Tag Archives: Prabhas

‘ସ୍ପିରିଟ୍’ରେ ମୁହାଁମୁହିଁ ହେବେ କୋରିଆନ୍ ଷ୍ଟାର୍ ଡନ୍ ଲି-ପ୍ରଭାସ: ଏପିକ୍ ଟକ୍କର ପାଇଁ ବଢ଼ିଲା ଉତ୍କଣ୍ଠା!

ମୁମ୍ବାଇ: ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ନିର୍ଦ୍ଦେଶିତ ତଥା ପ୍ରଭାସ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ସ୍ପିରିଟ୍‌’କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। କୋରିଆନ୍ ଅଭିନେତା ଡନ୍ ଲି (Don Lee), ଯିଏ ମା ଡଙ୍ଗ-ସିଓକ୍ (Ma Dong-seok) ନାମରେ…

ପ୍ରଭାସଙ୍କ ‘ସାଲାର-୨’ ରେ ନଜର ଆସିବେ କୋରିଆର ଚର୍ଚ୍ଚିତ ଅଭିନେତା ଡନ୍ ଲି!

ମୁମ୍ବାଇ: ଦକ୍ଷିଣ କୋରିଆ ଚର୍ଚ୍ଚିତ ଅଭିନେତା ଡନ୍ ଲି ଯିଏ ମା ଡଙ୍ଗ-ସେଓକ ନାମରେ ମଧ୍ୟ ଜଣା, ରବିବାର ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ନିଜର ତଥା ପ୍ରଭାସଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଏହି ପୋଷ୍ଟରେ ସେ ପ୍ରଭାସଙ୍କ ”ସାଲାର:…

କଳ୍‌କୀ ପାର୍ଟ-୨’ରେ ଆସିବ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଚକ୍ରର ଝଡ଼…

ନୂଆଦିଲ୍ଲୀ,୨୯।୬: ବଡ଼ ପରଦାରେ ଦର୍ଶକଙ୍କ ମନ ଜିଣୁଛି ରିବେଲ ଷ୍ଟାର ପ୍ରଭାସଙ୍କ ବହୁ ପ୍ରତିକ୍ଷିତ ସିନେମା ‘କଳକୀ ୨୮୯୮ ଏଡି’। ମହାଭାରତ ଯୁଦ୍ଧର ଶେଷ ମୁହୂର୍ତ୍ତରୁ ଆରମ୍ଭ ହୋଇଛି ସିନେମାର କାହାଣୀ।। ଯେତେବେଳେ ଭଗବାନ କୃଷ୍ଣ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର ଅଶ୍ୱଥମାଙ୍କୁ…

ରିଲିଜ୍‌ ହେଲା ବହୁ ପ୍ରତିକ୍ଷିତ ”କଳ୍‌କୀ ୨୮୯୮ ଏଡି”; ଜବରଦସ୍ତ ଭିଏଫଏକ୍ସ ସାଙ୍ଗକୁ ଦେଖିବାକୁ ମିଳିଲା ବିଗ୍‌ ବି’ ଅମିତାଭଙ୍କ ଧମାଲ୍‌

ମୁମ୍ବାଇ,୨୭।୬: ବଡ଼ ପରଦାକୁ ଆସିଛି ବହୁ ପ୍ରତିକ୍ଷିତ ସିନେମା ”କଳ୍‌କୀ ୨୮୯୮ ଏଡି”। ପ୍ରଥମ ଶୋ’ରୁ ହିଁ ସିନେମାକୁ ଭଲ ପ୍ରତିକ୍ରିୟା ମିଳିଛି। ଗୁରୁବାର ଭୋରୁ ଭୋରୁ ବହୁ ସହରରେ ପ୍ରଥମ ଶୋ’ ଆରମ୍ଭ ହୋଇଯାଇଥିଲା ବେଳେ ଦିନ ଗଡ଼ିବା ସହିତ…

ବିବାହ କରି ମହିଳା ପ୍ରଶଂସକଙ୍କ ହୃଦୟକୁ ଭାଙ୍ଗିବାକୁ ଚାହୁଁନାହିଁ: ପ୍ରଭାସ

ହାଇଦ୍ରାବାଦ: ଚଳଚ୍ଚିତ୍ର ‘କଳ୍କି ୨୮୯୮ ଏଡି’ ପାଇଁ ଦକ୍ଷିଣ ଭାରତୀୟ ଅଭିନେତା ପ୍ରଭାସ ଏବେ ବ୍ୟସ୍ତ ରହିଛନ୍ତି। ଏହି ଫିଲ୍ମକୁ ପ୍ରଭାସଙ୍କ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ତେବେ ପ୍ରଭାସ ପ୍ରାୟତଃ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି।…

ପ୍ରଭାସଙ୍କ ଜୀବନରେ ଡାର୍ଲିଂଙ୍କ ଏଣ୍ଟ୍ରି!

ହାଇଦ୍ରାବାଦ: ପ୍ରେମରେ ପଡ଼ିଛନ୍ତି ସାଉଥ୍‌ ସୁପରଷ୍ଟାର ପ୍ରଭାସ। ଏକଥା ମନଗଢ଼ା ନୁହେଁ ବରଂ ଅଭିନେତାଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ଏଭଳି ଚର୍ଚ୍ଚା ଜୋର ଧରିଛି। ସେ କିଏ ଜାଣିବାକୁ ଅପେକ୍ଷା କରିବା ଲାଗି ପ୍ରଭାସ କହିଛନ୍ତି। ଏଣୁ ପ୍ରଶଂସକଙ୍କ ଉତ୍କଣ୍ଠା ଦ୍ୱିଗୁଣିତ…

ପରଦାକୁ ଆସିଲା ସୁପରଷ୍ଟାର ପ୍ରଭାସଙ୍କ ‘ସାଲାର’, ଫ୍ୟାନ୍ କହିଲେ ‘ବାହୁବଳୀ ଇଜ୍ ବ୍ୟାକ୍’

ମୁମ୍ବାଇ, ୨୨।୧୨: ବଡ ପରଦାରେ ରିଲିଜ ହୋଇଛି ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ‘ସାଲାର ପାର୍ଟ-୧’। ‘ଆଦିପୁରୁଷ’ ବିଫଳତା ସାଲାର ଫିଲ୍ମରେ ପ୍ରଭାସଙ୍କ ମ୍ୟାଜିକ୍ ଦେଖିବା ପାଇଁ ତାଙ୍କର ପ୍ରଶଂସକମାନେ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିଲେ। ‘ସାଲାର’ରେ ପ୍ରଭାସଙ୍କ ଆକ୍ସନ୍ ଏବଂ ଦମଦାର…

ଅନୁଷ୍କାଙ୍କ ହାତ ଧରିବେ ପ୍ରଭାସ ! ବିବାହ ଲାଗି ପରିବାର ଦେଲା ଗ୍ରୀନ୍‌ ସିଗ୍‌ନାଲ…

ହାଇଦ୍ରାବାଦ: ପୁଣି ଅନୁଷ୍କା ସେଟ୍ଟୀଙ୍କୁ ନେଇ ଚର୍ଚ୍ଚାରେ ବାହୁବଲୀ ଷ୍ଟାର ପ୍ରଭାସ। ଏକାଧିକ ଥର ଡେଟିଂ ଖବରକୁ ଦୁହେଁ ଖଣ୍ଡନ କରିଆସୁଛନ୍ତି। ହେଲେ ଉଭୟଙ୍କ ପରିବାର ସେମାନଙ୍କୁ ମିଶାଇବାକୁ ଯୋଜନା କରିସାରିଥିବା ସୂଚନା ମିଳିଛି। କହିବାକୁ ଗଲେ ଅନୁଷ୍କାଙ୍କ ସହ ତାଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri