Tag Archives: pond

ମଦ ପିଇ ହୋଲି ଖେଳୁଥିଲେ ଦୁଇ ସାଙ୍ଗ, ନିଶାରେ ଚୂର୍‌ ଥାଇ ଭୁଲିଗଲେ ସବୁକିଛି, ପରେ ଘଟିଲା ଏମିତି…

ଯାଜପୁରରୋଡ୍‌,୫ା୩(ପବିତ୍ର ରଞ୍ଜନ ମହାନ୍ତି): ହୋଲି ହେଲା କାଳ, ରଙ୍ଗ ବୋଳାବୋଳି ସହ ଖୁସିର ପର୍ବ ପରେ ଘରେ ପଡ଼ିଛି କାନ୍ଦବୋବାଳି। ପୋଖରୀରେ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ବୁଧବାର ହୋଲି ଖେଳିବା ପରେ ୟୁପିରୁ ଆସି…

ପାଣି ମୁନ୍ଦେ ପାଇଁ ଆଉଟୁପାଉଟୁ ଦେଶୀ, ବିଦେଶୀ ପକ୍ଷୀ

ମହାକାଳପଡ଼ା, ୨୩ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଉପକୂଳ ମହାନଦୀ ତ୍ରିକୋଣ ଭୂମି ଅବବାହିକା ଅଞ୍ଚଳରେ ଗାଡିଆପୋଖରୀ ଖାଲ ପାଟ ଶୁଖିଗଲାଣି । ପାଣି ଅଭାବ ଯୋଗୁ ଦେଶୀ ବିଦେଶୀ ପକ୍ଷୀଙ୍କ ଖାଦ୍ୟାଭାବ ଦେଖିବାକୁ ମିଳୁଛି। ବିଶେଷକରି ବତୀଘର, ନିପାଣିଆ,…

ପୋଖରୀ ହୁଡ଼ାରେ ପ୍ୟାଣ୍ଟ ଶର୍ଟ, ପାଣି ଭିତରେ ମୃତଦେହ

ବଲାଙ୍ଗୀର,୪ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ସର୍ବବୃହତ ମହାରାଣୀ ପୋଖରୀ ପାଣିରେ ଭାସୁଥିବା ଏକ ମୃତଦେହକୁ ଜବତ କରିଛି ଅଗ୍ନିଶମ ବିଭାଗ। ସୂଚନାନୁଯାୟୀ, ଆଜି ଦିନ ବେଳେ ମହାରାଣୀ ସାଗର ଜଳାଶୟ କେହି ଜଣେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ।…

ଯାତ୍ରା ଦେଖି ଘରକୁ ଫେରୁଥିଲେ ଯୁବକ, ପିଟିଦେଲା ଅଜଣା ଗାଡ଼ି, ବାଇକ୍‌ ସହ ପୋଖରୀ ଭିତରେ ପଡ଼ି…

ପାଟଣା,୨୫ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡ଼ା ବ୍ଲକ ବରବେଡ଼ା ଆମ୍ବ ବାଗାନ ନିକଟ ଗଡ଼ିଆରୁ ରବିବାର ସାହାରପଡ଼ା ଫାଣ୍ଡି ପୋଲିସ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ଜବତ କରିଛି। ମୃତକ ଜଣକ ହେଉଛନ୍ତି ଉକ୍ତ ଫାଣ୍ଡି ଗଣ୍ଡ…

ପୋଖରୀ ହୁଡ଼ାରେ ପଡ଼ିଛି ମହିଳାଙ୍କ ମୃତଦେହ, ପ୍ରାଥମିକ ତଦନ୍ତବେଳେ ପୋଲିସ ପାଇଲା …

ସୁନ୍ଦରଗଡ଼,୧୫ା୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଟାଉନଥାନା ଅନ୍ତର୍ଗତ ଶଙ୍କରା ଗଉଡ଼ପଡ଼ାରେ ଜଣେ ଆଦିବାସୀ ମହିଳାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି। ମୃତ ମହିଳା ଜଣକ ହେଉଛନ୍ତି ଗୁରୁବାରୀ ମାଝୀ(୬୫)। ଗୁରୁବାର ସକାଳେ ଗଉଡ଼ପଡ଼ା ପୋଖରୀ ହୁଡ଼ାରେ ଏହି ମହିଳାଙ୍କ ମୃତଦେହ ପଡ଼ିଥିବା ଦେଖି…

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଦୁଇ ୨ ନାବାଳିକା ସାଙ୍ଗ, ଜଣେ ଉଦ୍ଧାର, ଆଉ ଜଣେ…

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗାଁରେ ରବିବାର ପୂର୍ବାହ୍ନରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଗାଁ କରଣ ସାହିର ଦୁଇ ସାଙ୍ଗ ଶ୍ରୀ ନୀଳକଣ୍ଠେଶର ମନ୍ଦିର ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଅସାବଧାନତା…

ଖେଳୁଖେଳୁ ପୋଖରୀରେ ପଡ଼ିଗଲା ଶିଶୁପୁତ୍ର, ଖୋଜାଖୋଜି କରିବାରୁ…

ତିହିଡ଼ି,୫ା୧୨(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା କାଁପଡ଼ା ପଞ୍ଚାୟତ ଅଧୀନ ଚିଲପଦା ଗ୍ରାମରେ ଶୁକ୍ରବାର ଏକ ଦୁଃଖଦ ଘଟଣା ଘଟିଛି। ଏକ ପୋଖରୀରୁ ଆଜି ପୂର୍ବାହ୍ନରେ ଜଣେ ଶିଶୁପୁତ୍ରର ମୃତଦେହ ମିଳିଛି। ମୃତ ଶିଶୁର ନାଁ ଦିନେଶ (୩)ଏବଂ ସେ…

ପୋଖରୀରୁ ମିଳିଲା ମୃତ ଶିଶୁପୁତ୍ରର ମୃତଦେହ, ଜାଲ ପକାଇବାରୁ…

ଗଞ୍ଜାମ,୨୭ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅନ୍ତର୍ଗତ ଦାମୋଦରପୁର ଗାଁ ପୋଖରୀରୁ ଅଢ଼େଇ ବର୍ଷର ଶିଶୁପୁତ୍ର ଉଦ୍ଧାର ହୋଇଛି। ମୃତ ଶିଶୁ ହେଲେ ସୁମୁନାଥ ପାତ୍ରଙ୍କ ପୁଅ ବିନାୟକ। ଗୁରୁବାର ସକାଳେ ପୋଖରୀ ନିକଟରେ ବୁଲୁଥିବା ବେଳେ ପାଣିରେ ଗୋଡ଼ ଖସି ବୁଡ଼ିଯାଇଥିବା…

ଖେଳୁଖେଳୁ ପୋଖରୀରେ ପଡ଼ିଗଲେ ୨ ଶିଶୁ, ଚାଲିଗଲା ଦୁଇ ଜୀବନ

ତିହିଡ଼ି,୧୭ା୧୧(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧୀନ ଜାଫରାବାଦ ଗ୍ରାମସ୍ଥିତ ଏକ ପୋଖରୀରେ ପଡ଼ି ସୋମବାର ମଧ୍ୟାହ୍ନରେ ୨ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁ ୨ଜଣ ଜାଫରାବାଦ ଗ୍ରାମର ବୁଲୁ ବାରିକଙ୍କ ପୁଅ ଅନନ୍ତଦେବ (୩)…

ଘରକୁ ଫେରିବା ବାଟରେ ଆକ୍ରମଣ କଲା ମହୁମାଛି, ଜୀବନ ବଞ୍ଚାଇବା ପାଇଁ ବୃଦ୍ଧ ପାଣିକୁ ଡେଇଁବାରୁ ଘଟିଲା…

ଝରିଗାଁ,୨୨ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଫୁଫୁଗାଁ ପଞ୍ଚାୟତ ଅନ୍ତର୍ଗତ ବାରବାକୁଲି ଗ୍ରାମର ଜଣେ ବୃଦ୍ଧଙ୍କର ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ବାରବାକୁଲି ଗ୍ରାମର ପଦୁ ସାନ୍ତା(୫୫) କୌଣସି ଏକ କାମରେ ଫୁଫୁଗାଁ ଯାଇଥିଲେ। ସେଠାରେ…

ଶୌଚ ହେବାକୁ ଯାଇ ଘରକୁ ଫେରି ନ ଥିଲେ ଯୁବକ, ଦୁଇଦିନ ପରେ ମିଳିଲା ମୃତଦେହ

ହାଟଡିହୀ,୧୭ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସଡ଼ଙ୍ଗ ପଞ୍ଚାୟତ ଅଢ଼େଇ ଦୁଆର ଗ୍ରାମର ଜଣେ ଯୁବକଙ୍କ ମୃତଦେହ ଗାଁ ପୋଖରୀରୁ ମିଳିଛି। ସୂଚନାନୁସାରେ, ଗ୍ରାମର ମଙ୍ଗୁଳିଆ ହାତୀ (୩୮) ଚଳିତ ମାସ ଗତ ୧୪ ତାରିଖ ମଙ୍ଗଳବାର ରାତିରେ ଖାଇ…

ଦଳ ଭର୍ତ୍ତି ପୋଖରୀରୁ ମିଳିଲା ଦିବ୍ୟାଙ୍ଗ ଯୁବକଙ୍କ ମୃତଦେହ

ତିହିଡ଼ି,୬ା୮(ସଞ୍ଜିତ ବଳ): ଏକ ଦଳ ଭର୍ତ୍ତି ପୋଖରୀରୁ ବୁଧବାର ସକାଳେ ଜଣେ ଦିବ୍ୟାଙ୍ଗ ଯୁବକଙ୍କ ମୃତଦେହ ମିଳିଛି। ମୃତ ଯୁବକଙ୍କ ନାଁ ଧନେଶ୍ୱର ଖିଲାର(୩୦) ଏବଂ ତାଙ୍କ ଘର ତିହିଡ ବ୍ଲକ ପୀରହାଟ ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ତଳଦୁମୁକା ଗ୍ରାମରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri