Tag Archives: Punjab

ମଝି ରାସ୍ତାରେ ଶିବସେନା ନେତାଙ୍କୁ ଖଣ୍ଡାରେ ହାଣିଲେ ନିହାଙ୍ଗ ଶିଖ୍‌, ସାମ୍ନାକୁ ଆସିଲା ବର୍ବର Video 

ଲୁଧିଆନା,୫।୭: ପଞ୍ଜାବର ଲୁଧିଆନାରେ ଜଣେ ଶିବସେନା ତକସାଲି ନେତାଙ୍କ ଉପରେ ନିହାଙ୍ଗ ଶିଖ୍‌ ଆକ୍ରମଣ କରିବାର ବର୍ବର ଭିଡିଓ ସାମ୍ନାକୁ ଆସିଛି। ଏହି ଆକ୍ରମଣରେ ନେତା ଗୁରୁତର ଆହତ ହୋଇଛନ୍ତି। ମଝି ରାସ୍ତାରେ ତକସାଲି ନେତାଙ୍କ ଉପରେ ନିହାଙ୍ଗ ଶିଖ୍‌ ଖଣ୍ଡାରେ…

ଜଳନ୍ଧରରେ ଘରଭଡ଼ା ନେବେ ମୁଖ୍ୟମନ୍ତ୍ରୀ; ଜାଣନ୍ତୁ କ’ଣ ରହିଛି କାରଣ…

ଚଣ୍ଡିଗଡ଼,୨୨।୬: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ ଶନିବାର ଜଲନ୍ଧରରେ ଗୋଟିଏ ଘର ଭଡ଼ାକୁ ନେବେ। ଜୁଲାଇ ୧୦ରେ ଜଲନ୍ଧରର ପଶ୍ଚିମ ଆସନ ଲାଗି ହେବାକୁ ଥିବା ବିଧାନସଭା ଉପନିର୍ବାଚନକୁ ଦୃଷ୍ଟିରେ ରଖି ଏଏପିର ନିର୍ବାଚନ ପ୍ରଚାର ଲାଗି ସେ ଏହି ଭଡ଼ା…

କଂଗ୍ରେସକୁ ବଡ଼ ଝଟ୍‌କା: ରାହୁଲଙ୍କ ଖାସ୍‌ ରବନୀତ୍‌ ସିଂ ଭାଜପାରେ ସାମିଲ

ଚଣ୍ଡିଗଡ଼,୨୬।୩: ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ତଥା ଏମ୍‌ପି ରବନୀତ୍‌ ସିଂ ବିଟୁ ଭାଜପାରେ ସାମିଲ ହୋଇଛନ୍ତି। ରାହୁଲ ଗାନ୍ଧୀଙ୍କ ଅତି ନିକଟତର ଥିବାରୁ କଂଗ୍ରେସର ଏକ ବଡ଼ ଚେହେରା…

ନୂଆ ଅବକାରୀ ନୀତିକୁ ମଞ୍ଜୁରୀ ଦେଲେ ରାଜ୍ୟ ସରକାର, ବର୍ଷକୁ ୧୦ ହଜାର କୋଟି ରାଜସ୍ବ ଆଦାୟ ଲକ୍ଷ୍ୟ

ନୂଆଦିଲ୍ଲୀ,୯ା୩: ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ନୂତନ ଅବକାରୀ ନୀତିକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଏହି ନୂଆ ନୀତିର ଉଦେଶ୍ୟ ହେଉଛି ମଦ ବିକ୍ରୟରୁ ୧୦,୦୦୦ କୋଟିରୁ ଅଧିକ ରାଜସ୍ୱ ସଂଗ୍ରହ କରିବା। ଶନିବାର ବସିଥିବା କ୍ୟାବିନେଟ ବୈଠକରେ ସରକାର…

Video: ବିନା ପାଇଲଟରେ ୮୪ କିଲୋମିଟର ଗଡ଼ିଲା ଟ୍ରେନ୍: ଯାତ୍ରୀଙ୍କ ମଧ୍ୟରେ ସୃଷ୍ଟି ହେଲା ଆତଙ୍କ, ତଦନ୍ତ ନିର୍ଦେଶ

ନୂଆଦିଲ୍ଲୀ,୨୫ା୨: ଜମ୍ମୁ କଶ୍ମୀରର କାଠୁଆ ରେଳ ଷ୍ଟେସନରେ ଏକ ମାଲବାହୀ ଟ୍ରେନ୍ ହଠାତ୍ ପଠାନକୋଟ ଆଡକୁ ବିନା ପାଇଲଟରେ ଗଡିଛି। ପଞ୍ଜାବର ମୁକେରିଆନ୍ ଷ୍ଟେସନରେ ଅଟକିବା ପୂର୍ବରୁ ଏହି ଟ୍ରେନ୍ ପ୍ରାୟ ୮୪ କିଲୋମିଟର ପର୍ଯ୍ୟନ୍ତ ବିନା ଡ୍ରାଇଭରରେ ଗଡିଥିଲା। ଏହି…

ଆନ୍ଦୋଳନ ସମୟରେ ଜୀବନ ହରାଇଥିବା କୃଷକଙ୍କୁ ମିଳିବ ୧ କୋଟି ଟଙ୍କା, ଘୋଷଣା କଲେ ସରକାର

ନୂଆଦିଲ୍ଲୀ,୨୩।୨: କୃଷକଙ୍କ ଆନ୍ଦୋଳନ ମଧ୍ୟରେ ପଞ୍ଜାବର ଆମ୍ ଆଦମୀ ପାର୍ଟି (ଏଏପି) ସରକାର ଏକ ବଡ଼ ଘୋଷଣା କରିଛନ୍ତି। ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ କହିଛନ୍ତି ଯେ କୃଷକ ଆନ୍ଦୋଳନରେ ମୃତ୍ୟୁ ବରଣ କରିଥିବା କୃଷକ ଶୁଭକରନଙ୍କ ପରିବାରକୁ ସେ ୧…

”ପ୍ରଧାନମନ୍ତ୍ରୀ ପୁଣି ପଞ୍ଜାବ ଆସିଲେ ରକ୍ଷା ପାଇବେ ନାହିଁ”, ଖୋଲା ଧମକ ଦେଲେ ଆନ୍ଦୋଳନରତ କୃଷକ

ନୂଆଦିଲ୍ଲୀ,୧୪।୨: ଚାଲିଥିବା କୃଷକ ଆନ୍ଦୋଳନ ମଧ୍ୟରେ ଜଣେ କୃଷକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୋଲାଖୋଲି ଧମକ ଦେଇଛନ୍ତି। ସେ କହିଛନ୍ତି ‘ଯଦି ପ୍ରଧାନମନ୍ତ୍ରୀ ପୁଣି ପଞ୍ଜାବ ପରିଦର୍ଶନ କରନ୍ତି ତେବେ ପ୍ରଧାନମନ୍ତ୍ରୀ ଏଥର ରକ୍ଷା ପାଇବେ ନାହିଁ।’ ପୁନର୍ବାର ପଞ୍ଜାବ ଆସିଲେ…

ଅର୍ଜୁନ ପୁରସ୍କାର ବିଜେତା ଡିଏସ୍‌ପିଙ୍କୁ ଗୁଳିକରି ହତ୍ୟା, କେନାଲ ନିକଟରେ ପଡ଼ିଛି ମୃତଦେହ

ଜଳନ୍ଧର,୨।୧: ପଞ୍ଜାବର ଜଳନ୍ଧର ଜିଲା ଅନ୍ତର୍ଗତ ଏକ କେନାଲ ନିକଟରୁ ଜଣେ ଡିଏସ୍‌ପିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମର୍ନିଂ ଓ୍ବାକ୍‌ କରିବାକୁ ଯାଇଥିବା କିଛି ଲୋକେ ମୃତଦେହ ଦେଖି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ପରେ…

ପଞ୍ଜାବ ସରକାର ଏବଂ ରାଜ୍ୟପାଳ ବିବାଦ ମଧ୍ୟରେ ବିଧାନସଭା ଅଧିବେଶନ ସ୍ଥଗିତ, ସୁପ୍ରିମକୋର୍ଟ ଯିବେ ମୁଖ୍ୟମନ୍ତ୍ରୀ ମାନ୍

ନୂଆଦିଲ୍ଲୀ,୨୦।୧୦: ପଞ୍ଜାବରେ ଭଗବନ୍ତ ମାନ ସରକାର ଏବଂ ରାଜ୍ୟପାଳ ବନୱାରୀଲାଲଙ୍କ ବିବାଦ ପାଇଁ ବିଶେଷ ବିଧାନସଭା ଅଧିବେଶନ ସ୍ଥଗିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଅନୁରୋଧ ପରେ ଅଧିବେଶନକୁ ସ୍ଥଗିତ ରଖାଯାଇଛି। ଏହା ସହିତ ୩୦ ଅକ୍ଟୋବରକୁ ରାଜ୍ୟପାଳଙ୍କ ବିପକ୍ଷରେ ପଞ୍ଜାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?