Tag Archives: plane

୩୦୦ ଫୁଟ ତଳକୁ ବିମାନ ଖସିବା ଘଟଣା: ପାଇଲଟ୍‌ଙ୍କର ହେଲା ଡ୍ରଗ୍ସ ପରୀକ୍ଷା, ରିପୋର୍ଟରେ ଆସିଲା…

ନୂଆଦିଲ୍ଲୀ,୯ା୮: ଏୟାର ଇଣ୍ଡିଆର ଏକ ବିମାନରେ ସମ୍ପ୍ରତି ଘଟିଥିବା ସମସ୍ୟା ପରେ ଏକ ନୂଆ ଟ୍ବିଷ୍ଟ୍‌ ଆସିଛି। ଅଗଷ୍ଟ ୪ରେ ଫୁକେତରୁ ଦିଲ୍ଲୀ ଯାତ୍ରା କରୁଥିବା ଏୟାର ଇଣ୍ଡିଆ A-୩୨୦ ବିମାନ AI-୨୩୭୯ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଥିଲା। ଏହି ଘଟଣା…

ବିନା ଲାଇସେନ୍ସରେ ୯୦୦ରୁ ଅଧିକ ବିମାନ ଉଡ଼ାଣ କରିଛନ୍ତି ଏହି ପାଇଲଟ୍‌, ପୂରା ଘଟଣା ଜାଣିଲେ…

ଅଟାଓ୍ବା,୧୨ା୬: କାନାଡାର ପ୍ରମୁଖ ବିମାନ କମ୍ପାନୀ ଏୟାର କାନାଡା ସହିତ ଜଡ଼ିତ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୂର୍ବତନ ବିମାନ ପାଇଲଟ୍‌ ଜେଫ୍ରି ଓ୍ବାଲ ପ୍ରାୟ ୧୭ ବର୍ଷ ଧରି ଆବଶ୍ୟକ ଏବଂ ଉପଯୁକ୍ତ ଲାଇସେନ୍ସ ବିନା ବଡ଼ ଯାତ୍ରୀବାହୀ…

କାହିଁକି ତିଦ୍ଦତ ଉପରେ ଉଡ଼ି ନ ଥାଏ ବିମାନ, ରୁଟ୍‌ ପରିବର୍ତ୍ତନ କରନ୍ତି ପାଇଲଟ୍‌, ଜାଣନ୍ତୁ କାରଣ…

ଆଜିକାଲି ଅଧିକାଂଶ ଲୋକ ସମୟ ବଞ୍ଚାଇବା ପାଇଁ ବିମାନରେ ଯାତ୍ରା କରନ୍ତି। ଲୋକଙ୍କ କମ୍‌ ସମୟ ଏବଂ ବିନା ଥକ୍କାରେ ଦୀର୍ଘ ଦୂରତା ଅତିକ୍ରମ କରିବାକୁ ବିମାନ ହିଁ ଉତ୍କୃଷ୍ଟ ମାଧ୍ୟମ। ଠିକ୍‌ ରାସ୍ତାରେ ଯେପରି ଟ୍ରାଫିକ୍‌ ଥାଏ ଆକାଶରେ ମଧ୍ୟ…

ଲ୍ୟାଣ୍ଡିଂ କରିପାରିଲାନି ବିମାନ, ଆକାଶରେ ଫସିରହିଲା ୧୭୩ ଯାତ୍ରୀଙ୍କ ଜୀବନ, ପାଇଲଟ୍‌ଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ…

ପାଟନା,୧୬ା୭: ଦିଲ୍ଲୀରୁ ପାଟନା ଆସୁଥିବା ବିମାନ 6E 2482 ପାଟନା ବିମାନବନ୍ଦର ରନୱେରେ ସଠିକ୍ ଟଚ୍‌ ପଏଣ୍ଟ ପାଇ ନ ପାରି ଚାରିଥର ଆକାଶରେ ଚକ୍କର କାଟିବାକୁ ପଡ଼ିଲା। ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ବିମାନଟି ସୁରକ୍ଷିତ ଭାବରେ ଅବତରଣ କରିଥିଲା,…

