ପୁରୀରେ ରାଷ୍ଟ୍ରପତି: କାଲି ଶ୍ବେତଗଙ୍ଗାରେ କରିବେ ପିଣ୍ଡଦାନ
ପୁରୀ,୩।୨: ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତାଳବଣିଆ ହେଲିପ୍ୟାଡ୍ରେ ତାଙ୍କ ବିମାନ ପହଞ୍ଚିବା ପରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ବାଗତ କରିଛନ୍ତି। ରାଷ୍ଟ୍ରପତି ପୁରୀରେ ରାତ୍ରିଯାପନ କରିବେ। ବୁଧବାର ଶ୍ବେତଗଙ୍ଗାରେ ପିଣ୍ଡଦାନ କରିବେ। ପିଣ୍ଡଦାନ ପରେ ମହାପ୍ରଭୁଙ୍କୁ ଦର୍ଶନ…
ବଜେଟ ଭାଷଣ ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ଦହି-ଚିନି ଖୁଆଇଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ,୧।୨: ବଜେଟ ୨୦୨୬ ପାଇଁ ଦୀର୍ଘ ପ୍ରତୀକ୍ଷା ଆଜି ଶେଷ ହେବାକୁ ଯାଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ରବିବାର ସଂସଦରେ ବଜେଟ (ବଜେଟ ୨୦୨୬-୨୭ ଲାଇଭ ଅପଡେଟ୍ସ) ଉପସ୍ଥାପନ କରିବେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅର୍ଥମନ୍ତ୍ରୀ ଭାବରେ ଏହା ତାଙ୍କର ଲଗାତାର…
‘ମୋଦିଙ୍କୁ ଗାଳି ଦେଇ ଦେଇ…’, ରାହୁଲ ଗାନ୍ଧୀଙ୍କୁ କାହିଁକି ପ୍ରେସିଡେଣ୍ଟ କହିଲେ ଗିରିରାଜ? ଜାଣନ୍ତୁ ଏହାର ବଡ଼ କାରଣ
ନୂଆଦିଲ୍ଲୀ,୨୩।୧୨: ଭାଜପା କାର୍ଯ୍ୟକାରୀ ସଭାପତି ନୀତୀନ ନବୀନ ଆଜି (ଡିସେମ୍ବର ୨୩) ପ୍ରଥମ ଥର ପାଇଁ ପାଟନାରେ ପହଞ୍ଚୁଛନ୍ତି। ରାଜଧାନୀ ପାଟନା ସହିତ ନବୀନଙ୍କର ଗଭୀର ସମ୍ପର୍କ ରହିଛି। ସେ ପାଟନାର ବାଙ୍କିପୁରରୁ ପାଞ୍ଚ ଥର ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି…
କିଏ ସେହି ଶିବାଙ୍ଗୀ ସିଂହ? ରାଷ୍ଟ୍ରପତିଙ୍କ ସହ ଫଟୋ ଦେଖି ଉଡିଲାଣି ମୁନିରଙ୍କ ହୋସ, ଅପରେଶନ ସିନ୍ଦୂର ସହ ରହିଛି…
ନୂଆଦିଲ୍ଲୀ,୨୯।୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ହରିୟାଣାର ଅମ୍ବାଲା ବାୟୁସେନା ଷ୍ଟେଶନରେ ସ୍କ୍ବାଡ୍ରନ ଲିଡର ଶିବାଙ୍ଗୀ ସିଂହଙ୍କୁ ଭେଟିଥିଲେ, ଯେଉଁଠାରେ ଭାରତୀୟ ବାୟୁସେନାର ପ୍ରଥମ ରାଫେଲ ସ୍କ୍ବାଡ୍ରନ, ‘ଗୋଲଡନ ରୋଜ’ ଅବସ୍ଥିତ। ଭାରତର ପ୍ରତିଶୋଧମୂଳକ ଅପରେଶନ ସିନ୍ଦୁର ସମୟରେ ଶିବାଙ୍ଗୀ ସିଂହଙ୍କୁ…
ତୃତୀୟ ଥର ରାଷ୍ଟ୍ରପତି ହେବେ ଟ୍ରମ୍ପ, କହିଲେ ମୁଁ…
ଓ୍ବାଶିଂଟନ,୨୮।୧୦: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୀର୍ଘ ଦିନ ଧରି ଶିରୋନାମାରେ ଅଛନ୍ତି। ସେ ପ୍ରାୟତଃ ତାଙ୍କ ବକ୍ତବ୍ୟ ପାଇଁ ଏବଂ କେତେବେଳେ ତାଙ୍କ ନିଷ୍ପତ୍ତି ପାଇଁ ଖବରରେ ଅଛନ୍ତି। ସେ ପୁଣି ଥରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ…
କନୋଲି ଆୟର୍ଲାଣ୍ଡ ରାଷ୍ଟ୍ରପତି
ଲଣ୍ଡନ,୨୭।୧୦: ଆୟର୍ଲାଣ୍ଡରେ ଶନିବାର ଅନୁଷ୍ଠିତ ନିର୍ବାଚନରେ କାଥେରିନ୍ କନୋଲି ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। କନୋଲିଙ୍କ ସପକ୍ଷରେ ୬୦ ପ୍ରତିଶତ ଭୋଟ ଯାଇଥିବା ଜଣାପଡ଼ିଛି। ବିରୋଧୀ ପ୍ରାର୍ଥୀ ପରାଜୟ ସ୍ବୀକାର କରିନେଇଛନ୍ତିି। ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ବାମପନ୍ଥୀ ରାଜନୈତିକ ବିଚାରଧାରାକୁ ସମର୍ଥନ କରୁଥିବା…
ଦେଶବାସୀଙ୍କୁ ଦୀପାବଳିର ଶୁଭକାମନା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି, ‘ମୋର ସମସ୍ତ ଦେଶବାସୀଙ୍କୁ ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା। ଆଲୋକର ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନକୁ ସୁଖ, ସମୃଦ୍ଧି…
ନେପାଳ ପରେ ଏହି ଦେଶରେ ମୁଣ୍ଡ ଟେକିଲା Gen-Z ପ୍ରୋଟେଷ୍ଟ, ଦେଶ ଛାଡି ପଳାଇଲେ ରାଷ୍ଟ୍ରପତି
ଆଣ୍ଟାନାନାରଭୋ,୧୪।୧୦: ନେପାଳ ପରେ, ଆଫ୍ରିକୀୟ ଦେଶ ମାଡାଗାସ୍କରରେ ବହୁ ସଂଖ୍ୟକ Gen-Z ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି। ପାଣି ଅଭାବକୁ ନେଇ କ୍ରୋଧ ପ୍ରକାଶ ପାଇଲା ପରେ ସରକାରଙ୍କ ଇସ୍ତଫା ଦାବି କରାଯାଇଛି। ଏହି ସମୟରେ, ମାଡାଗାସ୍କରର ରାଷ୍ଟ୍ରପତି ଆଣ୍ଡ୍ରି ରାଜୋଏଲିନା…
କିଏ ଅଧିକ ପାଓ୍ବାରଫୁଲ୍, ରାଷ୍ଟ୍ରପତି ନା ସୁପ୍ରିମକୋର୍ଟ: ଜାଣନ୍ତୁ କ’ଣ ଅଛି ନିୟମ
ନୂଆଦିଲ୍ଲୀ,୧୭।୪: ତାମିଲନାଡୁରେ ରାଜ୍ୟ ସରକାର ବନାମ ରାଜ୍ୟପାଳ ବିବାଦ ଏବେ ସୁପ୍ରିମକୋର୍ଟ ଏବଂ ରାଷ୍ଟ୍ରପତିଙ୍କ କ୍ଷମତା ପର୍ଯ୍ୟନ୍ତ ପହଞ୍ଚିଛି। ସୁପ୍ରିମକୋର୍ଟ ବିଲ ପାସ କରିବା ପାଇଁ ସମୟସୀମା ଧାର୍ଯ୍ୟ କରିବା ପରେ, ଦେଶର ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ଏକ ବିବୃତ୍ତି ସାମ୍ନାକୁ…
ପ୍ରଥମଥର ରାଷ୍ଟ୍ରପତିଙ୍କୁ ଏମିତି ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ: ୩ ମାସରେ ନିର୍ଣ୍ଣୟ ନିଅ
ନୂଆଦିଲ୍ଲୀ,୧୨।୪: ରାଜ୍ୟପାଳମାନଙ୍କ ଦ୍ୱାରା ପଠାଯାଇଥିବା ବିଲ ଉପରେ ତିନି ମାସ ମଧ୍ୟରେ ନିଷ୍ପତ୍ତି ନିଆଯିବା ଉଚିତ ବୋଲି ପ୍ରଥମଥର ସୁପ୍ରିମକୋର୍ଟ ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ତାମିଲନାଡୁ ରାଜ୍ୟପାଳଙ୍କ ଦ୍ୱାରା ବିଚାରାଧୀନ ବିଲ୍ଗୁଡ଼ିକୁ ଅନୁମୋଦନ ନ ଦେବାର ନିଷ୍ପତ୍ତିକୁ…
ଲିସବନରେ ସମ୍ମାନୀତ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଲିସବନ,୮।୪: ଲିସବନ ମେୟର କାର୍ଲୋସ ମୋଡାସ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ସିଟି କି ଅଫ ଅନର’ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଆୟୋଜିତ ଉତ୍ସବରେ ତାଙ୍କୁ ସ୍ବାଗତ କରିବା ସମୟରେ କାର୍ଲୋସ ମୋଏଡାସ କହିଥିଲେ, ‘ନମସ୍ତେ! ରାଷ୍ଟ୍ରପତି ମହାଶୟ।…
ସୋନିଆଙ୍କ ବିବାଦୀୟ ମନ୍ତବ୍ୟ ପରେ ରାଷ୍ଟ୍ରପତି ଭବନରୁ ଆସିଲା କଡ଼ା ଉତ୍ତର, କୌଣସି କ୍ଷେତ୍ରରେ ବି ରାଷ୍ଟ୍ରପତି…
ନୂଆଦିଲ୍ଲୀ,୩୧ା୧: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତାତ୍ସଲ୍ୟ କରି କହିବା ପରେ ରାଷ୍ଟ୍ରପତି ଭବନରୁ ଏହାର ଉତ୍ତର ଆସିଛି। ସୋନିଆଙ୍କ ବୟାନକୁ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ମଧ୍ୟ କଡ଼ା ଜବାବ ଦିଆଯାଇଛି। ସୋନିଆଙ୍କ ବୟାନ ଗ୍ରହଣୀୟ…
Archives


