ମୋଦିଙ୍କ ପାଖକୁ ଯାଇଛି ୨୧ ନିୟୁତ ଡଲାର: ଟ୍ରମ୍ପ୍
ନ୍ୟୁୟର୍କ/ନୂଆଦିଲ୍ଲୀ,୨୩ା୨(ଏଜେନ୍ସି/ପିଟି): ଭାରତରେ ମତଦାନ ହାର ବୃଦ୍ଧି ପାଇଁ ଆମେରିକାରୁ ଆସିଥିବା ୨୧ ନିୟୁତ ଡଲାର (୧୮୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା) ସହାୟତାକୁ ନେଇ ଦେଶରେ ବିବାଦ ମୁଣ୍ଡ ଟେକିଥିବାବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଶନିବାର ଏହି ପ୍ରସଙ୍ଗ ଉପରେ ଚତୁର୍ଥ ଥର…
ପାଓ୍ବାରଙ୍କୁ ପାଣି ଦେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୨ା୨: ନୂଆଦିଲ୍ଲୀରେ ଶୁକ୍ରବାର ଅନୁଷ୍ଠିତ ୯୮ତମ ଅଖିଳ ଭାରତୀୟ ମରାଠୀ ସମ୍ମେଳନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଏନ୍ସିପି-ଏସ୍ପି ମୁଖ୍ୟ ଶରଦ ପାଓ୍ବାର ଯୋଗଦେଇଥିଲେ। ଦୁଇଜଣ ବ୍ୟକ୍ତି କାର୍ଯ୍ୟକ୍ରମ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ପାଓ୍ବାରଙ୍କୁ ଧରି ମଞ୍ଚକୁ ଆସିଲେ। ଉଦ୍ଘାଟନ ପାଇଁ…
PM Kisan: ଚାଷୀଙ୍କ ପାଇଁ ଖୁସି ଖବର;ଏହି ଦିନ ଆକାଉଣ୍ଟକୁ ଯିବ PM-KISAN ଟଙ୍କା
ନୂଆଦିଲ୍ଲୀ,୨୧।୨: ଦେଶର ୯.୮ କୋଟି ଚାଷୀଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ ୨୪ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଅଧୀନରେ ଚାଷୀମାନଙ୍କୁ ୧୯ତମ କିସ୍ତି ପ୍ରଦାନ କରିବେ। ଏହା ଅଧୀନରେ ପ୍ରାୟ ୨୨,୦୦୦ କୋଟି ଟଙ୍କା…
ଶପଥ ଗ୍ରହଣ ଉତ୍ସବରେ ଏହି ବ୍ୟକ୍ତିଙ୍କୁ ଦେଖି ଅଟକିଗଲେ ପ୍ରଧାନମନ୍ତ୍ରୀ ମୋଦି: କହିଲେ, ତୁମେ ହିମାଳୟ…
ନୂଆଦିଲ୍ଲୀ,୨୦।୨: ଦିଲ୍ଲୀର ରାମଲୀଳା ମଇଦାନରେ ରାଜନୀତିର ଏକ ନୂତନ ଅଧ୍ୟାୟ ଲେଖାଯାଇଛି। ୨୭ ବର୍ଷ ପରେ କ୍ଷମତାକୁ ଫେରିବା ପରେ ଭାଜପା ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବକୁ ଏକ ଭବ୍ୟ ରୂପ ଦେଇଥିଲା। ଦେଶବ୍ୟାପୀ ଭାଜପା ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ…
ଶୁଣିଲେ ହେବେ ଆଶ୍ଚର୍ଯ୍ୟ: ପ୍ରତିଦିନ ଖାଦ୍ୟରେ ଏତିକି ଟଙ୍କା ଖର୍ଚ୍ଚ କରନ୍ତି ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୫।୨: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ଜାଣିବାକୁ ଲୋକେ ସବୁବେଳେ ଆଗ୍ରହୀ ଥାନ୍ତି। ସେ କ’ଣ ଖାଆନ୍ତି, କ’ଣ ପିନ୍ଧନ୍ତି, ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ କିଏ ପରିଚାଳନା କରନ୍ତି? ଲୋକମାନେ ଏସବୁ ବିଷୟରେ ଜାଣିବାକୁ ବହୁତ ଚାହାଁନ୍ତି। ତେବେ…
ଭାରତକୁ ଅତ୍ୟାଧୁନିକ F-35 ଅଫର କଲେ ଟ୍ରମ୍ପ: ବଢିବ ଭାରତୀୟ ବାୟୁସେନାର ଶକ୍ତି
ନୂଆଦିଲ୍ଲୀ ,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସମ୍ପ୍ରତି ଅନୁଷ୍ଠିତ ବୈଠକ ସମୟରେ ଯୁକ୍ତରାଷ୍ଟ୍ର ଭାରତକୁ ଏଫ-୩୫ ଲାଇଟନିଂ-୨ ଲଢ଼ୁଆ ବିମାନ ଯୋଗାଇବା ପାଇଁ ଏକ ଐତିହାସିକ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବ ନୂଆଦିଲ୍ଲୀରେ…
Pulwama Attack: ମୁଣ୍ଡ ନୁଆଁଇବ ନାହିଁ ଭାରତ; ଆତଙ୍କବାଦୀଙ୍କୁ ଚେତାବନୀ ଦେଳେ ମୋଦି-ଶାହା
ନୂଆଦିଲ୍ଲୀ,୧୪।୨: ୧୪ ଫେବୃଆରୀ ୨୦୧୯ରେ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଭାରତର ଇତିହାସରେ ଏକ କଳା ଅଧ୍ୟାୟ ଭାବରେ ଲିପିବଦ୍ଧ କରାଯାଇଛି। ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ଅବନ୍ତିପୋରାର ଗୋରିପୋରା ଅଞ୍ଚଳରେ ଏହି ଭୟଙ୍କର ଘଟଣା ଘଟିଥିଲା। ଯେତେବେଳେ ସିଆରପିଏଫ ଗାଡ଼ି ଶ୍ରୀନଗର…
ଆମେରିକା-ଭାରତ ମଧ୍ୟରେ ‘ଦ୍ୱୈତ ବାଣିଜ୍ୟ’ ଘୋଷଣା କଲେ ଟ୍ରମ୍ପ-ମୋଦି: ୨୦୩୦ ସୁଦ୍ଧା ୫୦୦ ବିଲିୟନ ଡଲାର ଲକ୍ଷ୍ୟ ଧାର୍ଯ୍ୟ
ନୂଆଦିଲ୍ଲୀ ,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ଆମେରିକା ଗସ୍ତ ୱାଶିଂଟନ ଡିସିର ବ୍ଲେୟାର ହାଉସରେ ହାଇପ୍ରୋଫାଇଲ ବୈଠକ ସହିତ ଆରମ୍ଭ କରିଥିଲେ। ଏଥିମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ…
ମୋଦିଙ୍କ ଉପରେ ବଡ଼ ଦାୟିତ୍ୱ ଦେଇଦେଲେ ଟ୍ରମ୍ପ, କହିଲେ-‘ମୋଦି ବୁଝିବେ…’
ନୂଆଦିଲ୍ଲୀ ,୧୪।୨: ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ହ୍ୱାଇଟ୍ ହାଉସକୁ ଫେରିବା ପରେ ଗୁରୁବାର ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ବିଶ୍ୱ ନେତାଙ୍କ…
ପାକିସ୍ତାନକୁ ପାନେ ଦେବ ଭାରତ: ମୋଦି-ଟ୍ରମ୍ପଙ୍କ ସହ ଆଲୋଚନାବେଳେ ନିଆଗଲା ବଡ଼ ନିଷ୍ପତ୍ତି
ଓ୍ବାଶିଂଟନ୍,୧୪।୨: ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦ ପ୍ରସଙ୍ଗରେ ହ୍ବାଇଟ ହାଉସରୁ ପାକିସ୍ତାନକୁ ଟାର୍ଗେଟ କରିଥିଲେ। ଶୁକ୍ରବାର ୍ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ମୋଦି ଆତଙ୍କବାଦ ବିଷୟରେ ସ୍ପଷ୍ଟ ଭାବରେ କହିଥିଲେ, ଏହା ବିରୋଧରେ କଠୋରତମ…
Video: ହ୍ୱାଇଟ୍ ହାଉସରେ ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଚୌକି ଟାଣିଲେ ରାଷ୍ଟ୍ରପତି ଟ୍ରମ୍ପ
ନୂଆଦିଲ୍ଲୀ ,୧୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର (ସ୍ଥାନୀୟ ସମୟ) ୱାଶିଂଟନ୍ ଡିସିର ହ୍ୱାଇଟ୍ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଷ୍ମ ଆଲିଂଗହଣା ସହିତ ସ୍ୱାଗତ କରିଛନ୍ତି। ପଶ୍ଚିମ ୱିଙ୍ଗ ଲବିରେ ପରସ୍ପରକୁ ସ୍ୱାଗତ କରିବା ସମୟରେ ଦୁଇ ନେତା…
Video: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଲିଙ୍ଗନ କରି ସ୍ୱାଗତ କଲେ ରାଷ୍ଟ୍ରପତି ଟ୍ରମ୍ପ, କହିଲେ “ଆମେ ତୁମକୁ ବହୁତ…”
ନୂଆଦିଲ୍ଲୀ,୧୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର (ସ୍ଥାନୀୟ ସମୟ) ୱାଶିଂଟନ ଡିସିର ହ୍ୱାଇଟ୍ ହାଉସର ୱେଷ୍ଟ ୱିଙ୍ଗ ଲବିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରିଥିଲେ। ଉଭୟ ନେତା ପରସ୍ପରକୁ ସ୍ୱାଗତ କରିବା ସମୟରେ ଏକ ଉଷ୍ମ ଆଲିଙ୍ଗନ କରିଥିଲେ,…
Archives


