ସ୍କୁଲ ଭିତରେ ଜମିଥିଲା ପଙ୍କ-କାଦୁଅ: ନିଜ ହାତରେ ଝାଡୁ ଧରି ସଫା କଲେ ବ୍ଲକ ଅଧ୍ୟକ୍ଷା, ସରପଞ୍ଚ-ପୁରାତନ ଛାତ୍ର
ଛତ୍ରପୁର,୩।୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ଯୋଗୁ ଗଞ୍ଜାମ ଜିଲାର ବିଭିନ୍ନ ବିଦ୍ୟାଳୟ ଜଳମଗ୍ନ ହୋଇପଡ଼ିଥିଲା। ବନ୍ୟାଜଳ ହ୍ରାସ ପାଇବା ପରେ ବିଦ୍ୟାଳୟ ପରିସର ଓ ଶ୍ରେଣୀଗୃହଗୁଡ଼ିକରେ ବହୁ ପରିମାଣର ପଙ୍କ, କାଦୁଅ ଏବଂ ଅଳିଆ ଆବର୍ଜନା ଜମି ରହିଥିଲା।…

