ଆମେରିକାକୁ ବନ୍ଧୁ ବୋଲି କହିବାରୁ ମୋଦିଙ୍କୁ ଏମିତି ପ୍ରଶ୍ନ ପଚାରିଲେ କେଜରିଓ୍ବାଲ, ହେଉଛି ଚର୍ଚ୍ଚା
ନୂଆଦିଲ୍ଲୀ,୧୦।୯: ଆପର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଘଟଣାହେଲା, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୋସିଆଲ ମିଡିଆ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥାବାର୍ତ୍ତା କରିବାକୁ ମଧ୍ୟ…
ସ୍ବଦେଶୀ ମେଳା କରିବାକୁ ଏନ୍ଡିଏ ଏମ୍ପିଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ
ନୂଆଦିଲ୍ଲୀ,୯ା୯(ପି.ଟି.): ଭାରତ ତିଆରି ସାସଗ୍ରୀଗୁଡ଼ିକର ପ୍ରଚାରପ୍ରସାର କରାଇବା ସହ ଜିଏସ୍ଟି ହ୍ରାସ ଉପରେ ବ୍ୟବସାୟୀ ଓ ଜନସାଧାରଣଙ୍କ ସହ ସିଧାସଳଖ ଆଲୋଚନା ପାଇଁ ଏନ୍ଡିଏ ଏମ୍ପିମାନେ ନିଜ ନିର୍ବାଚନ ମଣ୍ଡଳୀଗୁଡ଼ିକରେ ସ୍ବଦେଶୀ ମେଳା ଆୟୋଜନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପରାମର୍ଶ…
‘ମୋଦିଙ୍କଠାରୁ ନେତାନ୍ୟାହୁ କିଛି ଶିଖିବା ଦରକାର…’ କାହିଁକି ଏମିତି କହିଲେ ଇସ୍ରାଏଲ ଡିଫେନ୍ସ ଏକ୍ସପର୍ଟ
ତେଲ ଆଭିଭ,୮।୯: ଇସ୍ରାଏଲର ପ୍ରତିରକ୍ଷା ନୀତି ବିଶେଷଜ୍ଞ ଜାକି ଶାଲୋମ ତାଙ୍କ ଦେଶକୁ ଭାରତଠାରୁ କିଛି ଶିଖିବାକୁ ପରାମର୍ଶ ଦେଇଛନ୍ତି। ଜାକି କହିଛନ୍ତି ଯେ ଇସ୍ରାଏଲ ମଧ୍ୟ ଆମେରିକାର ଶୁଳ୍କ ବିରୋଧରେ ଭାରତ ଯେପରି ଠିଆ ହେଉଛି ସେଥିରୁ କିଛି ଶିଖିବା…
ଭାରତ ବିରୋଧରେ କଠୋର ହେବ କି ଆମେରିକାର ଆଭିମୁଖ୍ୟ, ଟ୍ରମ୍ପଙ୍କ ହଁରେ ଲୁଚି ରହିଛି ଉତ୍ତର…
ନୂଆଦିଲ୍ଲୀ/ଓ୍ବାଶିଂଟନ,୮ା୯: ଭାରତ ବିରୋଧରେ ଆମେରିକାର ଆଭିମୁଖ୍ୟ କଠୋର ହେବ କି ରବିବାର ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ହଁ, ସେ ପୂର୍ବ ତୁଳନାରେ ରୁଷିଆ ଉପରେ ପ୍ରତିବନ୍ଧକ ବୃଦ୍ଧି କରିପାରିବେ। ଟ୍ରମ୍ପଙ୍କ ଏହି ହଁର…
ଭୂପେନ୍ଦା’ଙ୍କୁ ଶ୍ରଦ୍ଧାଞ୍ଜଳି
ଆଜି ସେପ୍ଟେମ୍ବର ୮ ତାରିଖ। ଭାରତୀୟ ସଂସ୍କୃତି ଏବଂ ସଙ୍ଗୀତ ପ୍ରତି ଆଗ୍ରହ ରଖୁଥିବା ସମସ୍ତଙ୍କ ପାଇଁ ଏକ ବିଶେଷ ଦିନ। ଆଉ ବିଶେଷ ଭାବେ ମୋର ଆସାମର ଭାଇଭଉଣୀମାନଙ୍କ ପାଇଁ ଆଜିର ଦିନ ଅଧିକ ସ୍ବତନ୍ତ୍ର। ଆଜି ଭାରତରତ୍ନ ଡକ୍ଟର…
ବନ୍ୟାରେ ବୁଡ଼ିଗଲାଣି ୨ହଜାର ଗାଁ, ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନରେ ଯିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୬।୯: ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ରାଜ୍ୟ ବନ୍ୟା କବଳରେ। ସବୁଠାରୁ ଖରାପ ପରିସ୍ଥିତି ପଞ୍ଜାବରେ। ଯେଉଁଠି ୨୦୦୦ରୁ ଅଧିକ ଗାଁ ଜଳମଗ୍ନ ହୋଇଯାଇଛି। ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଶହ ଶହ ଗାଈଗୋରୁ ମଧ୍ୟ…
ମୋଦିଙ୍କ ଜନ୍ମଦିନରେ ବଣ୍ଟାଯିବ ୫୦ ହଜାର ଘର, ହିତାଧିକାରୀଙ୍କୁ ମିଳିବ…
ଭୁବନେଶ୍ୱର,୪ା୯: ଆସନ୍ତା ୧୭ ତାରିଖ ଅର୍ଥାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ୫୦ ହଜାର ଅନ୍ତ୍ୟୋଦୟ ଘର ବାଣ୍ଟିବେ ରାଜ୍ୟ ସରକାର। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ। ସେ କହିଛନ୍ତି ମୋଦିଙ୍କ ଜନ୍ମଦିନରେ ଅନ୍ତ୍ୟୋଦୟ ଗୃହ ଯୋଜନାର…
ଟ୍ରମ୍ପଙ୍କ ୫୦% ଟାରିଫ୍ ଉପରେ ବଡ଼ ବଡ଼ ଯୋଜନା କଲେ ମୋଦି ସରକାର! କରିବାକୁ ଯାଉଛନ୍ତି ଏହି ୪ କାମ…
ଓ୍ବାଶିଂଟନ,୩।୯: ଡୋନାଲ୍ଡ ଟ୍ରମ୍ପ ଭାରତର ରପ୍ତାନି ଉପରେ ୫୦%ଟାରିଫ୍ ଲାଗୁ କରିଛନ୍ତି, ଯାହା ସିଧାସଳଖ ଭାରତୀୟ ରପ୍ତାନିକାରୀ ଏବଂ ଶ୍ରମିକଙ୍କୁ ପ୍ରଭାବିତ କରିବ ଏବଂ ଲକ୍ଷ ଲକ୍ଷ ଚାକିରି ପାଇଁ ବିପଦ ସୃଷ୍ଟି କରିପାରେ। ତଥାପି, ଏହି ପରିସ୍ଥିତିର ମୁକାବିଲା ପାଇଁ…
ମହିଳାଙ୍କୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି, ଜୀବିକା ନିଧି ଯୋଜନାର କଲେ ଶୁଭାରମ୍ଭ
ନୂଆଦିଲ୍ଲୀ,୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିହାରରେ ଜୀବିକା ନିଧିର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଋଣ ଯୋଗାଇ ଦିଆଯିବ। ବିହାରର ନୀତିଶ ସରକାର ଏଥିପାଇଁ ୧୦୦୦ ଟଙ୍କା ମଞ୍ଜୁର…
ମାଆଙ୍କ ପ୍ରତି କରାଯାଇଥିବା ଅପମାନକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ମୋଦି
ନୂଆଦିଲ୍ଲୀ,୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର (ସେପ୍ଟେମ୍ବର ୨) ବିହାରର ଦରଭଙ୍ଗାରେ କଂଗ୍ରେସ-ଆରଜେଡି ଭୋଟର ଅଧିକାର ରାଲିରେ ତାଙ୍କ ମାଆଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାର ଉପରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସେ କେବେ କଳ୍ପନା କରିନଥିଲେ…
ମୋଦିଙ୍କ ସହ ମିଶି ବଡ଼ ଚାଲ୍ କଲେ ପୁଟିନ୍: ହଜିଲା ଟ୍ରମ୍ପଙ୍କ ନିଦ
ନୂଆଦିଲ୍ଲୀ, ୨।୯: ଚାଇନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସାକ୍ଷାତକୁ ନେଇ ଆମେରିକା ପୂର୍ବରୁ ଚିନ୍ତିତ ଥିବା ବେଳେ, ଆଉ ଏକ ଖବର ଆସିଲା ଯାହା ଡୋନାଲ୍ଡ ଟ୍ରମ୍ପଙ୍କ ନିଦ ହଜାଇ ଦେଲା। ଏକ ରିପୋର୍ଟ…
ଭାରତ ସହିତ ସମ୍ପର୍କ “ଏକପାଖିଆ ବିପର୍ଯ୍ୟୟ”; ପ୍ରଧାନମନ୍ତ୍ରୀ ଜିନପିଙ୍ଗ, ପୁଟିନଙ୍କୁ ଭେଟିବା ପରେ ରାଗିଗଲେ ଟ୍ରମ୍ପ
ନୂଆଦିଲ୍ଲୀ,୧।୯: ଚାଇନାର ତିଆନଜିନରେ ଅନୁଷ୍ଠିତ ଶଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀର ପାର୍ଶ୍ୱରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍କ ବୈଠକ ପରେ ମାତ୍ର କିଛି ଘଣ୍ଟା ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…
Archives


