Tag Archives: Rainfall

ସାରା ରାଜ୍ୟରେ ବର୍ଷା ବିତ୍ପାତ: ବଦଳିଗଲା ସ୍ମାର୍ଟସିଟି ଭୁବନେଶ୍ୱରର ଚିତ୍ର, ଜୀବନଯାତ୍ରା…

ଭୁବନେଶ୍ୱର,୬ା୭(ବନ୍ଦନା ସେଠୀ): ରାଜ୍ୟରେ ଲଘୁଚାପଜନିତ ମୌସୁମୀ ବର୍ଷା ସାଧାରଣ ଜୀବନଯାତ୍ରାକୁ ଗୁରୁତର ପ୍ରଭାବିତ କରିଛି। ତିନିଦିନର ଲଗାଣ ବର୍ଷାରେ ବିଭିନ୍ନ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବହୁ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାବେଳେ କେତେକ ସ୍ଥାନରେ ଜୀବନ ହାନିର ସୂଚନା ମିଳିଛି।…

ସଂସ୍କୃତ ବିଶ୍ୱବିଦ୍ୟାଳୟର ବଡ଼ ଯୋଜନା: ବେଙ୍ଗ-ପିମ୍ପୁଡ଼ିଙ୍କ ଗତିବିଧିରୁ କରାଯିବ ବର୍ଷାର ପୂର୍ବାନୁମାନ, ଜାଣନ୍ତୁ କିପରି…

ଜାତୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଏବଂ NIT କୋଲକାତାର ମିଳିତ ଉଦ୍ୟମରେ ପ୍ରାଚୀନ ପାଣିପାଗ ପୂର୍ବାନୁମାନ ପଦ୍ଧତି ଉପରେ ଏକ ପ୍ରକଳ୍ପ ଆରମ୍ଭ କରୁଛନ୍ତି। ଏହା ଅଧୀନରେ ପିମ୍ପୁଡ଼ିଙ୍କ ଗତିବିଧି ଏବଂ ବେଙ୍ଗଙ୍କ ଇଙ୍ଗିତରୁ ବର୍ଷାର ପୂର୍ବାନୁମାନ ଭଳି ପୁରୁଣା ପଦ୍ଧତିଗୁଡ଼ିକର ଅନୁସନ୍ଧାନ…

ବାଦଲ ଫଟା ବର୍ଷା କ’ଣ? କେତେ ବର୍ଷା ହେଲେ ବାଦଲ ଫାଟେ, ଜାଣନ୍ତୁ କ’ଣ କହେ ପାଣିପାଗ ବିଭାଗ…

ନୂଆଦିଲ୍ଲୀ,୧୫ା୮: ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଏବଂ ବର୍ତ୍ତମାନ ଜମ୍ମୁ-କଶ୍ମୀରରେ ଗୋଟିଏ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟ ଲୋକଙ୍କ ଜୀବନକୁ ଅତ୍ୟନ୍ତ ଖରାପ ଭାବରେ ପ୍ରଭାବିତ କରିଛି। ପ୍ରବଳ ବର୍ଷା, ଭୂସ୍ଖଳନ ଏବଂ ବାଦଲ ଫଟା ବର୍ଷା ଯୋଗୁ ବହୁତ କ୍ଷୟକ୍ଷତି ହୋଇଛି।…

ଆସୁଛି ବଡ଼ ବର୍ଷା: ଉପକୂଳ ଜିଲାରେ ବଜ୍ରପାତ ସହ ଝଡ଼ବର୍ଷା ଆଲର୍ଟ! ଆଜି ରାତିରେ…

ଭୁବନେଶ୍ୱର,୩୦।୫: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଓଡ଼ିଶାର କିଛି ଜଲାରେ ବଜ୍ରପାତ ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ଆଲର୍ଟ ଅନୁସାରେ, ନିମ୍ନଲିଖିତ ଜିଲାମାନଙ୍କରେ ବିଶେଷ ସତର୍କତା ଜାରି କରାଯାଇଛି: ଆଜି ବାଲେଶ୍ୱର,…

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି; କାଳବୈଶାଖୀ ପ୍ରଭାବରେ ୭ ରୁ ଏହି ସବୁ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୬।୪: ରାଜ୍ୟରେ ବିଭିନ୍ନ ସ୍ଥାନରେ ଆସନ୍ତା ୨୪ ଘଣ୍ଟା ଯାଏଁ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। କଟକ, ଭଦ୍ରକ, ନୟାଗଡ଼, ମୟୁରଭଞ୍ଜ, କଳାହାଣ୍ଡି, ବୌଦ୍ଧ, ମାଲକାନଗିରି, ନୂଆପଡ଼ା, ନବରଙ୍ଗପୁର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?