Tag Archives: Politics

ପ୍ରିୟଙ୍କା ଗାନ୍ଧୀଙ୍କୁ ‘୧୯୮୪’ ଲେଖାଥିବା ବ୍ୟାଗ୍‌ ଭେଟି ଦେଲେ MP ଅପରାଜିତା ଷଡ଼ଙ୍ଗୀ, ଜାଣନ୍ତୁ ପୁରା ମାମଲା…

ନୂଆଦିଲ୍ଲୀ,୨୦।୧୨: ଚଳିତ ଥର ସଂସଦର ଶୀତକାଳୀନ ଅଧିବେଶନ ବେଶ ଚର୍ଚ୍ଚାରେ ରହି ଆସୁଛି। କେବେ ମାରପିଟ୍‌ ତ କେବେ ବ୍ୟାଗ୍‌ ପଲିଟିକ୍ସ ଯାଏ ସବୁକିଛି ଦେଖିବାକୁ ମିଳିଛି। ପ୍ରତ୍ୟେହ ନୂଆ ବ୍ୟାଗ୍‌ ସହ ସଂସଦରେ ପହଞ୍ଚି ପ୍ରିୟଙ୍କା ଖବରରେ ରହୁଛନ୍ତି। ତାଙ୍କ…

ଅମିତ ଶାହାଙ୍କୁ ବଞ୍ଚାଇବା ଲାଗି ଷଡଯନ୍ତ୍ର ରଚିଛି ଭାଜପା; ଠେଲାପେଲାକୁ ନେଇ ପ୍ରିୟଙ୍କାଙ୍କ ବଡ଼ ଅଭିଯୋଗ…

ନୂଆଦିଲ୍ଲୀ,୧୯।୧୨: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭାଜପା ପକ୍ଷରୁ ରାହୁଲ ଗାନ୍ଧୀଙ୍କ ଉପରେ ଲଗାଯାଉଥିବା ଠେଲାପେଲା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏସବୁ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ରକ୍ଷା କରିବା ଲାଗି ଷଡଯନ୍ତ୍ର ବୋଲି ସେ କହିଛନ୍ତି। ଏପରିକି ଭାଜପା…

ଶୂନ ହୋଇଯିବ ବିଜେଡି: ଚମକାଇଲା ଯାଜପୁର ଏମ୍‌ପିଙ୍କ ବୟାନ…

ଭୁବନେଶ୍ୱର,୬।୧୧: ରାଜ୍ୟରେ ଭାଜପା ସରକାରକୁ ଆସିବା ପରେ ଜଣଙ୍କ ପରେ ଜଣେ ବିଜେଡି ନେତା ଦଳ ଛାଡ଼ୁଛନ୍ତି। ଏହାକୁ ନେଇ ଯାଜପୁର ଏମ୍‌ପି ରବୀନ୍ଦ୍ର ନାରାୟଣ ବେହେରା ବଡ଼ ବୟାନ ଦେଇଛନ୍ତି। ଯାଜପୁରରୁ ପ୍ରକ୍ରିୟା ଆରମ୍ଭ ହେଲା, ୨୦୨୯ ନିର୍ବାଚନ ବେଳକୁ…

‘ଭାଜପାରେ ମିଶିଯିବ ବିଜେଡି’

ଭୁବନେଶ୍ୱର,୧୯।୧୦: ଗତ କିଛିଦିନ ଧରି ବିଜେଡିର ତୁଙ୍ଗ ନେତାମାନେ ଦଳ ବିରୋଧରେ ବୟାନବାଜି କରୁଛନ୍ତି। ଏଥିନେଇ ଦଳରେ କନ୍ଦଳ ସୃଷ୍ଟି ହୋଇଥିବା କୁହାଯାଉଛି। ତେବେ ବିଜେଡି ନେଇ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଶନିବାର ଏକ ବଡ଼ ବୟାନ ଦେଇଛନ୍ତି…

ଅମରଙ୍କ ବିସ୍ଫୋରକ ବୟାନ: ଆଗକୁ ବହୁତ କିଛି ଘଟିବାକୁ ଯାଉଛି, କେବଳ BJP ନୁହେଁ…

ଭୁବନେଶ୍ୱର,୧୫।୧୦: ବିଜେଡ଼ିରେ ନ ଥିବା କହି ଚର୍ଚ୍ଚାର ପରିସରକୁ ଆସିଥିବା ଅମର ପ୍ରସାଦ ଶତପଥୀ ମଙ୍ଗଳବାର ପୁଣି ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଆଗକୁ ଓଡ଼ିଶା ରାଜନୀତିରେ ଅନେକ ଘଟଣା ଘଟିବାକୁ ଯାଉଥିବା ସେ କହିଛନ୍ତି। ଏହାଛଡ଼ା ଭାଜପା ନେତା ରାମଚନ୍ଦ୍ର…

ବର୍ଷିଲେ ପାଟ୍ଟଶାଣୀ: କହିଲେ ‘ଯେପର୍ଯ୍ୟନ୍ତ ପାଣ୍ଡିଆନ ଥିବେ ବିଜେଡି ସରକାରକୁ ଆସିବ ନାହିଁ, ମୁଁ ବି…’

ଭୁବନେଶ୍ୱର,୧୫।୧୦: ରାଜ୍ୟରେ ଭାଜପା ସରକାର ଆସିବା ପରେ ବିଜେଡିର କିଛି ନେତା ଦଳ ଛାଡ଼ିଛନ୍ତି। ବିଶେଷକରି ନିର୍ବାଚନ ସମୟରେ ପୂର୍ବତନ ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କ ସମ୍ପୃକ୍ତି ଉପରେ ଅନେକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି କ୍ରମରେ ଭାଜପା ନେତା ପ୍ରସନ୍ନ…

ନବୀନ ଗଲେ ଆପେ ଆପେ ଭିଡ଼ ଜମୁଛି, CM ଗଲେ ଟ୍ରାଫିକ୍‌ ଜାମ ହେଉଛି: ବିଜେଡି

ଭୁବନେଶ୍ୱର,୧୨।୧୦: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ବୁଲାକୁ ନେଇ ରାଜନୀତି ସରଗରମ ହୋଇଛି। ଗୋଟିଏ ପଟେ ଭାଜପାର ନେତାମାନେ ଏହାକୁ ନେଇ କଟାକ୍ଷ କରୁଥିବା ବେଳେ କାଉଣ୍ଟର କରୁଛନ୍ତି ବିଜେଡି ନେତା।…

ରାଜନୀତିକୁ ଆସିବା ପାଇଁ ଚାହୁଁଥିବା ଯୁବପିଢ଼ିଙ୍କୁ ପ୍ରଧାନମନ୍ତ୍ରୀ ଦେଲେ ଏହି ଗୁରୁମନ୍ତ୍ର, କହିଲେ ରାଜନୈତିକ ପୃଷ୍ଠଭୂମି ବିନା…

ନୂଆଦିଲ୍ଲୀ,୨୫ା୮: ଆଜି ଅଗଷ୍ଟ ୨୫ ଅର୍ଥାତ୍‌ ରବିବାର ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ଏହା ‘ମନ୍‌ କି ବାତ୍‌’ର ୧୧୩ ତମ ଏପିସୋଡ୍‌। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ୨୮ ଜୁଲାଇରେ ‘ମନ୍‌ କି…

ସେମାନେ ଜଗନ୍ତୁ, ଆମେ ଡରିବୁ କାହିଁକି: ବିଜେଡିର ‘ଛାୟା କ୍ୟାବିନେଟ୍‌’କୁ ନେଇ ବଡ଼ ବୟାନ ଦେଲେ…

ଭୁବନେଶ୍ୱର,୧୮।୭: ବିଜେଡିର ଛାୟା କ୍ୟାବିନେଟ୍‌ ଗଠନକୁ ନେଇ ଏମ୍‌ପି ପ୍ରତାପ ଷଡ଼ଙ୍ଗୀ ପ୍ରତିକ୍ରିୟା ରଖି ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଅସ୍ତିତ୍ୱ ଅଛି ବୋଲି ଜଣାଇବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଆମେ ଖୁସି ଯେ ଆମକୁ ଶକ୍ତ ବିରୋଧୀ…

ଆସନ୍ତା ୨୨ରୁ ବିଧାନସଭା ଅଧିବେଶନ, ୨୫ରେ ବଜେଟ୍‌

ଭୁବନେଶ୍ୱର,୫।୭: ଆସନ୍ତା ୨୨ ତାରିଖରୁ ସପ୍ତଦଶ ବିଧାନସଭା ଅଧିବେଶନ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ସେପ୍ଟେମ୍ବର ୧୩ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିବେଶନରେ ମୋଟ ୨୭ଟି କାର୍ଯ୍ୟଦିବସ ଥିବା ବେଳେ ଜୁଲାଇ ୨୫ରେ ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ…

ଇଡି,ସିବିଆଇ ଭୟରେ ବିଜେଡି ବିରୋଧୀ ଦଳ ଭୂମିକା ତୁଲାଇପାରିବ ନାହିଁ: ତାରା

ଭୁବନେଶ୍ୱର,୧୪ା୬-ଆଗାମୀ ଦିନରେ କଂଗ୍ରେସ ବିରୋଧୀ ଦଳ କାମ କରିବ । କାରଣ ଇଡି, ସିବିଆଇ ଭୟରେ ବିଜେଡି ବିରୋଧୀ ଦଳ ଭୂମିକା ତୁଲାଇ ପାରିବ ନାହିଁ । କଂଗ୍ରେସ ହିଁ ଆସନ୍ତା ୫ ବର୍ଷ ପାଇଁ ବିରୋଧୀ ଦଳ ଭୂମିକା ତୁଲାଇବ…

ସୁଭଦ୍ରା ଯୋଜନାରେ କେଉଁମାନେ ପାଇବେ ୫୦ ହଜାର ଟଙ୍କା? ଜାଣନ୍ତୁ କିଭଳି କରିବେ ଆବେଦନ ଏବଂ ଯୋଗ୍ୟତା 

ଭୁବନେଶ୍ୱର,୧୩।୬: ଓଡ଼ିଶାରେ ଭାଜପା ସରକାର ଗଢ଼ିବା ପରେ ପ୍ରଥମ କ୍ୟାବିନେଟ୍‌ ବୈଠକରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି। ନିର୍ବାଚନ ପୂର୍ବରୁ ଦଳ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ଆଗାମୀ ୧୦୦ ଦିନ ମଧ୍ୟରେ ରାଜ୍ୟରେ ସୁଭଦ୍ରା ଯୋଜନା ଲାଗୁ ହେବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri