Tag Archives: Politics

‘ପ୍ରଧାନମନ୍ତ୍ରୀ ହେବାକୁ ରାହୁଲଙ୍କ ପାଖରେ ସମସ୍ତ ଯୋଗ୍ୟତା ରହିଛି’

ପାଟନା,୧୬।୨: ଭାରତର ପ୍ରଧାନମନ୍ତ୍ରୀ ହେବା ଲାଗି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନିକଟରେ ସମସ୍ତ ଯୋଗ୍ୟତା ରହିଛି। ଏପରି କହିଛନ୍ତି ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ। ଶୁକ୍ରବାର ବିହାରରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଚାଲିଛି। ଏହି ଅବସରରେ…

ଲୋକ ସଭା ନିର୍ବାଚନରେ କାହିଁକି ପ୍ରତିନ୍ଦ୍ୱନ୍ଦ୍ୱିତା କରୁନାହାନ୍ତି ସୋନିଆ ଗାନ୍ଧୀ? ଏହା ହେଉଛି ୩ କାରଣ…

ନୂଆଦିଲ୍ଲୀ,୧୩।୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ୬ ଥର ଲୋକ ସଭା ଏମ୍‌ପି ସୋନିଆ ଗାନ୍ଧୀ ଏଥର ରାଜ୍ୟ ସଭା ଯିବେ। ସେ ରାଜସ୍ଥାନରୁ ରାଜ୍ୟ ସଭା ଲାଗି ଦାବି ଉପସ୍ଥାପନ କରିବେ। ସୋନିଆ ଲୋକ ସଭା ନିର୍ବାଚନରେ ପ୍ରତିନ୍ଦ୍ୱନ୍ଦ୍ୱିତା ନ…

କୃଷ୍ଣ ମାତ୍ର ୫ ଗାଁ ମାଗିଥିଲେ, ଆମେ ୩ ମାଗିଛୁ…ଅଯୋଧ୍ୟା-ମଥୁରା-କାଶୀକୁ ନେଇ କହିଲେ ଯୋଗୀ

ଲକ୍ଷ୍ନୌ,୮।୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ରାଜ୍ୟ ବିଧାନସଭାରେ ଅଯୋଧ୍ୟାରେ ‘ପ୍ରାଣ ପ୍ରତିଷ୍ଠା’ ସମାରୋହ ଏବଂ କାଶୀ- ମଥୁରା ପ୍ରସଙ୍ଗ ଉଠାଇଛନ୍ତି। ଏହି ଅବସରରେ ସେ ରାଜ୍ୟର ପୂର୍ବ ସରକାରଙ୍କ ସହ ଅଯୋଧ୍ୟାକୁ ନେଇ ହୋଇଥିବା ଅନ୍ୟାୟ ବିଷୟରେ କହିଛନ୍ତି।…

ନୀତୀଶଙ୍କ ପରେ ଏନ୍‌ଡିଏ ହାତ ଧରିପାରନ୍ତି TDP ଅଧ୍ୟକ୍ଷ, ଶାହା-ନଡ୍ଡାଙ୍କୁ ଭେଟିଲେ…

ଅମରାବତି,୮।୨: ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାରଙ୍କ ପରେ ଆଉ ଜଣେ ବରିଷ୍ଠ ନେତା ଏନ୍‌ଡିଏ ମୁହାଁ ହୋଇଛନ୍ତି। ୨୦୨୪ ନିର୍ବାଚନ ପୂର୍ବରୁ ରାଜନୈତିକ ହଲଚଲ ମଧ୍ୟରେ ତେଲୁଗୁ ଦେଶମ ପାର୍ଟି(ଟିଡିପି) ପ୍ରମୁଖ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଏନ୍‌ଡିଏ…

ମଝିରେ ଟିକେ ଏପଟ-ସେପଟ ହୋଇଯାଇଥିଲି, ଏବେ ଭାଜପାରେ ହିଁ ରହିବି: ନୀତୀଶ

ପାଟନା,୭।୨: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କୁ ଭେଟିଛନ୍ତି। ଏନ୍‌ଡିଏ ସହ ମେଣ୍ଟ କରିବା ପରେ ଏହା ମୋଦିଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ। ଏହି ଅବସରରେ…

ଇଡିର ୫ ସମନକୁ ଅଣଦେଖା କଲେଣି କେଜ୍‌ରିଓ୍ବାଲ, ଆଜି ଅପରାହ୍ନରେ ଆସିବ କୋର୍ଟଙ୍କ ରାୟ

ନୂଆଦିଲ୍ଲୀ,୭।୨:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ୫ ଥର ସମନ ଜାରି କରାଯାଇସାରିଛି। ହେଲେ ସେ ଅଣଦେଖା କରି ହାଜର ହେଉନାହାନ୍ତି। ଏହାକୁ ନେଇ ଇଡି କୋର୍ଟର ଦ୍ୱାରସ୍ଥ ହୋଇଛି। ଏହି ମାମଲାରେ ରାଉସ୍‌ ଆଭିନ୍ୟୁ କୋର୍ଟ ବୁଧବାର…

କୁମାର ବିଶ୍ୱାସଙ୍କୁ ରାଜ୍ୟ ସଭା ପଠାଇପାରେ ଭାଜପା

ନୂଆଦିଲ୍ଲୀ,୬।୨: ଦେଶର ଜଣାଶୁଣା କବି କୁମାର ବିଶ୍ୱାସ ରାଜ୍ୟ ସଭା ଯାଇପାରନ୍ତି। ଭାଜପା ତାଙ୍କୁ ଉତ୍ତରପ୍ରଦେଶରୁ ପ୍ରାର୍ଥୀ କରିପାରେ। ରାଜ୍ୟରେ ୭ ରାଜ୍ୟ ସଭା ଆସନ ଲାଗି ୩୫ ନାମଙ୍କୁ ନେଇ ବିଚାରବିମର୍ଶ କରାଯାଉଛି। ଏଥିରେ କୁମାର ବିଶ୍ୱାସଙ୍କ ବ୍ୟତିତ ଭାଜପା…

ଚମ୍ପାଇ ସରକାରଙ୍କ ଫ୍ଲୋର୍‌ ଟେଷ୍ଟରେ ସାମିଲ ହେବେ ହେମନ୍ତ ସୋରେନ

ରାଞ୍ଚି,୩।୨: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମିଳିଛି ଆଶ୍ୱସ୍ତି। ଶନିବାର ପିଏମ୍‌ଏଲ୍‌ଏ କୋର୍ଟ ତାଙ୍କୁ ରାଜ୍ୟ ବିଧାନସଭାରେ ଫେବୃଆରୀ ୫ରେ ହେବାକୁ ଥିବା ବହୁମତ ପରୀକ୍ଷାରେ ସାମିଲ ହେବାକୁ ଅନୁମତି ଦେଇଛନ୍ତି। ତେବେ ସେ ଏବେ ନ୍ୟାୟିକ ହେପାଜତରେ ଅଛନ୍ତି।…

ଭାଜପାକୁ ଝାଡ଼ଖଣ୍ଡରେ ନିର୍ବାଚିତ ସରକାରକୁ ଭାଙ୍ଗିବାକୁ ଦେଲାନାହିଁ ‘ଇଣ୍ଡିଆ’ ମେଣ୍ଟ: ରାହୁଲ

ରାଞ୍ଚି,୩।୨: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଚମ୍ପାଇ ସୋରେନ୍‌ ଶପଥ ନେଇସାରିଥିଲେ ହେଁ ରାଜନୈତିକ ଉଷ୍ମତା ଜାରି ରହିଛି। ଘୋଡ଼ାବେପାର ଆଶଙ୍କାରେ ୩୬ଜଣ ବିଧାୟକଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି। ଅପରପକ୍ଷେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଇଣ୍ଡିଆ ମେଣ୍ଟ ଭାଜପାକୁ ଛାଡ଼ଖଣ୍ଡରେ…

ଝାଡ଼ଖଣ୍ଡରେ ଚମ୍ପାଇ ସୋରେନ୍‌ ସରକାର ନା ହେବ ରାଜନୈତିକ ଖେଳ? କିଛି ସମୟ ପରେ ରାଜ୍ୟପାଳଙ୍କୁ ଭେଟିବେ…

ରାଞ୍ଚି,୧।୨: ହେମନ୍ତ ସୋରେନଙ୍କୁ ଗିରଫ କରାଯିବା ପରେ ଝାଡ଼ଖଣ୍ଡରେ ରାଜନୈତିକ ଅସ୍ଥିରତା ବଢ଼ିବାରେ ଲାଗିଛି। ମହାମେଣ୍ଟର ବିଧାୟକମାନଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯିବ ବୋଲି କୁହାଯାଉଥିବା ବେଳେ ସ୍ବତନ୍ତ୍ର ବିମାନ ରାଞ୍ଚିରେ ପହଞ୍ଚିଛି। ବିଧାୟକମାନେ ସର୍କିଟ୍‌ ହାଉସ୍‌ରେ ଉପସ୍ଥିତ ଥିବା ବେଳେ ଜେଏମ୍‌ଏମ୍‌ର…

ଝାଡ଼ଖଣ୍ଡ ରାଜଭବନ ନିଦରୁ ଉଠନ୍ତୁ, ସରକାର ଗଠନ ଲାଗି ଆମକୁ ଆମନ୍ତ୍ରଣ କରନ୍ତୁ: ଚମ୍ପାଇ ସୋରେନ

ରାଞ୍ଚି,୧।୨: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ହେମନ୍ତ ସୋରେନ ଇସ୍ତଫା ଦେବା ପରେ ରାଜନୈତିକ ହଲଚଲ ଆରମ୍ଭ ହୋଇଛି। ଏବେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ସରକାର ଗଠନ ଲାଗି ରାଜ୍ୟପାଳଙ୍କ ଡାକରାକୁ ଅପେକ୍ଷା କରିଛି। ହେଲେ ଏଥିରେ ବିଳମ୍ବ ହେଉଥିବାରୁ ଦଳର ନେତାମାନେ…

ବିହାରରେ ରାହୁଲଙ୍କୁ କୁନି ବାଳକ ପଚାରିଲେ- ଆପଣ ବିବାହ କେବେ କରିବେ? ଜବାବରେ…

ପାଟନା,୩୧।୧: ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ରେ ରାହୁଲ ଗାନ୍ଧୀ ବିହାରରେ ପହଞ୍ଚିଛନ୍ତି। ଏଠାରେ ତାଙ୍କୁ ଜଣେ ୬ ବର୍ଷର ୟୁଟ୍ୟୁବର୍‌ ବିବାହ କେବେ କରିବେ ବୋଲି ପ୍ରଶ୍ନ ପଚାରିଥିଲେ। ଏହାର ଜବାବରେ ଏବେ ମୁଁ କାମ କରୁଛି। ଯେବେ କାମ ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?