ବିମାନକୁ ବୋମା ଧମକ, ମଝି ଆକାଶରୁ ମାରିଲା ୟୁ-ଟର୍ଣ୍ଣ

ହାଇଦ୍ରାବାଦ,୧୬ା୬: ପୁଣି ବିମାନକୁ ମିଳିଛି ବୋମା ଧମକ। ଫଳରେ ଜର୍ମାନୀ ଫେରିଯାଇଛି ବିମାନ। ହାଇଦ୍ରାବାଦରେ ଅବତରଣ ପାଇଁ ଅନୁମତି ନ ମିଳିବାରୁ ମଝି ଆକାଶରୁ ୟୁ-ଟର୍ଣ୍ଣ ମାରି ଫେରିଯାଇଛି ବିମାନ। ଉଡ଼ାଣର କିଛି ଘଣ୍ଟା ଭିତରେ ବିମାନ ଫେରିଯାଇଛି। ଏନେଇ ହାଇଦ୍ରାବାଦ…

ଝାଡ଼ଖଣ୍ଡରେ ବିମାନ ନିଖୋଜ, ପାଇଲଟ୍‌ଙ୍କ ସହ ଥିଲେ…

ରାଞ୍ଚି, ୨୧।୦୮: ଝାଡ଼ଖଣ୍ଡରେ ମଙ୍ଗଳବାର ନିିଖୋଜ ହୋଇଯାଇଥିବା ଏକ ବିମାନର ପତ୍ତା ମିଳିପାରିନାହିଁ । ସରାୟକେଲା-ଖରସାୱାଁ ଜିଲାର ଏକ ବିମାନ ଉଡ଼ାଣ କେନ୍ଦ୍ରରୁ ଉଡ଼ାଣ ଭରିବା ପରେ ବିମାନଟି ନିଖୋଜ ହୋଇଯାଇଥିଲା । ଏହାକୁ ଖୋଜିବାକୁ ଟିମ୍‌ ନିୟୋଜିତ ଅଛନ୍ତି ।…

ଉଡ଼ାଣ ବେଳେ ଜଳିଗଲା ବିମାନ, କ୍ର୍ୟୁ ସଦସ୍ୟଙ୍କୁ ମିଶାଇ ଥିଲେ ୧୯ ଜଣ

ନୂଆଦିଲ୍ଲୀ,୨୪।୦୭: ନେପାଳରୁ ଏକ ଦୁର୍ଘଟଣାର ବଡ ଖବର ସାମ୍ନାକୁ ଆସିଛି । କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ବିମାନ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ବିମାନବନ୍ଦରରେ ବିମାନଟି ଉଡ଼ାଣ ଭରୁଥିବା ବେଳେ ଏହା ଦୁର୍ଘଟଣାଗ୍ରସ୍ତ…

ଏୟାରପୋର୍ଟରୁ କଟିଗଲା ବିଜୁଳି, ଗରମରେ ଯାତ୍ରୀ ହନ୍ତସନ୍ତ

ନୂଆଦିଲ୍ଲୀ, ୧୭।୬: ଦେଶର ରାଜଧାନୀ ଦିଲ୍ଲୀରେ ବିଜୁଳି ସମସ୍ୟା ଲାଗି ରହିଛି । ଏହାର ପ୍ରଭାବ ବିମାନ ବନ୍ଦରରେ ମଧ୍ୟ ଦେଖିବାକୁ ମିଳିଛି । ଦେଶର ଗୁରୁତ଼୍ବପୂର୍ଣ୍ଣ ଆନ୍ତର୍ଜାତିକ ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରରେ ବିଜୁଳି ଚାଲିଯିବାରୁ ଯାତ୍ରୀମାନେ ପ୍ରବଳ ସମସ୍ୟାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?