Tag Archives: polling party

ସରିଲା ନୂଆପଡ଼ା ଉପନିର୍ବାଚନ: ଇଭିଏମ୍‌ରେ ସିଲ୍‌ ହେଲା ୧୪ ପ୍ରାର୍ଥୀଙ୍କ ଭାଗ୍ୟ

ଭୁବନେଶ୍ୱର/ନୂଆପଡ଼ା,୧୧ା୧୧(ରବିନାରାୟଣ ଜେନା/ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ମଙ୍ଗଳବାର ଶେଷ ହୋଇଛି। ସମ୍ବେଦନଶୀଳ ଏବଂ ସଖୀ ବୁଥ୍‌ ସମେତ ନିର୍ବାଚନମଣ୍ଡଳୀର ସମସ୍ତ ଅଞ୍ଚଳରେ ମତଦାନ ପ୍ରାୟ ଶାନ୍ତିପୂର୍ଣ୍ଣ ଭାବେ ହୋଇଛି। ରାତି ୯ଟା ପର୍ଯ୍ୟନ୍ତ ୭୯.୦୨ପ୍ରତିଶତ ମତଦାନ ସାବ୍ୟସ୍ତ...

ହେଲିକପ୍ଟରରେ ନୂଆପଡ଼ା ଯିବେ ପୋଲିଂ ପାର୍ଟି

ନୂଆପଡ଼ା,୧୦ା୧୧(ମକାରୁ ବେମାଲ): ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ଅନୁଷ୍ଠିତ ହେବ ନୂଆପଡ଼ା ଉପନିର୍ବାଚନ। ଏନେଇ ପୋଲିଂ ପାର୍ଟି ହେଲିକପ୍ଟରରେ ନୂଆପଡ଼ା ଯିବେ ବୋଲି ବ୍ୟବସ୍ଥା କରାଯାଇଛି। ସୁନାବେଡ଼ା ପୋଲିଂ ପାର୍ଟି ପାଇଁ ୨ଟି ସ୍ବତନ୍ତ୍ର ହେଲିକପ୍ଟର ବ୍ୟବସ୍ଥା କରାଯାଇଛି। ଏହି ହେଲିକପ୍ଟର...

ବୁଥ୍‌ରେ ପହଞ୍ଚିଲେ ପୋଲିଂ ପାର୍ଟି

ଭଦ୍ରକ,୩୧ା୫(ସନାତନ ରାଉତ): ଜୁନ୍‌ ୧ରେ ଭଦ୍ରକ ଜିଲାରେ ଶେଷ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ଜିଲାର ସମସ୍ତ ବୁଥ୍‌ରେ ପୋଲିଂ ପାର୍ଟି ପହଞ୍ଚି ସାରିଛନ୍ତି। ଗୋଟିଏ ଲୋକ ସଭା ଓ ଜିଲାର ୫ ବିଧାନସଭା ପାଇଁ ୧୩୧୨ଟି ବୁଥ୍‌ରେ ମତଦାନ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପୋଲିଂ କର୍ମଚାରୀ ପ୍ରସ୍ତୁତ, ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ଛତ୍ରପୁର,୧୮ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆସନ୍ତା ୨୦ ତାରିଖରେ ମତଦାନ ଅନୁଷ୍ଠିତ ହେବ। ଏହିଦିନ ଗଞ୍ଜାମ ଜିଲାରେ ଆସିକା ଲୋକ ସଭା ଓ ୮ ଟି ବିଧାନସଭା ପାଇଁ ନିର୍ବାଚନ ହେବ। ଭଞ୍ଜନଗର, ଆସିକା,...

ସୋମବାର ନିର୍ବାଚନ: ବୁଥ୍‌ରେ ପହଞ୍ଚିଲେ ପୋଲିଂ କର୍ମଚାରୀ

ଛତ୍ରପୁର,୧୨ା୫(ଦିଲ୍ଲୀପ ସାମଲ): ସାଧାରଣ ନିର୍ବାଚନ ମହାପର୍ବ ଲାଗି ବୁଥ୍‌ ମୁହାଁ ହୋଇଛନ୍ତି କର୍ମଚାରୀ। ରାଜ୍ୟର ପ୍ରଥମ ପର୍ଯ୍ୟାୟରେ ମେ’ ୧୩ ତାରିଖ ସୋମବାର ନିର୍ବାଚନ ଲାଗି ମତଦାନ ଗ୍ରହଣ କରାଯିବ। ଏହି ପ୍ରରିପ୍ରେକ୍ଷୀରେ ଗଞ୍ଜାମ ଜିଲା ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର...

ପ୍ରାର୍ଥୀଙ୍କ ପ୍ରଚାର ଶେଷ: ବୁଥ୍‌ ଅଭିମୁଖେ ପୋଲିଂ ଅଧିକାରୀ

କୋରାପୁଟ,୧୧ା୫(ଅମିତାଭ ବେହେରା): ଆସନ୍ତା ୧୩ ତାରିଖରେ ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଶନିବାର ଅପରାହ୍ନରେ ନିର୍ବାଚନ ନେଇ ସମସ୍ତ ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର କାର୍ଯ୍ୟ ଶେଷ ହୋଇଥିବା ବେଳେ ଅନ୍ୟପକ୍ଷେ ନିର୍ବାଚନ ନେଇ ଜିଲାର ରହିଥିବା ମୋଟ୍‌...

ଓଲଟିଲା ପୋଲିଂ ପାର୍ଟି ବସ୍‌

ଚିକିଟି,୧୧ା୫: ନିର୍ବାଚନ ଡ୍ୟୁଟିକୁ ଶନିବାର ଯାଉଥିବା ବେଳେ ଗଞ୍ଜାମ ଜିଲା ଚିକିଟି ବ୍ଲକ ପିତାତଳି ନିକଟରେ ଏକ ପୋଲିଂ ପାର୍ଟି ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ଦୁଇଜଣ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ମତଦାନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri