସ ଅଧିନାୟକ ସାମସନ ପୂର୍ବରୁ ଅନ୍ୟ ଏକ ଦଳରେ ଯୋଗଦେବାର ତାଙ୍କର ଇଚ୍ଛା ବିଷୟରେ ଫ୍ରାଞ୍ଚାଇଜକୁ ସୂଚନା ଦେଇସାରିଛନ୍ତି। ସେବେଠାରୁ…

ଦିଲ୍ଲୀ କ୍ୟାପିଟାଲ୍ସରେ ସଞ୍ଜୁ ସାମସନଙ୍କ ଏଣ୍ଟ୍ରି? କେବଳ ଏଇଠି ଅଟକିଛି ଡିଲ୍‌  

ନୂଆଦିଲ୍ଲୀ,୧୫।୧୦: ଆଇପିଏଲ ୨୦୨୬ ସିଜନ ପୂର୍ବରୁ ସଞ୍ଜୁ ସାମସନ ଏବଂ  ରାଜସ୍ଥାନ ରୟାଲ୍ସ ଦଳ ଚର୍ଚ୍ଚାକୁ ଆସିଛନ୍ତି। ରିପୋର୍ଟ ଅନୁଯାୟୀ, ସଞ୍ଜୁ ସାମସନ ଦଳ ପରିଚାଳନାକୁ ସ୍ପଷ୍ଟ ଭାବେ କହିଦେଇଛନ୍ତି ଯେ ସେ ପରବର୍ତ୍ତୀ ସିଜନ୍‌ ଦଳରେ ରହିବେ ନାହିଁ। ଏହାପାଇଁ…

ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସ ସହ ବିବାଦ: ସିଏସକେ ଆଗ୍ରହୀ, କିନ୍ତୁ ରହିଛି ଏହି ଅସୁବିଧା

ଚେନ୍ନାଇ,୮।୮: ରାଜସ୍ଥାନ ରୟାଲ୍ସ (ଆରଆର) ଅଧିନାୟକ ସଞ୍ଜୁ ସାମସନ ଏବଂ ଫ୍ରାଞ୍ଚାଇଜ ମଧ୍ୟରେ ଗଭୀର ମତଭେଦ ଦେଖାଦେଇଛି। ଆଇପିଏଲ ୨୦୨୫ରେ ଆଘାତ ଯୋଗୁଁ ସଞ୍ଜୁ ସମସ୍ତ ମ୍ୟାଚ୍‌ ଖେଳି ପାରିନଥିଲେ। ସୁସ୍ଥ ହେବା ପରେ ମଧ୍ୟ ସେ ଦଳୀୟ ବୈଠକରେ ଅଂଶଗ୍ରହଣ…

ଫସିଗଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା, Rajasthan Royalsର ମାଲିକ ଆଣିଲେ ସଙ୍ଗିନ ଅଭିଯୋଗ

ନୂଆଦିଲ୍ଲୀ,୨୬।୬: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ଏବଂ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଦଳ ରାଜସ୍ଥାନ ରୟାଲ୍ସ (ଆରଆର୍‌)ର ପୂର୍ବତନ ସହ-ମାଲିକ ରାଜ କୁନ୍ଦ୍ରା ସମସ୍ୟାରେ ପଡ଼ିଛନ୍ତି। ରାଜସ୍ଥାନ ରୟାଲ୍ସର ବର୍ତ୍ତମାନର ମାଲିକ ମନୋଜ ବଡାଲେ ତାଙ୍କ ଉପରେ ‘ବ୍ଲାକମେଲିଂ’…

ରାଜସ୍ଥାନ ରୟାଲ୍ସ ଛାଡ଼ିବେ ଯଶସ୍ବୀ ଜୈସଓ୍ବାଲ? KKR ଯିବାକୁ ନେଇ ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୨।୫: ରାଜସ୍ଥାନ ରୟାଲ୍ସରେ ସବୁକିଛି ଠିକ ନାହିଁ କି? ଯଶସ୍ବୀ ଜୈସୱାଲ ଏବଂ ରାଜସ୍ଥାନ ଫ୍ରାଞ୍ଚାଇଜ ମାଲିକଙ୍କ ମଧ୍ୟରେ ସବୁକିଛି ଠିକ ନାହିଁ କି? IPL ୨୦୨୫ରେ ଫ୍ରାଞ୍ଚାଇଜର ଏକମାତ୍ର ଖେଳାଳି ଭାବେ ୫୦୦ରୁ ଅଧିକ ରନ କରିଥିବା ଜୈସଓ୍ବାଲ ରାଜସ୍ଥାନ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ଗିଫ୍ଟ: ଖୁସିରେ ହେଲେ ଗଦ୍‌ଗଦ୍‌

ନୂଆଦିଲ୍ଲୀ,୩୦।୪: ଆଜିକାଲି IPLରେ ଶତକ ମାରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କ ନାମ ଚର୍ଚ୍ଚାରେ ଅଛି। ୧୪ ବର୍ଷୀୟ ବୈଭବଙ୍କ ଉତ୍କୃଷ୍ଟ ପ୍ରଦର୍ଶନରେ ଖୁସି ହୋଇ, ରାଜସ୍ଥାନ ରୟାଲ୍ସର ମାଲିକ ରଞ୍ଜିତ ବର୍ଠାକୁର ତାଙ୍କୁ ପୁରସ୍କାର ସ୍ବରୂପ ଏକ ନୂତନ ମର୍ସିଡିଜ-ବେଞ୍ଜ କାର ଉପହାର…

ଦିନେ ପୁଅ ପାଇଁ ଜମି ବିକ୍ରି କରିଦେଇଥିଲେ ବାପା: ଜାଣନ୍ତୁ ବିସ୍ମୟ କ୍ରିକେଟର୍‌ ବୈଭବଙ୍କ ବିଷୟରେ କିଛି ଅଜଣା କଥା

ନୂଆଦିଲ୍ଲୀ,୨୯।୪: ରାଜସ୍ଥାନ ରୟାଲ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଏକପାଖିଆ ମ୍ୟାଚ ଜିତିଛି। ବୈଭବ ସୂର୍ଯ୍ୟବଂଶୀ ଏବଂ ଯଶସ୍ବୀ ଜୟସ୍ବାଲଙ୍କ ଇନିଂସ ମ୍ୟାଚକୁ ସମ୍ପୂର୍ଣ୍ଣ ଭାବରେ ରାଜସ୍ଥାନ ସପକ୍ଷରେ ଆଣି ଦେଇଥିଲା। ଏହି ମ୍ୟାଚ୍‌ରେ ବହୁ ବର୍ଷର ପୁରୁଣା ରେକର୍ଡ ଭାଙ୍ଗି ଯାଇଥିଲା।…

IPL ୨୦୨୫: ପୁଣି ବଦଳିବେ ରାଜସ୍ଥାନ ରୟାଲ୍ସ ଅଧିନାୟକ? ସାମସନଙ୍କ ଯୋଗୁ ନେବାକୁ ପଡ଼ିପାରେ…

ନୂଆଦିଲ୍ଲୀ,୧୮।୪: ୨୦୨୫ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପାଇଁ ଏପର୍ଯ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଆସୁଛି। ଏବେ ଦଳରେ ଏକ ନୂତନ ସମସ୍ୟା ସୃଷ୍ଟି ହୋଇଛି। ସିଜିନ ମଝିରେ ରାଜସ୍ଥାନକୁ ପୁଣି ଥରେ ଅଧିନାୟକ ପରିବର୍ତ୍ତନ କରିବାକୁ ପଡ଼ିପାରେ। ଏହାର କାରଣ ହେଉଛନ୍ତି ଅଧିନାୟକ…

ରାଜସ୍ଥାନ ଅଧିନାୟକ ପଦରୁ ହଟିବେ ରିଆନ ପରାଗ, ନେତୃତ୍ୱ ନେବେ ସାମ୍‌ସନ

ବେଙ୍ଗାଲୁରୁ,୨ା୪: ସଞ୍ଜୁ ସାମ୍‌ସନ ଚଳିତ ଆଇପିଏଲ୍‌ରେ ଉଇକେଟ୍‌ କିପିଂ କରିବା ସହ ରାଜସ୍ଥାନ ରୟାଲ୍ସ(ଆର୍‌ଆର୍‌) ଦଳର ନେତୃତ୍ୱ ସମ୍ଭାଳିଥିଲେ। ତାଙ୍କୁ ଏଥିଲାଗି ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନ୍‌ସିଏ)ଠାରୁ ଅନୁମତି ମିଳିଥିଲା। ଗତ ଫେବୃଆରୀରେ ଇଂଲଣ୍ଡ ବିପକ୍ଷ ଖେଳାଯାଇଥିବା ଏକ ଟି୨୦ ମ୍ୟାଚ୍‌ରେ ପେସର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri