Tag Archives: petrol

ଶ୍ୱଶୁର ଘରେ ଜ୍ୱାଇଁଙ୍କ ହଙ୍ଗାମା: ସ୍ତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ଲଗାଇଦେଲେ ନିଆଁ, ଆଉ ତା’ ପରେ…

ବାଲେଶ୍ୱର,୧୮ା୨(ବାଞ୍ଛାନିଧି ଦେ): ସ୍ବାମୀ ପାଲଟିଗଲେ ରାକ୍ଷସ। ଶ୍ୱଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲେ ସ୍ବାମୀ। ଝିଅକୁ ବଞ୍ଚାଇବାକୁ ଯାଇ ଶ୍ୱଶୁର, ଶାଶୁ ଏବଂ ଶଳା ନିଆଁରେ ପୋଡ଼ି ଗୁରୁତର ହୋଇଛନ୍ତି। ଅନ୍ୟପଟେ ଅଭିଯୁକ୍ତ ଜ୍ୱାଇଁଙ୍କୁ କାବୁ…

ଶସ୍ତା ହେବ ପେଟ୍ରୋଲ ଡିଜେଲ? ବଡ଼ ସୂଚନା ଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୫।୯: ଜିଏସଟି ସ୍ଲାବରେ ସଂସ୍କାର ପରେ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ସରକାର ସର୍ବଦା ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ କରନ୍ତି। ସେ କହିଛନ୍ତି ଯେ ଏହି ନବରାତ୍ରିର ପ୍ରଥମ ଦିନରୁ, କମ ହାର ଯୋଗୁ ଜନସାଧାରଣ…

ଗୋଟିଏ ଲିଟର ପେଟ୍ରୋଲ ବିକିଲେ ପେଟ୍ରୋଲ ପମ୍ପ ଡିଲର କେତେ ଲାଭ ପାଆନ୍ତି? ସତ ଜାଣିଲେ ତାଜୁବ ହେବେ

ଆପଣ ଜାଣନ୍ତି କି? ଜଣେ ପେଟ୍ରୋଲ ପମ୍ପ ଡିଲର ପ୍ରତି ଲିଟର ପେଟ୍ରୋଲ ଏବଂ ଡିଜେଲ ବିକ୍ରୟ କରି କେତେ ରୋଜଗାର କରନ୍ତି? ଯଦି ନୁହେଁ, ତେବେ ଆଜି ଆମେ ଆପଣଙ୍କୁ ଏହା ବିଷୟରେ କହିବୁ। ଏହା ଜାଣିବା ପାଇଁ, ଆମେ…

ପରକୀୟା ପ୍ରୀତିରୁ ଅଘଟଣ: ଦେହରେ ପେଟ୍ରୋଲ ଢାଳି ମହିଳାଙ୍କ ଆତ୍ମହତ୍ୟା, ପୁରୁଷ ଗୁରୁତର

ବାରିପଦା/ଉଦଳା,୨ା୮(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଛିନି): ମୟୂରଭଞ୍ଜ ଜିଲା ଖିଚିଂସ୍ଥିତ ପଣସି ଅଞ୍ଚଳରେ ଶନିବାର ପରକୀୟା ପ୍ରୀତିକୁ ନେଇ ଏକ ଅଭାବନୀୟ ଘଟଣା ଘଟିଛି। ଦେହରେ ପେଟ୍ରୋଲ ଢାଳି ମହିଳା ଓ ପୁରୁଷ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ମହିଳାଙ୍କର ମୃତ୍ୟୁ…

ଘାଟିରେ ସରିଗଲା ପେଟ୍ରୋଲ, ଅଟୋ ଭଡ଼ା କରି ଟାଙ୍କିକୁ ଆସିଲେ ଆଦିବାସୀ ଚାଷୀ, କହିଲେ ୨୦୦ ଟଙ୍କାର ତେଲ ପାଇଁ…

ଦାରିଙ୍ଗବାଡ଼ି,୨୮ା୭(ଅରୁଣ ସାହୁ): ରାଜ୍ୟ ସରକାର ପ୍ଲାଷ୍ଟିକ୍‌ ବୋତଲ, ଜାର୍‌ରେ ପେଟ୍ରୋଲ ଦେବାକୁ ସମସ୍ତ ପେଟ୍ରୋଲ ଟାଙ୍କିକୁ ବାରଣ କରିଛନ୍ତି। ତେବେ ଏହାକୁ ନେଇ ଦୁର୍ଗମ ଅଞ୍ଚଳର ଚାଷୀ ମୂଲିଆଙ୍କ ସମେତ ସରକାରୀ ଓ ବେସରକାରୀ କର୍ମଚାରୀମାନେ ହଇରାଣ ହରକତ ହେଉଥିବା ଦେଖିବାକୁ…

ପେଟ୍ରୋଲ ବିକ୍ରିକୁ ନେଇ ମନ୍ତ୍ରୀ ଦେଲେ ବଡ଼ ସୂଚନା: ଏଣିକି ଆସନ୍ତାକାଲିଠୁ…

ଭୁବନେଶ୍ୱର,୨୧।୭: ରାସ୍ତାଘାଟରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକିଲେ କାର୍ଯ୍ୟାନୁଷ୍ଠାନ। ପେଟ୍ରୋଲ ପମ୍ପ ସଂଘ ସହ ବୈଠକ ପରେ ଯୋଗାଣ ମନ୍ତ୍ରୀ ବଡ଼ ସୂଚନା। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ବାହାରେ ବିକ୍ରି ହେଲେ ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ହେବ। ପ୍ଲାଷ୍ଟିକ…

ବାଲେଶ୍ୱର ଛାତ୍ରୀ ଆତ୍ମହତ୍ୟା ଇମ୍ପାକ୍ଟ: ଆଉ ଖୋଲାରେ ଦିଆଯିବ ନାହିଁ ପେଟ୍ରୋଲ୍

ଭୁବନେଶ୍ୱର,୨୦।୭: ଓଡ଼ିଶାରେ ପେଟ୍ରୋଲ ପମ୍ପଗୁଡ଼ିକରେ ଏଣିକି ଖୋଲା ବୋତଲ କିମ୍ବା ପାତ୍ରରେ ପେଟ୍ରୋଲ ଦିଆଯିବ ନାହିଁ। କେବଳ ଗାଡ଼ିର ଇନ୍ଧନ ଟାଙ୍କିରେ ହିଁ ପେଟ୍ରୋଲ ଭରାଯିବ। ଏହି ନିଷ୍ପତ୍ତି ଆସନ୍ତାକାଲି, ଜୁଲାଇ ୨୧, ୨୦୨୫ରୁ କାର୍ଯ୍ୟକାରୀ ହେବ ବୋଲି ଓଡ଼ିଶା ପେଟ୍ରୋଲିୟମ…

କ୍ରାଇମବ୍ରାଞ୍ଚ ଟିମ୍‌କୁ ବଡ଼ ସୁରାକ୍‌, ଜଣାପଡ଼ିଲା FM ଛାତ୍ରୀଙ୍କୁ କିଏ ଆଣି ଦେଇଥିଲା ପେଟ୍ରୋଲ

ବାଲେଶ୍ୱର,୧୯ା୭: ଫକୀର ମୋହନ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଶୁକ୍ରବାର ଏଫ୍‌ଏମ୍‌ ଛାତ୍ରୀ ମୃତ୍ୟୁର ତନାଘନା କରୁଥିବା କ୍ରାଇମବ୍ରାଞ୍ଚ ଟିମ୍‌କୁ ଏକ ବଡ଼ ସୁରାକ୍‌ ମିଳିଛି। ଘଟଣା ଦିନ ପେଟ୍ରୋଲ କେଉଁଠୁ…

ପେଟ୍ରୋଲ, ଡିଜେଲ ଉପରେ ୨ ଟଙ୍କା ବଢ଼ିଲା ଏକ୍ସାଇଜ ଡ୍ୟୁଟି, କିନ୍ତୁ ବଢିବନି ବଜାର ମୂଲ୍ୟ

ନୂଆଦିଲ୍ଲୀ,୭ା୪: ସୋମବାର କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଉପରେ ଏକ୍ସାଇଜ ଡ୍ୟୁଟି ୨ ଟଙ୍କା ବୃଦ୍ଧି କରିଛନ୍ତି। ତେବେ ଏହା ଖୁଚୁରା ମୂଲ୍ୟକୁ କୌଣସି ପ୍ରଭାବିତ କରିବ ନାହିଁ। ଏନେଇ ପେଟ୍ରୋଲିୟମ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି । ବିଜ୍ଞପ୍ତିରେ…

କମିବ ପେଟ୍ରୋଲ, ଡିଜେଲ ଦର? କ୍ରୁଡ ଅଏଲ ଦାମ କମିବାରୁ ବଢୁଛି ଆଶା

ନୂଆଦିଲ୍ଲୀ,୫।୪: ଏହା ବହୁତ କମ ଘଟେ ଯେ ଗୋଟିଏ ପଟେ ମୁଦ୍ରା ବଜାରରେ ଡଲାର ତୁଳନାରେ ଟଙ୍କା ମଜବୁତ ହେଉଛି ଏବଂ ଅନ୍ୟପଟେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଉଛି। ଶୁକ୍ରବାର ଡଲାର ତୁଳନାରେ ଟଙ୍କା ପାଞ୍ଚ ପଇସା…

ବଜେଟ ୨୦୨୫ ପୂର୍ବରୁ ବଡ଼ ଘୋଷଣା! କମିବ ପେଟ୍ରୋଲ ଦର…

ନୂଆଦିଲ୍ଲୀ,୩୧।୧: ୨୦୨୫ ବଜେଟ ପୂର୍ବରୁ ବଡ଼ ଘୋଷଣା! କମିପାରେ ପେଟ୍ରୋଲ-ଡିଜେଲ ଦର। ଏଥିପାଇଁ, ଉତ୍ପାଦ ଶୁଳ୍କ ହ୍ରାସ କରାଯାଇପାରେ। ବର୍ତ୍ତମାନ ପେଟ୍ରୋଲ ଉପରେ ୧୯.୯୦ ଟଙ୍କା ଏବଂ ଡିଜେଲ ଉପରେ ୧୫.୮୦ ଟଙ୍କା ଶୁଳ୍କ ଲାଗୁ ହେଉଛି। ଏହା ବ୍ୟତୀତ, ଇଲେକ୍ଟ୍ରୋନିକ୍ସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା ପରେ ଝରିଗାଁରେ ଏତିକି ଟଙ୍କା କମିଲା ପେଟ୍ରୋଲ-ଡିଜେଲ ଦର

ଝରିଗାଁ,୩୦ା୧୦: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି ପରେ ମଙ୍ଗଳବାର ରାତି୧୨ଟାରୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ରହିଥିବା ସମସ୍ତ ପେଟ୍ରୋଲ ଟାଙ୍କିରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି। ତୈଳ ଡିପୋରୁ ଦୂରଦୂରାନ୍ତରେ ଥିବା ଝରିଗାଁ ବ୍ଲକର ପେଟ୍ରୋଲ ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri