Tag Archives: PoK

ଭାରତ ସହ ଟ୍ରେଡ୍‌ ଡିଲ୍‌ ମଧ୍ୟରେ ଆମେରିକା ନେଲା ବଡ଼ ପଦକ୍ଷେପ: ହଟିଲା…

ଓ୍ବାଶିଂଟନ୍‌,୧୧।୨: ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କ କାର୍ଯ୍ୟାଳୟ (USTR) ଭାରତର ଏକ ମାନଚିତ୍ର ହଟାଇ ଦେଇଛି। ଏଥିରେ ପାକିସ୍ତାନ ଅଧିକୃତ କଶ୍ମୀର (PoK) ଏବଂ ଅକ୍ସାଇ ଚାଇନାକୁ ଭାରତର ସୀମା ମଧ୍ୟରେ ଦର୍ଶାଯାଇଥିଲା। ଏହି ମାନଚିତ୍ର ଅନେକଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା, କାରଣ…

PoKରେ ପ୍ରଦର୍ଶନକାରୀଙ୍କ ଉପରେ ‘ଟଙ୍କା ବର୍ଷା’ କଲେ ଶେହବାଜ ସରିଫ, ଥମିଗଲା ହିଂସା

ଇସଲାମାବାଦ,୪।୧୦: ପାକ ଅଧିକୃତ କାଶ୍ମୀର (PoK)ରେ ଦିନ ତମାମ ହିଂସାତ୍ମକ ପ୍ରତିବାଦ ଏବଂ ଅଶାନ୍ତି ପରେ, ଶନିବାର ପ୍ରଦର୍ଶନକାରୀ ଏବଂ ପାକିସ୍ତାନ ସରକାରଙ୍କ ମଧ୍ୟରେ ଏକ ଚୁକ୍ତିନାମା ହୋଇଛି। ଏହି ଚୁକ୍ତିନାମା ଜମ୍ମୁ ଏବଂ କଶ୍ମୀର ମିଳିତ ଆୱାମୀ କାର୍ଯ୍ୟ କମିଟି…

ପିଓକେରେ ବଢ଼ୁଛି ଉତ୍ତେଜନା

ନୂଆଦିଲ୍ଲୀ,୩ା୬: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ନେତୃତ୍ୱାଧୀନ ସରକାରଙ୍କ ବାଣିଜ୍ୟ ନୀତିକୁ ବିରୋଧ କରି ପାକ୍‌ ଅଧିକୃତ କଶ୍ମୀର (ପିଓକେ) ଅନ୍ତର୍ଗତ ଗିଲ୍‌ଗିଟ୍‌-ବାଲ୍ଟିସ୍ତାନର ଅନେକ ହଜାର ଉତ୍ତେଜିତ ବାସିନ୍ଦା ରାସ୍ତାକୁ ଓହ୍ଲାଇଛନ୍ତି। ସେମାନେ ଚାଇନା ଓ ପାକିସ୍ତାନକୁ ସଂଯୋଗ କରୁଥିବା ସିପିଇସି…

ଲାଲ୍‌ ମସଜିଦରୁ ପ୍ଲାନିଂ; ଆଫଗାନିସ୍ତାନ ସହ ମିଶି ପାକିସ୍ତାନ ଉପରେ ହେଲା ବଡ଼ ଆଟାକ୍‌, ଦୋହଲିଗଲା ପାକ୍‌

ଇସଲାମବାଦ,୩୦।୫: ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ର ପୁଞ୍ଚ ଜିଲାର ମୁଖ୍ୟ ସହର ରାୱଲକୋଟର ହୁସେନ କୋଟ ଜଙ୍ଗଲରେ ଏକ ବଡ଼ ଆତଙ୍କବାଦ ବିରୋଧୀ ଅଭିଯାନରେ ଚାରି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଏନକାଉଣ୍ଟରରେ ଦୁଇ ଜଣ ପୋଲିସ କର୍ମଚାରୀଙ୍କ…

ଶେଷରେ ଭାରତ ଆଗରେ ମୁଣ୍ଡ ନୁଆଁଇଲା ପାକିସ୍ତାନ: ମୋଦିଙ୍କୁ ଏମିତି ପ୍ରସ୍ତାବ ଦେଲେ ଶେହବାଜ

ଇସଲାମାବାଦ୍‌,୨୭।୫: ଯୁଦ୍ଧ ଧମକ ଦେଉଥିବା ବିଚରା ପାକିସ୍ତାନ ଶେଷରେ ଭାରତ ଆଗରେ ମୁଣ୍ଡ ନୁଆଁଇଛି। ପାକ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଭାରତ ସହିତ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି। ତେହେରାନରୁ ଦିଆଯାଇଥିବା ଏହି ବିବୃତ୍ତିରେ ସେ କଶ୍ମୀର, ଆତଙ୍କବାଦ, ଜଳ…

ପାକିସ୍ତାନର ନୂଆ ଚାଲ୍‌: POKକୁ ବଞ୍ଚାଇବା ପାଇଁ ଚାଇନା ସହ ମିଶି କରୁଛି ବଡ଼ ଗେମ୍‌ ପ୍ଲାନିଂ

ଇସଲାମାବାଦ୍‌,୧୬।୫: ପାକିସ୍ତାନ ଅଧିକୃତ କାଶ୍ମୀର (POK) ଉପରେ ଭାରତର ଦାବି ମଧ୍ୟରେ ପାକିସ୍ତାନ ଚାଇନାକୁ କଶ୍ମୀର ବିବାଦରେ ପ୍ରବେଶ କରିବାକୁ ଅନୁମତି ଦେଇଛି। ପାକିସ୍ତାନ କହିଛି ଯେ. କେବଳ ଭାରତ ଏବଂ ପାକିସ୍ତାନ ନୁହେଁ ବରଂ ଚାଇନା ମଧ୍ୟ କାଶ୍ମୀର ବିବାଦର…

POK ଖାଲି କର! ପାକିସ୍ତନାକୁ ଚେତାବନୀ ଦେଲେ ଭାରତ ସରକାର

ନୂଆଦିଲ୍ଲୀ,୧୩।୫: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ, ଭାରତ କଶ୍ମୀର ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ଉପରେ କଡ଼ା ଆପତ୍ତି ପ୍ରକାଶ କରିଛି। ମଙ୍ଗଳବାର ଭାରତର ମତ ସ୍ପଷ୍ଟ କରିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ…

‘ଭାରତର ଅଛି ୧୬ ଲକ୍ଷ ସେନା, ଆମେ ତାଙ୍କ ନିକଟରେ ତିଷ୍ଠି ପାରିବୁ ନାହିଁ’, ଶହବାଜ ସରକାରଙ୍କ ପୋଲ ଖୋଲିଲେ ପୂର୍ବତନ ବାୟୁସେନା ମୁଖ୍ୟ

ଇସଲାମାବାଦ,୧୦।୫: ୭ ମଇ ୨୦୨୫ରେ ଅପରେଶନ ସିନ୍ଦୂର ଅଧୀନରେ ଭାରତ ଦ୍ୱାରା କରାଯାଇଥିବା ସଠିକ ସାମରିକ ଆକ୍ରମଣ ପରେ, ପାକିସ୍ତାନର ସେନା ଏବଂ ସରକାରଙ୍କ ଭିତରେ ଏକ ଅଜଣା ଭୟ ସ୍ପଷ୍ଟ ଭାବରେ ଦେଖାଦେଇଛି। ପାକିସ୍ତାନ ସରକାର ସୀମାରେ ଗୁଳିବର୍ଷା ଏବଂ…

ଏହା ହିଁ ସଠିକ୍‌ ସମୟ! ପାକିସ୍ତାନଠାରୁ POKକୁ ଛଡ଼ାଇ ଆଣିବ ଭାରତ, ଟ୍ରମ୍ପଙ୍କ ସମର୍ଥନ…

ନୂଆଦିଲ୍ଲୀ,୯।୫: ପାକ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରି ବାୟୁସେନା କୋଟି କୋଟି ଭାରତୀୟଙ୍କ ଇଚ୍ଛା ପୂରଣ କରିବାର ପଥ ପରିଷ୍କାର କରିଛି। କହିବାର ତାତ୍ପର୍ଯ୍ୟ ଭାରତ ଆରମ୍ଭରୁ କହିଆସୁଛି ଯେ ପିଓକେ ମଧ୍ୟ ଆମର ଅଂଶ, ଯାହା ପାକିସ୍ତାନ…

Operation Sindoor Live: କାଲି ସକାଳେ ସର୍ବଦଳୀୟ ବୈଠକ ଡାକିଲେ ସରକାର

ନୂଆଦିଲ୍ଲୀ,୭।୫: ପହଲଗାମ ଆତଙ୍କବାଦୀ ଆକ୍ରମଣର ୧୪ ଦିନ ପରେ, ଭାରତୀୟ ସେନା ପାକିସ୍ତାନ ଏବଂ ଅଧିକୃତ ଜମ୍ମୁ-କଶ୍ମୀର (POK)ରେ ମିଶାଇଲ ଆକ୍ରମଣ କରିଥିଲା। ସେନାର ଏହି କାର୍ଯ୍ୟକୁ ‘ଅପରେଶନ ସିନ୍ଦୂର’ ନାମ ଦିଆଯାଇଥିଲା। ଏହି ଆକ୍ରମଣରେ, ସେନା ପିଓକେ ଏବଂ ପାକିସ୍ତାନରେ…

Operation Sindoor: ପାକିସ୍ତାନ ୧୦୦କି.ମି ଭିତରେ ପଶି ପ୍ରହାର କରିଥିଲା ସିନ୍ଦୂର, ୨୫ ମିନିଟରେ ୯ ଆତଙ୍କବାଦୀ ସଙ୍ଗଠନ ଧ୍ୱଂସ

ନୂଆଦିଲ୍ଲୀ,୭।୫: ପାକିସ୍ତାନ ଏବଂ ପାକିସ୍ତାନ ଅବୈଧ ଭାବରେ ଅଧିକୃତ କଶ୍ମୀରରେ ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ‘ଅପରେଶନ ସିନ୍ଦୂର’ ଆକ୍ରମଣ ପରେ ସରକାର ଏବଂ ସେନା ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ କର୍ଣ୍ଣେଲ ସୋଫିଆ କୁରେଶୀ ଏବଂ ୱିଙ୍ଗ…

କଶ୍ମୀରରେ ବନ୍ୟା ପାକିସ୍ତାନ ପାଇଁ ପାଲଟିବ କାଳ! ଧୋଇଯିବ Pok

ନୂଆଦିଲ୍ଲୀ,୨।୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ଭୟଭୀତ। ପାକିସ୍ତାନ ବର୍ତ୍ତମାନ ଅନେକ ପ୍ରସଙ୍ଗରେ ଆକ୍ରମଣର ସମ୍ମୁଖୀନ ହେଉଛି। ଗୋଟିଏ ପଟେ ଭାରତ ପାକିସ୍ତାନ ସମ୍ପର୍କରେ ଅନେକ କଠୋର ନିଷ୍ପତ୍ତି ନେଇଛି ଏବଂ ଅନ୍ୟପଟେ ପଡ଼ୋଶୀ ଦେଶ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?