Tag Archives: pond

ଘରକୁ ଫେରିବା ବାଟରେ ଆକ୍ରମଣ କଲା ମହୁମାଛି, ଜୀବନ ବଞ୍ଚାଇବା ପାଇଁ ବୃଦ୍ଧ ପାଣିକୁ ଡେଇଁବାରୁ ଘଟିଲା…

ଝରିଗାଁ,୨୨ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଫୁଫୁଗାଁ ପଞ୍ଚାୟତ ଅନ୍ତର୍ଗତ ବାରବାକୁଲି ଗ୍ରାମର ଜଣେ ବୃଦ୍ଧଙ୍କର ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ବାରବାକୁଲି ଗ୍ରାମର ପଦୁ ସାନ୍ତା(୫୫) କୌଣସି ଏକ କାମରେ ଫୁଫୁଗାଁ ଯାଇଥିଲେ। ସେଠାରେ…

ଶୌଚ ହେବାକୁ ଯାଇ ଘରକୁ ଫେରି ନ ଥିଲେ ଯୁବକ, ଦୁଇଦିନ ପରେ ମିଳିଲା ମୃତଦେହ

ହାଟଡିହୀ,୧୭ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସଡ଼ଙ୍ଗ ପଞ୍ଚାୟତ ଅଢ଼େଇ ଦୁଆର ଗ୍ରାମର ଜଣେ ଯୁବକଙ୍କ ମୃତଦେହ ଗାଁ ପୋଖରୀରୁ ମିଳିଛି। ସୂଚନାନୁସାରେ, ଗ୍ରାମର ମଙ୍ଗୁଳିଆ ହାତୀ (୩୮) ଚଳିତ ମାସ ଗତ ୧୪ ତାରିଖ ମଙ୍ଗଳବାର ରାତିରେ ଖାଇ…

ଦଳ ଭର୍ତ୍ତି ପୋଖରୀରୁ ମିଳିଲା ଦିବ୍ୟାଙ୍ଗ ଯୁବକଙ୍କ ମୃତଦେହ

ତିହିଡ଼ି,୬ା୮(ସଞ୍ଜିତ ବଳ): ଏକ ଦଳ ଭର୍ତ୍ତି ପୋଖରୀରୁ ବୁଧବାର ସକାଳେ ଜଣେ ଦିବ୍ୟାଙ୍ଗ ଯୁବକଙ୍କ ମୃତଦେହ ମିଳିଛି। ମୃତ ଯୁବକଙ୍କ ନାଁ ଧନେଶ୍ୱର ଖିଲାର(୩୦) ଏବଂ ତାଙ୍କ ଘର ତିହିଡ ବ୍ଲକ ପୀରହାଟ ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ତଳଦୁମୁକା ଗ୍ରାମରେ…

ପୋଖରୀରେ ବୁଡ଼ିଗଲେ ଦଶମ ଶ୍ରେଣୀ ଛାତ୍ରୀ

ମହାକାଳପଡ଼ା,୧୬ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜୟଚନ୍ଦ୍ରପୁର ପଞ୍ଚାୟତ ହାଇସ୍କୁଲର ଜଣେ ଦଶମ ଶ୍ରେଣୀ ଛାତ୍ରୀ ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଲେ କେନ୍ଦ୍ରାପଡ଼ା ସଦର ଥାନା ଓସ୍ତପୁର ବନ୍ଧପଡ଼ାର ଭାଗଶ୍ରୀ ରାଉତ(୧୪)। ସେ ତାଙ୍କ…

ଅସ୍ତିତ୍ୱ ହରାଉଛି ଜଳାଶୟ, ପୁନରୁଦ୍ଧାର ପାଇଁ ଗ୍ରାମବାସୀଙ୍କ ଦାବି

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବରଗଡ଼ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ବଗେଇବିରା ଗ୍ରାମରେ ରହିଥିବା ଏକ ଜଳାଶୟ ତେନ୍ତୁଳିମୁଣ୍ଡା ଅସ୍ତିତ୍ୱ ହରାଇ ବସିଛି। ଏହି ଜଳାଶୟ ଅନାବନା ଘାସଲଟା ଆଦିରେ ପରିପୂର୍ଣ୍ଣ ଥିବାବେଳେ ଦିନକୁ ଦିନ ସଂକୁଚିତ ହୋଇ ପଡୁଛି।…

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ

ତିହିଡ଼ି,୪ା୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଝିଙ୍କିରିଆ ଗ୍ରାମର ଜଣେ ଯୁବକଙ୍କ ମୃତଦେହକୁ ଏକ ପୋଖରୀରୁ ଗୁରୁବାର ରାତିରେ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ନାଁ ଗଦାଧର ମହାଳିକ (୩୨) ବୋଲି ଜଣାଯାଇଛି। ଗଦାଧର ଗୁରୁବାର…

ପୋଖରୀରେ ବୁଡ଼ି ଦୁଇ ଭାଇଙ୍କ ଜୀବନ ଗଲା

ନୟାଗଡ଼,୩୦ା୧୦(ଲୋକନାଥ ମିଶ୍ର): ପୋଖରୀରେ ବୁଡ଼ି ଦୁଇ ନାବାଳକ ଭାଇଙ୍କ ଜୀବନ ଯାଇଛି। ନୟାଗଡ଼ ଜିଲା ଇଟାମାଟି ଥାନା ବାଉଁଶିଆପଡ଼ା ପଞ୍ଚାୟତ ଅଭିମାନପୁର ପୋଖରୀରେ ବୁଡ଼ି ସୋମବାର ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତ ଦୁଇ ନାବାଳକ ଦାଦା ପୁଅ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?