ଆମର ସବୁଠାରୁ ବଡ଼ ଶତ୍ରୁ ହେଉଛି ଅନ୍ୟ ଦେଶ ଉପରେ ନିର୍ଭରଶୀଳତା, ଆତ୍ମନିର୍ଭର ଭାରତ ହେଉଛି ୧୦୦ସମସ୍ୟାର ଉପଚାର: ମୋଦି
ଭାବନଗର,୨୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନିକିଆ ଗୁଜରାଟ ଗସ୍ତରେ ଅଛନ୍ତି। ସେ ଶନିବାର ଗୁଜରାଟର ଭାବନଗରରେ ଏକ ରୋଡ ଶୋ’ କରିଥିଲେ। ରୋଡ ଶୋ’ ପାଇଁ ଭିଡ଼ ଜମା ହୋଇଥିଲା। ପ୍ରକୃତରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ ଶୋ ବିମାନବନ୍ଦରରୁ ଆରମ୍ଭ…
ପୁଣିଥରେ ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଟ୍ରମ୍ପ, କହିଲେ ଆମେ ଭାରତର ଖୁବ ନିକଟତର
ଓ୍ବାଶିଂଟନ,୧୮।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିଛନ୍ତି ଏବଂ ନିଜକୁ ଭାରତର ବହୁତ ନିକଟତର ବୋଲି କହିଛନ୍ତି। ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତ ବିଷୟରେ ପଚରାଯିବାରୁ ଟ୍ରମ୍ପ…
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ୭୫ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ମେଲୋନି
ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନରେ ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ଶୁଭେଚ୍ଛା ଜଣାଇଛନ୍ତି। ମେଲୋନି ତାଙ୍କ ଏକ୍ସ ପୋଷ୍ଟରେ ମୋଦିଙ୍କ ନେତୃତ୍ୱ ଓ ଦୂରଦୃଷ୍ଟିକୁ ପ୍ରଶଂସା କରିଛନ୍ତି, ତାଙ୍କର ଶକ୍ତି ଓ ନିଷ୍ଠାକୁ “ପ୍ରେରଣାର ଉତ୍ସ” ବୋଲି କହିଛନ୍ତି।…
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଗଛ ଲଗାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୭ା୯: ଆଜି ଅର୍ଥାତ୍ ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଏହି ଉପଲକ୍ଷେ ଗଛ ଲଗାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭୁବନେଶ୍ବର ଏକାମ୍ର କଲେଜ ପରିସରରେ ମୁଖ୍ୟମନ୍ତ୍ରୀ ‘ଏକ ପେଡ୍ ମାକେ ନାମ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଗଛ…
ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ରାହୁଲ, ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଲେ…
ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୫ ବର୍ଷ ବୟସରେ ପାଦ ଦେଇଛନ୍ତି। ଭାରତୀୟ ଜନତା ପାର୍ଟିର କର୍ମୀମାନେ ଦେଶବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ଏବଂ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତି ଦ୍ରୌପଦୀ…
ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୦ ବଡ଼ ପଦକ୍ଷେପ
ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦାୟିତ୍ୱ ଗ୍ରହଣ କରିବା ପରେ ଅନେକ ଜନକଲ୍ୟାଣକାରୀ ପଦକ୍ଷେପ ନେଇଛନ୍ତି। ତାଙ୍କ ନୀତିଗୁଡ଼ିକ ଦେଶବାସୀଙ୍କ ଦୈନନ୍ଦିନ ଜୀବନକୁ ପୁନଃ ଆକାର ଦେଇଛି। ସେ କେବଳ ବ୍ୟବସ୍ଥା ନୁହେଁ, ବରଂ ମାନସିକତାରେ ପରିବର୍ତ୍ତନ ଘଟାଇଛନ୍ତିି । ୧.…
“ମୁଁ … ବିଷ ପିଇଦେବି”: ମା’ଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ପରେ ମୋଦି ଦେଲେ ଜବାବ
ଆସାମ,୧୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କଂଗ୍ରେସ ଉପରେ ତୀବ୍ର ଆକ୍ରମଣ କରି କହିଛନ୍ତି ଯେ, ଜନତା ହିଁ ତାଙ୍କର ଈଶ୍ୱର ଓ “ରିମୋଟ୍ କଣ୍ଟ୍ରୋଲ”। ନିଜ ଓ ତାଙ୍କ ମାତା ହୀରାବେନ ମୋଦୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟକୁ ନେଇ ଚାଲିଥିବା…
‘ଅପରେଶନ ସିନ୍ଦୂର ସମୟରେ କଂଗ୍ରେସ ପାକିସ୍ତାନ ଆର୍ମି ସହ ଠିଆ ହୋଇଥିଲା,’ ଆସାମରୁ ମୋଦିଙ୍କ ବଡ଼ ଆକ୍ରମଣ
ଗୁଆହାଟି,୧୪।୯: ଆସାମ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (୧୪ ସେପ୍ଟେମ୍ବର) କଂଗ୍ରେସ ଉପରେ କଡ଼ା ଆକ୍ରମଣ କରିଥିଲେ। ସେ କହିଥିଲେ ଯେ କଂଗ୍ରେସ ସର୍ବଦା ଭାରତ ବିରୋଧୀ ଶକ୍ତି ସହିତ ଛିଡ଼ା ହୁଏ ଏବଂ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେବା…
ଯେତେ ସମୟ ଲାଗୁଛି ଲାଗୁ ମୁଁ ସଡ଼କପଥରେ ଯିବି, ଜାଣନ୍ତୁ କାହିଁକି ଏମିତି କହିଲେ ମୋଦି
ନୂଆଦିଲ୍ଲୀ,୧୩ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’ ୨୦୨୩ରେ ଜାତିଗତ ହିଂସା ପରେ ମଣିପୁରର ପ୍ରଥମ ଗସ୍ତରେ ଶନିବାର ଅପରାହ୍ନରେ ରାଜଧାନୀ ଇମ୍ଫାଲରେ ପହଞ୍ଚିଥିଲେ। କିନ୍ତୁ ଯେତେବେଳେ ସେ ଇମ୍ଫାଲରେ ପହଞ୍ଚିଲେ ସେତେବେଳେ ପ୍ରବଳ ବର୍ଷା ହେଉଥିଲା, ସେତେବେଳେ ସେ ନିଷ୍ପତ୍ତି ନେଇଥିଲେ…
ଇମ୍ଫାଲରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ପ୍ରବଳ ବର୍ଷାରେ ପୀଡ଼ିତଙ୍କୁ ଭେଟି..
ନୂଆଦିଲ୍ଲୀ,୧୩ା୯: ଦୁଇବର୍ଷ ପୂର୍ବେ ମଣିପୁରରେ ଘଟିଥିବା ହିଂସା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୁରାଚାନ୍ଦପୁରରେ ବିସ୍ଥାପିତ ଲୋକଙ୍କୁ ଭେଟିଥିଲେ। ଚୁରାଚାନ୍ଦପୁର ହେଉଛି ସେହି ଅଞ୍ଚଳ ଯେଉଁଠାରେ ୨୦୨୩ରେ ହୋଇଥିବା ହିଂସାର ସବୁଠାରୁ ଖରାପ ପ୍ରଭାବ ପଡ଼ିଥିଲା ଏବଂ ୨୬୦ ଜଣଙ୍କର ମୃତ୍ୟୁ…
ମୋଦିଙ୍କ ଗସ୍ତ ପୂର୍ବରୁ ଇସ୍ତଫା ଦେଲେ ୪୩ ଭାଜପା ସଦସ୍ୟ, ବଢ଼ିଲା ଚର୍ଚ୍ଚା
ଇମ୍ଫାଲ,୧୧ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିଆଣ ହିଂସା କ୍ଷତିଗ୍ରସ୍ତ ମଣିପୁରକୁ ଗସ୍ତରେ ଯିବାର ଦିନକ ପୂର୍ବରୁ ଗୁରୁବାର ଉଖ୍ରୁଲ ଜିଲା ଫୁଙ୍ଗ୍ୟାର ନିର୍ବାଚନ ମଣ୍ଡଳୀର ଅନୂ୍ୟନ ୪୩ ଜଣ ଭାଜପା ସଦସ୍ୟ ସମୂହ ଇସ୍ତଫା ଦେଇଛନ୍ତି। ଦଳ ଭିତରେ ଚାଲିଥିବା କାର୍ଯ୍ୟକୁ…
ମେଲୋନିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି, ଏସବୁ ପ୍ରସଙ୍ଗରେ ହେଲା ଆଲୋଚନା
ନୂଆଦିଲ୍ଲୀ,୧୦ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ଫୋନ୍ରେ ଆଲୋଚନା କରି ଭାରତ-ୟୁରୋପୀୟ ସଂଘ (EU) ମଧ୍ୟରେ ପ୍ରସ୍ତାବିତ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ଏବଂ ଇଉକ୍ରେନ ସଂଘର୍ଷ ନିରସନ ଉପାୟ ସହ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଅର୍ଥନୈତିକ…
Archives


