ନିର୍ବାଚନରେ ହାରିଗଲେ ବିଧାୟକଙ୍କ ପିଏଙ୍କ ପତ୍ନୀ; ଗାଁରୁ ଖୋଲି ନେଇଗଲେ…
ଜୟପୁର,୨୨।୧୧: ନିର୍ବାଚନରେ ପରାଜୟ ପରେ ଗାଁରୁ ଖୋଲି ନିଆଗଲା ଷ୍ଟ୍ରିଟ୍ ଲାଇଟ୍। ଏଭଳି ଏକ ରୋଚକ ଘଟଣା ରାଜସ୍ଥାନର ଟୋଙ୍କ ଜିଲାରୁ ସାମ୍ନାକୁ ଆସିଛି । ପଞ୍ଚାୟତ ସମିତି ନିର୍ବାଚନରେ ଜଣେ ବିଧାୟକଙ୍କ ପିଏଙ୍କ ପତ୍ନୀ ପରାଜିତ ହେବା ପରେ ଗାଁରେ…

