Tag Archives: pm modi

ରାଗିଗଲେ ମୋଦି, କହିଲେ ଆମେ କାହାର ମଧ୍ୟସ୍ଥତା ଆବଶ୍ୟକ କରୁନୁ

ନୂଆଦିଲ୍ଲୀ,୧୧ା୫: କଶ୍ମୀରକୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯଦି ଆତଙ୍କବାଦୀଙ୍କୁ ଆମ ହାତକୁ ଦେବେ ତେବେ PoK ଭାରତକୁ ଫେରିବା ନେଇ କଥା ହୋଇପାରିବୁ। ଏହା ବ୍ୟତୀତ ଅନ୍ୟ କୌଣସି ପ୍ରସଙ୍ଗରେ ଆଲୋଚନା କରିବୁନି ବୋଲି ମୋଦି…

‘ପାକିସ୍ତାନ ଗୁଳି ଚଲାଇଲେ, ପରିଣାମ ବିନାଶକାରୀ ହେବ: ଆମେରିକା ଉପରାଷ୍ଟ୍ରପତିଂକୁ ସିଧା ଶୁଣାଇଦେଲେ ମୋଦି

ନୂଆଦିଲ୍ଲୀ,୧୧।୫: ଅପରେଶନ ସିନ୍ଦୁର ଶେଷ ହୋଇନାହିଁ; ଯଦି ସେମାନେ ଗୁଳି ଚଳାନ୍ତି, ଆମେ ଗୋଲା ଚଳାଇବୁ, ଏବଂ ଯଦି ସେମାନେ ଆକ୍ରମଣ କରନ୍ତି, ଆମେ ପାଲଟା ଆକ୍ରମଣ କରିବୁ। ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି: ‘ସେଠାରୁ…

ପାକିସ୍ତାନର ପୋଲ୍‌ ଖୋଲିଲେ ସୋଫିଆ କୁରେଶୀ: କହିଲେ, ଦିଆଯାଉଛି ମୁହଁତୋଡ଼ ଜବାବ

ନୂଆଦିଲ୍ଲୀ,୧୦।୫: ‘ଅପରେଶନ ସିନ୍ଦୂର’କୁ ନେଇ ଶନିବାର ଭାରତ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି। କର୍ନେଲ ସୋଫିଆ କୁରେଶୀ କହିଛନ୍ତି, ପାକିସ୍ତାନ ସେନା ସମଗ୍ର ପଶ୍ଚିମ ସୀମାରେ ଏହାର ଆକ୍ରମଣାତ୍ମକ କାର୍ଯ୍ୟକଳାପ ଜାରି ରଖିଛି। ଏଥିରେ ଡ୍ରୋନ ଏବଂ ଅନ୍ୟାନ୍ୟ ଯୁଦ୍ଧ…

ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବିଶ୍ୱ ବ୍ୟାଙ୍କ ସଭାପତି, ପାକିସ୍ତାନ ଉପରେ ଲାଗିବ ଆର୍ଥିକ ପ୍ରତିବନ୍ଧକ!

ନୂଆଦିଲ୍ଲୀ,୮।୫: ବିଶ୍ୱ ବ୍ୟାଙ୍କ ସଭାପତି ଅଜୟ ବଙ୍ଗା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି, ଯାହା ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ସହିତ ଇଣ୍ଡସ ଜଳ ଚୁକ୍ତିକୁ ସ୍ଥଗିତ ରଖିବାର କିଛି ଦିନ ପରେ ହୋଇଛି। ଏହି ବୈଠକ…

ପାକିସ୍ତାନର ପିଳେହିପାଣି! ବଢିଲା ଯୁଦ୍ଧ ସମ୍ଭାବନା, ମକଡ୍ରିଲ ପୂର୍ବରୁ ପ୍ରଧାନମନ୍ତ୍ରୀକୁ ଭେଟିଲେ NSA

ନୂଆଦିଲ୍ଲୀ,୬।୫: ଜମ୍ମୁ-କଶ୍ମୀରର ପହଲଗାମରେ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏହି ସମୟରେ, ମଙ୍ଗଳବାର NSA ଅଜିତ ଡୋଭାଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ପହଞ୍ଚିଥିଲେ। ଏହି ବୈଠକ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ହୋଇଥିଲା। କେନ୍ଦ୍ର ସରକାର ଆତଙ୍କବାଦ…

୩୫ ବଲ୍‌ରେ ଶତକ ହାସଲ କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କହିଦେଲେ ମୋଦି

ନୂଆଦିଲ୍ଲୀ,୫।୫: ଆଇପିଏଲରେ ୩୫ ବଲ୍‌ରେ ଶତକ ହାସଲ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ତାଙ୍କ ବ୍ୟାଟିଂରେ ସମସ୍ତେ ପ୍ରଭାବିତ। ଏବେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ତାଙ୍କର ବହୁତ ପ୍ରଶଂସା କରିଛନ୍ତି। ପାଟଲିପୁତ୍ର ଷ୍ଟାଡିୟମରେ ଆୟୋଜିତ ଖେଲୋ…

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବାୟୁସେନା ମୁଖ୍ୟ, ଚାଲିଛି ବଡ଼ ଆଲୋଚନା, ଖୁବ୍‌ଶୀଘ୍ର ହେବ…

ନୂଆଦିଲ୍ଲୀ,୪ା୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ବାୟୁସେନା ମୁଖ୍ୟ ମାର୍ଶାଲ ଅମର ପ୍ରୀତ ସିଂହ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ. ତ୍ରିପାଠୀ ବି ଶନିବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜାତୀୟ…

ହିନ୍ଦୀ ଛାଡି ଏଥର ଇଂରାଜୀରେ ପାକିସ୍ତାନକୁ ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୩।୫: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ପାକିସ୍ତାନ ବିରୋଧରେ ଭାରତର ଆଭିମୁଖ୍ୟ କଠୋର ହେବାରେ ଲାଗିଛି। ଶନିବାର ଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିନ୍ଦୀ ବଦଳରେ ଇଂରାଜୀରେ କହି ପାକିସ୍ତାନକୁ…

Caste Census: ମୋଦିଙ୍କୁ ଚିଠି ଲେଖିଲେ ତେଜସ୍ବୀ ଯାଦବ, ଜାତି ଜନଗଣନାକୁ ନେଇ କଲେ ଏମିତି ଦାବି

ପାଟନା,୩।୫: କେନ୍ଦ୍ର ସରକାରଙ୍କ ଦ୍ୱାରା ସାରା ଦେଶରେ ଜାତିଗତ ଜନଗଣନା କରିବା ନିଷ୍ପତ୍ତି ପରେ, ବିହାରର ରାଜନୀତି ଶୀର୍ଷରେ ପହଞ୍ଚିଛି। ବିରୋଧୀ ଏବଂ ଶାସକ ଦଳର ସମସ୍ତ ଆକ୍ରମଣ ଏବଂ ପ୍ରତିଆକ୍ରମଣ ପରେ, ଏବେ ବିହାର ବିଧାନସଭାର ବିରୋଧୀ ଦଳ ନେତା…

ଭାରତକୁ ସାହସ ଦେଲେ ଆମେରିକା ଉପରାଷ୍ଟ୍ରପତି: ଆତଙ୍କବାଦୀ ଆକ୍ରମଣର ଜବାବ ଏମିତି ଦେବା ଉଚିତ

ଓ୍ବାଶିଂଟନ,୨।୫: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ପହଲଗାମ ଆକ୍ରମଣକୁ ନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଆମେରିକା ଆଶା କରୁଛି ଯେ ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ଗତ ମାସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ଦାୟୀ ଆତଙ୍କବାଦୀଙ୍କୁ ଧରିବାରେ…

ପ୍ରଧାନମନ୍ତ୍ରୀଙ୍କ ରୁଷିଆ ଗସ୍ତ ବାତିଲ

ନୂଆଦିଲ୍ଲୀ,୩୦ା୪: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ରହିଛି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୁଷିଆ ଗସ୍ତ ବାତିଲ କରାଯାଇଛି। ପ୍ରଧାନମନ୍ତ୍ରୀ ମେ’ ୯ରେ ରୁଷିଆର ବିଜୟ ଦିବସ ପରେଡ୍‌ରେ ଯୋଗଦେବାର ଥିଲା।…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ‘ଗାଏବ’ ପୋଷ୍ଟ: ବିବାଦ ପରେ ଡିଲିଟ କଲା କଂଗ୍ରେସ

ନୂଆଦିଲ୍ଲୀ, ୨୯।୪: କଂଗ୍ରେସ ପାର୍ଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ସୋସିଆଲ ମିଡିଆରେ ଏକ ବିବାଦୀୟ ପୋଷ୍ଟ କରିଥିଲା, ଯେଉଁଥିରେ ମୋଦିଙ୍କ ମୁଣ୍ଡବିହୀନ ଫଟୋ ସହ ‘ଗାଏବ’ ଶବ୍ଦ ବ୍ୟବହାର କରାଯାଇଥିଲା। ଏହି ପୋଷ୍ଟକୁ ନେଇ ତୀବ୍ର ବିବାଦ ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri