କ୍ଷେପଣାସ୍ତ୍ର ଆକ୍ରମଣ ଭୟରେ ମୋଦିଙ୍କୁ ଫୋନ୍ କରିଥିଲେ ଇମ୍ରାନ୍ ନୂଆଦିଲ୍ଲୀ,୯।୧: ୨୦୧୯ ଫେବୃଆରୀ ୨୭ରେ କ୍ଷେପଣାସ୍ତ୍ର ଆକ୍ରମଣ ଭୟରେ ତତ୍କାଳୀନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ରାତି ଅଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରିଥିଲେ। ପରେ ଭାରତୀୟ ବାୟୁସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କୁ ମୁକ୍ତ କରାଗଲା ବୋଲି...